Home Left

୪ ଗାଁକୁ ନାହିଁ ପକ୍କାରାସ୍ତା, ବର୍ଷା ହେଲେ ବଢ଼ୁଛି ସମସ୍ୟା

ଖଜୁରିପଡ଼ା,୧୫ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ବଲସକୁମ୍ପା ପଞ୍ଚାୟତର ନୂଆଁ ସାହି, ଜାମ୍ବୁସାହି, ସୁନ୍ଦରଗଡ, ରାଞ୍ଜାକୁମ୍ପା, ଦରଗଡ଼ ଗଣ୍ଡା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଯାହା ଫଳରେ ଏହି ଗ୍ରାମର ଲୋକ ମାନେ ଖରା ସମୟରେ ଖାଲ ଢିପ ମାଟି…

ରେଳବାଇରେ ବାହାରିଲା ବମ୍ପର ନିଯୁକ୍ତି: ଏମିତି କରନ୍ତୁ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୧୫।୯: ରେଳବାଇରେ ଚାକିରି ପାଇବାର ସ୍ବପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ରେଳବାଇ ନିଯୁକ୍ତି ବୋର୍ଡ (RRB) ସେକ୍ସନ କଣ୍ଟ୍ରୋଲର ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ଫେକ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି: ଏବେ ଫେରାଇବେ ୨୦୧୮ରୁ ନେଇଥିବା ସବୁ ଦରମା

ଜଗତସିଂହପୁର,୧୫।୯: ଫେକ ସାର୍ଟିଫିକେଟ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ।ଏଭଳି ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା କଲେଜରେ। ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଫେକ Mcom ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ…

ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ଖୁବଶୀଘ୍ର ମିଳିବ ଖୁସିଖବର, ଭାରତକୁ ଟାରିଫ୍‌ ଧମକ ମଧ୍ୟରେ ଟ୍ରମ୍ପ କଲେ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଉତ୍ଥାନ-ପତନ ପରେ ବାଣିଜ୍ୟ ଆଲୋଚନା ଥଣ୍ଡା ହେବା ପରି ମନେ ହେଉଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଏବଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପୁଅର ଦୀର୍ଘାୟୁ କାମନା କଲେ ମା’

ରିଷିଡ଼ା,୧୫ା୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବିଭିନ୍ନ ସାହିରେ ମହିଳାମାନେ ପୁଅ ଜିଉଁନ୍ତିଆ ଓଷା ପାଳନ କରିଛନ୍ତି। ମା’ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ…

ଦୀର୍ଘ ଦିନର ପୂରଣ ହେଲା ଆଶା: ନୂତନ କଲ୍ୟାଣ ମଣ୍ଡପର ଶୁଭାରମ୍ଭ କଲେ ବିଧାୟିକା

ରିଷିଡ଼ା,୧୫।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା କୁମ୍ଭାରପଡ଼ାଠାରେ ନୂତନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିମାନଙ୍କ…

ପରୀକ୍ଷା ନିୟମ କଡ଼ାକଡ଼ି କଲା CBSE: ଏତିକି ପ୍ରତିଶତ ଉପସ୍ଥାପନ, ୨ ବର୍ଷ ଅଧ୍ୟୟନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫।୯: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ସିବିଏସ୍‌ଇ) ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନୂଆ ନିର୍ଦ୍ଦେଶିକା ଜାରି କରିଛି। ନୂଆ ନିୟମ ଅନୁସାରେ, ପରୀକ୍ଷାରେ ବସିବା ପାଇଁ…

“କେହି ହାତୀ ପାଳିବାକୁ ଚାହୁଁଛି ସେଥିରେ ଭୁଲ୍‌ କ’ଣ ?” ବନତାରା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ,୧୫/୯: ଗୁଜରାଟର ଜାମନଗରସ୍ଥିତ ବନତାରା ବନ୍ୟଜନ୍ତୁ କେନ୍ଦ୍ର ମାମଲାରେ ସୁପ୍ରୀମ୍‌ କୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍‌? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି।…

ICCରୁ ଏକ ଖାସ୍‌ ପୁରସ୍କାର ଜିତିଲେ ସିରାଜ, କ୍ୟାରିଅରରେ ପ୍ରଥମ ଥର ପାଇଁ ହାସଲ କଲେ…

ନୂଆଦିଲ୍ଲୀ, ୧୫।୯: ରବିବାର ଭାରତ ଏସିଆ କପରେ ପାକିସ୍ତାନକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଏହାର ପରଦିନ, ICC ଅଗଷ୍ଟ ମାସ ପାଇଁ ପୁରୁଷ ଖେଳାଳି ମହମ୍ମଦ ସିରାଜଙ୍କୁ ମନୋନୀତ କରିଛି। ଇଂଲଣ୍ଡ ଗସ୍ତରେ ଓଭାଲ ଟେଷ୍ଟରେ ତାଙ୍କର ଜବରଦସ୍ତ ବୋଲିଂ…

ICCର ଦ୍ୱାରସ୍ଥ ହେଲା ପାକିସ୍ତାନ, ଏହି ବ୍ୟକ୍ତିଙ୍କୁ ତୁରନ୍ତ ହଟାଅ

ମୁମ୍ବାଇ,୧୫।୯: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସିଆ କପ ୨୦୨୫ରେ, ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରିନାହିଁ, ବରଂ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରିଛି। ଟିମ ଇଣ୍ଡିଆ…

ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ : ଏନଏସଏସ କ୍ୟାମ୍ପ ଉଦଘାଟିତ

ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତାରେ କେଏସୟୁ ବି କଲେଜ…

ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri