ଲାଞ୍ଚ ନେଇ ଆର୍ଡି କିରାଣି ଗିରଫ
ଫୁଲବାଣୀ ଅଫିସ, ୧୩ା୨-କାମ କରୁନି ସରକାରଙ୍କ ୫-ଟି ଫର୍ମୁଲା । ସାଧାରଣ ଲୋକଙ୍କୁ ସରକାରୀ କର୍ମଚାରୀମାନେ ହଇରାଣ କରିବା କଥା ଛାଡ, ଖୋଦ ନିଜ ବିଭାଗର କର୍ମଚାରୀଙ୍କୁ ବି ଛାଡୁ ନାହାନ୍ତି। ଅବସରକାଳୀନ ସହାୟତା ଏବଂ ପେନସନ୍ କରିଦେବା ପାଇଁ ୫…
ଜାପାନରେ ଭୂକମ୍ପ
ଟୋକିଓ,୧୩।୨: ଜାପାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଜାପାନର ଉତ୍ତରରେ ଥିବା ହୋକ୍କାଇଡୋର ପୂର୍ବ ଉପକୂଳରେ ଭୂଗର୍ଭର ୬୦ କିମି ତଳେ ଥିଲା…
କଂଗ୍ରେସ ନୂଆ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ଆବଶ୍ୟକ: ଜ୍ୟୋତିରାଦିତ୍ୟ ସିନ୍ଧିଆ
ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁହଁ ଖୋଲିଛନ୍ତି। ଦେଶରେ ବହୁ ପ୍ରସଙ୍ଗ ଏବେ ବଦଳିସାରିଛି। ତେଣୁ କଂଗ୍ରେସ ନୂଆ ବିଚାରଧାରା ସହିତ କାର୍ଯ୍ୟ କରିବା ଆବଶ୍ୟକ। ଦିଲ୍ଲୀରେ ଲଗାତାର ୧୫ ବର୍ଷ…
ପ୍ରେମ ସପ୍ତାହରେ ଭାଙ୍ଗିଲା ସନାଙ୍କ ମନ: ମେଲଭିନ୍ଙ୍କଠାରୁ ଅଲଗା ହେଲେ
ବମ୍ବେ: ଚାରିଆଡ଼େ ପ୍ରେମ ସପ୍ତାହକୁ ନେଇ କ୍ରେଜ୍ ଥିବା ବେଳେ ପସନ୍ଦର ସାଥୀଙ୍କୁ ମନକଥା କହୁଛନ୍ତି ପ୍ରେମୀଯୁଗଳ। ହେଲେ ପ୍ରେମଦିବସ ଆସିବା ପୂର୍ବରୁ ଅଭିନେତ୍ରୀ ସନା ଖାଁଙ୍କ ହୃଦୟ ଭାଙ୍ଗିଛି। କହିବାର ତାତ୍ପର୍ଯ୍ୟ, ସେ ପ୍ରେମିକ ମେଲଭିନ୍ ଲୁଇସ୍ଙ୍କଠାରୁ ଅଲଗା ହୋଇଯାଇଛନ୍ତି।…
‘କେଜିଏଫ୍-୨’ରେ ଶଟ୍ଲେସ୍ ହେବେ ୟଶ-ସଞ୍ଜୟ: ଦମ୍ଦାର ହେବ ଆକ୍ସନ ଦୃଶ୍ୟ
ବମ୍ବେ: କନ୍ନଡ଼ ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’କୁ ନେଇ ଚର୍ଚ୍ଚାରେ ସଞ୍ଜୟ ଦତ୍ତ। ଫିଲ୍ମ ଯୋଗେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ନିଜର ଡେବ୍ୟୁ କରି ବାକୁ ଯାଉଛନ୍ତି ସଞ୍ଜୁବାବା। ପୂର୍ବରୁ କେଜିଏଫ୍ ଚାପ୍ଟର-୧ ଢେର ସଫଳତା ପାଇଥିଲା। ଏଥିରେ ଅଭିନେତା ୟଶ…
ଟ୍ରମ୍ପ୍ ଦେଖିବେନି ଗୁଜରାଟ ଦାରିଦ୍ର୍ୟ: ଝୁମ୍ପୁଡ଼ି ବସ୍ତି ଆଗରେ ତିଆରି ହେଲା ପ୍ରାଚୀର
ଅହମଦାବାଦ୍,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସିବେ। ସେ ଗୁଜରାଟର ଅହମଦାବାଦରେ କେମ୍ ଛୋ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍ଙ୍କ ଗସ୍ତ ନେଇ ଅହମଦାବାଦ୍ ମ୍ୟୁନିସିପାଲିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅହମଦାବାଦ୍ ବିମାନବନ୍ଦରଠାରୁ ଆରମ୍ଭ…
ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର
ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ…
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର
ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର ଗୁରୁବାର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ହେଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେମେଷ୍ଟ୍ରି ପେପର୍ ଲିକ୍…
କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢ଼ି ସାଦା ପଥର ଲଗାଯିବା ପ୍ରସଙ୍ଗ: ସ୍ଥିତି ପରଖିଲେ ସଂସ୍କୃତି ସଚିବଙ୍କ ସହ ୪ ଜଣିଆ ଟିମ୍
କୋଣାର୍କ,୧୩।୨(ଡି.ଏନ୍.ଏ.): ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଯିବା ନେଇ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଅଭିଯୋଗକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଖଣ୍ଡନ କରିବା ପରେ ଗୁରୁବାର…
ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍ ଅଭିନେତ୍ରୀ ନିଜଠାରୁ କମ୍ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ
ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ୍ ବୟସର ଜୀବନସାଥି ବାଛୁଥିବାର ବହୁ…
ଗାର୍ଲଫ୍ରେଣ୍ଡ୍ଙ୍କୁ ଏମିତି ଭାଲେଣ୍ଟାଇନ୍ ଓ୍ବିଶ୍ କଲେ ରାଜକୁମାର
ଭାଲେଣ୍ଟାଇନ୍ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ ପାଳନ କରିବା ପାଇଁ କେତେ କ’ଣ ତରିକା ଆପଣାଇଥାନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଅଭିନେତା…
ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ
ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ ପାର୍କିଂ କରୁଥିଲେ। ଗତ ଫେବୃୟାରୀ ପହିଲାରୁ ମାଟିମଣ୍ଡପ ସାହି ଦୁଇଚକିଆ ପାର୍କିଂସ୍ଥଳ ନାମରେ ପୁରୀ…
Archives


