Home Left

ଚାଇନାରୁ ଦିଲ୍ଲୀକୁ ବ୍ୟାପିଲା କରୋନା ଭାଇରସ୍‌: ସନ୍ଦେହରେ ୩ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୮।୧: ଚାଇନାର କରୋନା ଭାଇରସ୍‌ ଆମେରିକା ସହିତ ବିଭିନ୍ନ ଦେଶକୁ ଧିରେ ଧିରେ ବ୍ୟାପିବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ସମସ୍ତ ଦେଶ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଭାରତରେ ମଧ୍ୟ କରୋନା ଭାଇରସ୍‌ର କିଛି ମାମଲା ସାମ୍ନାକୁ ଆସିଛି। ମୁମ୍ବାଇ,…

ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ଲାଗି ପିଟିଶନ

କାଲିଫର୍ନିଆ,୨୮।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ରବିବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏହି ଖବରରେ ମର୍ମାହତ ପ୍ରଶଂସକମାନେ ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ପାଇଁ…

ପ୍ରାକୃତିକ ଚିକିତ୍ସାରେ ଭଲ ହେବେ କରୋନା ଭୂତାଣୁ ସଂକ୍ରମିତ: ଦାବିକଲେ ତାମିଲନାଡୁ ଡାକ୍ତର

ଚେନ୍ନାଇ,୨୮।୧: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୁତାଣୁ ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଚାଇନାରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି…

ଲିଓପାର୍ଡ ପ୍ରିଣ୍ଟ

ଫ୍ୟାଶନକୁ ନେଇ ଅନେକଙ୍କ ପସନ୍ଦ ବଦଳୁଥିବାର ଲକ୍ଷ୍ୟ କରୁଥିବେ। କିଛି ମାସରେ ନୂଆ ଖୋଜିବାକୁ ଆରମ୍ଭ କରନ୍ତି। ଲିଓପାର୍ଡ ପ୍ରିଣ୍ଟ ନୂଆ ନୁହେଁ। ଆଗରୁ ଓ ଏବେ ମଧ୍ୟ ଏହି ପ୍ରିଣ୍ଟ ଗ୍ଲାମର ବୋଲି ମାନୁଛନ୍ତି। ଏବେ ଏହାକୁ ମେନ୍‌ଷ୍ଟ୍ରିମ୍‌ ଫ୍ୟାଶନ୍‌…

କରୋନା ଭାଇରସ୍‌ ପାଇଁ ଚାଇନା ଯାତ୍ରୀଙ୍କ ଭିଜା ଉପରେ କଟକଣା ଲଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୮।୧: ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଦେଶର ପ୍ରଥମ କରୋନା ଭାଇରସ୍‌ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଶ୍ରୀଲଙ୍କା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀଲଙ୍କାକୁ ଆଗମନ କରୁଥିବା ଚାଇନା ଯାତ୍ରୀଙ୍କର ଭିଜା ନୀତି ଉପରେ ବର୍ତ୍ତମାନ କଟକଣା ଲଗାଯାଇଥିବା ଜଣାପଡ଼ିଛି।…

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ରାତିରେ ଚିତ୍ରକୋଣ୍ଡା ପୋଲିସ ପାଟ୍ରୋଲିଂ ପାଇଁ ଗୁଣ୍ଠାଓ୍ବାଡା ଯାଇଥିଲା। ହଂସଗୁଡା ଆଡକୁ ଆସୁଥିବା…

କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ମଙ୍ଗଳବାର ଜିଲା ଏସଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଭାବେ…

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ : ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀ ବନ୍ଦ

ବାରଙ୍ଗ,୨୮।୧(ଡି.ଏନ୍‌.ଏ.): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଛି। ଏହା ସ୍ପଷ୍ଟ ହେବା ପରେ ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀକୁ ମଙ୍ଗଳବାରଠାରୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଏ ନେଇ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକମାନେ…

ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ

ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍‌ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ ଏକ ଅନ୍ତିମ ସଂସ୍କାର ଗୁପ୍ତ ଗୃହର ସନ୍ଧାନ ମିଳିଛି। କାର୍ବନ ଡାଟିଂରୁ ଏହା ୩୮୦୦…

ମୁଲତବି ରହିଲା ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ବହୁ ଚର୍ଚ୍ଚିତ ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣିକୁ ମୁଲତବି ରଖିଛନ୍ତି। ଏହି ମାମଲାର ବିଚାରପତି ଛୁଟିରେ ଥିବାରୁ ୨୮ ଜାନୁୟାରୀରେ ହେବାକୁ ଥିବା ଶୁଣାଣିକୁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୁଜାଫରପୁର ସେଲ୍‌ଟର ହୋମ୍‌…

ଶରଜିଲଙ୍କ ସାନ ଭାଇ ସମେତ ଅନ୍ୟ ୨ଗିରଫ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଉସୁକାଇବା ଭାଷଣ ଦେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଦେଶ ବିରୋଧୀ ବିୟାନ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ…

କୁସୁନପୁର ଜଙ୍ଗଲକୁ ଗଲା ନରହନ୍ତା ହାତୀ

ଯାଜପୁର ଅଫିସ୍‌,୨୮।୧: ଦୀର୍ଘ ୧୦ଦିନ ହେବ ଯାଜପୁର ଜିଲାର ଦାନଗଦି, କୋରେଇ, ରସୁଲପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ମଙ୍ଗଳବାର କୁସୁନପୁର ଜଙ୍ଗଲକୁ ପଠାଯାଇଛି। କଡା ସୁରକ୍ଷା ମଧ୍ୟରେ ହାତୀର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ସ୍ଥାନାନ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri