Home Left

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ ଭାଇରାଲ ହେବା ପରେ ଏଭଳି କିଛି କୁହାଯାଉଛି। ଉଭୟ ଏକାଠି ସ୍କ୍ରିନ୍‌ ଶେୟାର କରିବେ।…

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା: ଫୋନ ବ୍ୟବହାର ଉପରେ ରୋକ, ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କରାଯାଇଥିବା ପ୍ରସ୍ତୁତି ନେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଶେଷକରି ପ୍ରଶ୍ନପତ୍ରର ସୁରକ୍ଷା, ବିତରଣ…

ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୯।୨: ଆସନ୍ତା ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୮ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ରବିବାର ପଡ଼ୁଥିବା ବେଳେ ୯ ଓ ୧୦ ଦୋଳପୂର୍ଣ୍ଣିମା, ହୋଲି ପାଇଁ ଛୁଟି ରହିବ। ସେହିଭଳି ୧୧ରୁ…

ଆଜି ସରୁଛି ଡେଡ୍‌ଲାଇନ୍‌: ମାର୍ଚ୍ଚ ପହିଲାରୁ ଜୋରଦାର ହେବ ଧରପଗଡ଼; ପାଖରେ ରଖନ୍ତୁ ଆବଶ୍ୟକ କାଗଜପତ୍ର

ଭୁବନେଶ୍ୱର,୨୯।୨(ବ୍ୟୁରୋ): ୨୦୧୯ ସେପ୍ଟେମ୍ବର ୧ରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ହୋଇଥିଲା। ହେଲେ ଲୋକମାନଙ୍କ ଅସନ୍ତୋଷ ଏବଂ ଗାଡ଼ି କାଗଜପତ୍ର ପାଇଁ ଆର୍‌ଟିଓରେ ଭିଡ଼କୁ ଦେଖି ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୬…

ସ୍ବର ବଦଳାଇଛନ୍ତି ଶାହା; ରାଜ୍ୟ ସଭା ସିଟ୍‌ ପାଇଁ ବିଜେଡି-ଭାଜପା ମଧ୍ୟରେ ଡିଲ୍‌ ହୋଇଛି: ସୁର

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ପୋଡ଼ା ଟ୍ରାନ୍ସଫର୍ମର କହିଥିଲା। ଏପରିକି ଭାଜପାର କେନ୍ଦ୍ରୀୟ ନେତା ଯେବେ ବି ଓଡ଼ିଶା ଆସନ୍ତି, ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରନ୍ତି। ନବୀନଙ୍କ ବିରୋଧରେ କଟାକ୍ଷ କରନ୍ତି। ଏବେ କିନ୍ତୁ…

ତୈମୁରଙ୍କୁ ଚୋରିକରି ନେବାକୁ ଚାହୁଁଛନ୍ତି ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ତୈମୁର ଅଲ୍ଲୀ ଖାନ୍‌ଙ୍କୁ ଚୋରିକରି ନେବାକୁ ଚାହୁଁଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ପ୍ରକୃତ କଥାଟା ହେଲା, ସୈଫ୍‌ ଏବଂ କରୀନାଙ୍କ ପୁଅ ତୈମୁର କୌଣସି ଷ୍ଟାର ଠାରୁ କମ୍‌ ନୁହନ୍ତି। ତାଙ୍କୁ କ୍ୟୁଟ୍‌ନେସ୍‌ ସମସ୍ତଙ୍କୁ…

ଗୋଏୟାର ବିମାନରେ ପାରା: ୩୦ ମିନିଟ୍‌ ବିଳମ୍ବରେ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ,୨୯।୨: ଗୋଏୟାର ବିମାନରେ ଏକ ପାରା ପଶିଯିବାରୁ ଉଡ଼ାଣରେ ୩୦ ମିନିଟ୍‌ ବିଳମ୍ବ ଘଟିଛି। ଅହମଦାବାଦରୁ ଜୟପୁର ଉଡ଼ାଣ କରୁଥିବା ଗୋଏୟାରର ଜି-୮୭୦୨ ବିମାନ ଭିତରେ ପାରା ଉଡ଼ି ବୁଲୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ପାରା ବିାମନ ଭିତରେ ଥିବା ଜଣାପଡ଼ିବା…

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: ଭଲ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ସ୍ଥାନୀୟ ହେଗଲେ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏକଦା ଭାରତୀୟ ଦଳ…

ଭୟାବହ ଅଗ୍ନିକାଣ୍ଡ: ୧୪ ବଖରା, ଝିଅ ବାହାଘର ପାଇଁ ଥିବା ଟଙ୍କା, ଗହଣା ଭସ୍ମ

ଭୁବନ, ୨୯ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ବାଉଁଶକଣ ଗ୍ରାମର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ୧୪ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଗ୍ରାମବାସୀ ଖାଇ ଶୋଇବା ପରେ ଧନୁ ପ୍ରଧାନଙ୍କ…

ତେଲଙ୍ଗାନାରେ ଫସିଥିବା ୩୩ ଶ୍ରମିକ ଘରକୁ ଫେରିଲେ

ବରଗଡ଼ ଅଫିସ, ୨୯।୨: ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିରେ ଦୀର୍ଘଦିନ ଧରି ବନ୍ଧା ପଡ଼ିଥିବା ଶ୍ରମିକମାନେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଏବଂ ଝିଟକି ପଞ୍ଚାୟତର ପଥରେଲ ଗ୍ରାମରେ ଥିବା ନିଜ ଘରକୁ…

ଏସିପି ବଖାଣିଲେ ଦିଲ୍ଲୀ ହିଂସାର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ, ୨୯।୨: ଗତ କିଛି ଦିନ ହେଲା ଦେଶର ରାଜଧାନୀ ଅଶାନ୍ତି ରହିଥିବା ବେଳେ ୫ଦିନ ପରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମଳିଛି। ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୪୩ ଜଣଙ୍କର ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ…

୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ

ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri