କୁମାରଖୁଣ୍ଟିକୁ ଆସିଲା ନରହନ୍ତା ଦନ୍ତା
ବାରଙ୍ଗ,୨୯ା୧(ଡି.ଏନ୍.ଏ.): ଯାଜପୁରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀକୁ ଗୋଡ଼ିବାଲି ଦେଇ କୁମାରଖୁଣ୍ଟିକୁ ଅଣାଯାଇଥିଲା। ତେବେ ଚନ୍ଦକାରେ ପୂର୍ବରୁ ଅନ୍ୟ ଏକ ନରହନ୍ତା ଦନ୍ତା ଶଙ୍କର ରହିଛି। ସେଠାରେ ଚନ୍ଦକା…
ସୁପର ଓଭରରେ ମ୍ୟାଚ୍
ହାମିଲଟନ,୨୯।୧- ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍ ଏବେ ସୁପର ଓଭରରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍ କରିଥିଲା। ଜବାବରେ…
ଏସ୍ସିବି ପୁନର୍ବିନ୍ୟାସ ଲାଗି ଉଚ୍ଛେଦ କାର୍ଯ୍ୟ ଆରମ୍ଭ
କଟକ ଅଫିସ,୨୯।୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି)ର ନବକଳେବର ହେବ। ଏହାକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଆବଶ୍ୟକ ପଡ଼ୁଥିବା ଜମି ଲାଗି ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…
ଦଶମ ଶ୍ରେଣୀରେ ପଢ଼ାଯିବ ସଡ଼କ ସୁରକ୍ଷା ପାଠ୍ୟକ୍ରମ, ଆଗାମୀ ଶିକ୍ଷାବର୍ଷରୁ ହେବ ସାମିଲ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରୁ ୧୦ମ ପାଠ୍ୟକ୍ରମରେ ଏହା ରଖାଯିବ। ତେବେ ବିଷୟବସ୍ତୁ କିପରିି ହେବ, ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ବୁଧବାର ପରିବହନ…
ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ
ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ଏପ୍ରିଲ ୩୦ରୁ ଖୋଲାଯିବ ବୋଲି ସୂଚନା ମିଳିଛି। ବୁଧବାର ବସନ୍ତ ପଞ୍ଚମୀ ଅବସରରେ ଟିହରି…
ମାତ୍ର ୭୮ ଟଙ୍କାରେ ମିଳୁଛି ଘର
ସିସିଲି,୨୯।୧: ମାତ୍ର ୭୮ ଟଙ୍କାରେ ଘର ମିଳୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଦକ୍ଷିଣ ଇଟାଲୀର ଟୋରୋଣ୍ଟୋରେ ସହରରେ ୨୫ ହଜାର ଘର ଏହି ଦାମ୍ରେ ବିକ୍ରି କରାଯିବ। ପ୍ରଥମେ ପରୀକ୍ଷାମୂଳକ ଭାବେ ୫ଟି ଘର…
୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି। ଏମ. କରୁପାହ୍ୟା(୪୯) ଗୋଟିଏ ସାଇକେଲ ଏବଂ ତାଙ୍କ ସ୍ତ୍ରୀ କେ. ଚିତ୍ରା(୫୧) ହାତରେ ତ୍ରିରଙ୍ଗା…
ସମାଜକୁ ନଷ୍ଟ କରୁଛନ୍ତି ପାଠ ପଢ଼ିଥିବା ଲୋକେ: ରାଜନେତା ପାଠ ନ ପଢ଼ିଲେ ଭଲ
ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜେଲ୍ ମନ୍ତ୍ରୀ ଜୟକୁମାର ଜୈକିଙ୍କ ଏକ ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜୟ କୁମାର କହିଛନ୍ତି ଯେ, ସମାଜକୁ ପାଠ ପଢ଼ିଥିବା ଲୋକେ ନଷ୍ଟ କରୁଛନ୍ତି। ତେଣୁ ରାଜନେତା…
ଗଞ୍ଜାମ ଜିଲାପରିଷଦ ବୈଠକ: କାଳିଆ ଟଙ୍କା ମିଳୁ ନ ଥିବାରୁ ବିଧାୟକମାନଙ୍କ ଉଦ୍ବେଗ
ଛତ୍ରପୁର,୨୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ, ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…
ବିକିନୀ ପିନ୍ଧି ଚର୍ଚ୍ଚାରେ ସୁପର ମଡେଲ: ଯାହାଙ୍କ ନାମ ବଲିଉଡ୍ର ଦୁଇ ଅଭିନେତ୍ରୀଙ୍କ ନାମ ଅନୁସାରେ ହୋଇଛି
ମୁମ୍ବାଇ: ବିହାରରେ ରହୁଥିବା ଏକ ଦମ୍ପତି ବଲିଉଡ୍ର ଦୁଇ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ, ଏହି ଦୁଇ ଅଭିନେତ୍ରୀଙ୍କ ନାମକୁ ମିଶାଇ ତାଙ୍କ ଝିଅର ନାଁ ଦେଇଛନ୍ତି। ସେହି ଝିଅ ଏବେ ସୁପର ମଡେଲ। ଖାଲି ଏତିକି ନୁହେଁ,…
ଫଟୋଗ୍ରାଫରଙ୍କୁ ଦେଖି କାହିଁକି ଦୌଡ଼ିଲେ ଖିଲାଡ଼ି ବୟ
ମୁମ୍ବାଇ: ବଲିଉଡ୍ ଆକ୍ସନ ମାଷ୍ଟର ଅକ୍ଷୟ କୁମାର ପ୍ରାୟ ସମୟରେ ବିନ୍ଦାସ ମୁଡ୍ରେ ନଜରକୁ ଆସିଥାନ୍ତି। ଶୁଟିଂ ସେଟ୍ରୁ ଟିକେ ସମୟ ମିଳିଲେ ସେ ନିଜ କୋ-ଷ୍ଟାରଙ୍କ ସହ ବିଭିନ୍ନ ପ୍ରକାରର ମଉଜମସ୍ତି କରୁଥିବା ଦେଖିବାକୁ ମିଳିଥାଏ। ସବୁଥର ନିଜ କାର୍ଯ୍ୟ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର
ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍ସୋର୍ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେବେ। ଫେବୃୟାରୀ ୨ରେ ବୁରାଡ଼ିରେ…
Archives


