Home Left

ନିର୍ଜୀବ ନନ୍ଦନକାନନ

ବଅଁରପାଳ,୧୯ା୩(ଉପେନ୍ଦ୍ର ରାଉତ) : ହ୍ରାସ ପାଉଛି ଜଙ୍ଗଲ। ଲୋପ ପାଉଛନ୍ତି ବିଭିନ୍ନ ଜୀବଜନ୍ତୁ, ସରୀସୃପ। ତେଣୁ ଜୀବ ପ୍ରତି ଦୟାଭାବ ଓ ବିରଳ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁକୁଡାଙ୍ଗ…

ତନୁଶ୍ରୀ ଦତ୍ତଙ୍କୁ ପୂରିଲା ୩୬: ଇମରାନ୍‌ ହାସମୀଙ୍କ ସହିତ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଇମରାନ୍‌ ହାସମୀଙ୍କ ସହିତ ଫିଲ୍ମ ‘ଆସିକି ବନାୟା ଆପନେ’ରେ ଲିପ୍‌ଲକ୍‌ ସହିତ ଅନ୍ତରଙ୍ଗ ସିନ୍‌ ଦେଇ…

ଭେସେଲ୍‌ରେ ଯିବେ ଏକ ତୃତୀୟାଂଶ ଯାତ୍ରୀ

ପୁରୀ ଅଫିସ,୧୯।୩: ଦିନକୁ ଦିନ ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପ୍ରାଣଘାତୀ ଭାଇରସ୍‌ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ…

ଦୁଇଦିନରେ ଅଣ୍ଡା ଦେଲେ ୧୧୦ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ,୧୯ା୩(ଡି.ଏନ.ଏ.) ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଣରେ ଗତ ଫେବୃୟାରୀ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୫ କଇଁଛ ଅଣ୍ଡାଦାନ କରିଥିଲେ। ଗଣ ଅଣ୍ଡାଦାନ ଆରମ୍ଭ ହୋଇ ନ ଥିବାରୁ ପ୍ରୟାଗୀସ୍ଥିତ ହାଚେରୀରେ…

କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୯ା୩(ପି.ଟି.): ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସନ୍ଦିଗ୍ଧ ବୁଧବାର ଏହାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଇବାର କିଛି ସମୟ ପରେ ସେ ଏଭଳି ପଦକ୍ଷେପ…

ଗବେଷଣାଗାର ନୁହେଁ, ପ୍ରକୃତି ଦେଇଛି କରୋନା: ଗବେଷକଙ୍କ ମତ

ଲସ୍‌ ଏଞ୍ଜେଲ୍ସ,୧୯ା୩ : କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିବା କରୋନା ଭୂତାଣୁ କୌଣସି ଗବେଷଣାଗାରରେ ସୃଷ୍ଟି ହୋଇନାହିଁ, ଏହା ପ୍ରାକୃତିକ ବିବର୍ତ୍ତନର ଫଳ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ଲାବ୍‌ରେ ଏହି ଭୂତାଣୁ ସୃଷ୍ଟି ହୋଇଥିବା ନେଇ ଗୁଜବ ଓ କଳ୍ପନାଜଳ୍ପନା…

କୋଭିଡ୍‌-୧୯ ମାନବ ଜାତିର ଶତ୍ରୁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ବର୍ଲିନ,୧୯ା୩ (ଏଏଫ୍‌ପି): କାରୋନା ଭୂତାଣୁ ସାରା ମାନବ ଜାତିର ଶତ୍ରୁ ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ୍‌। ତେଣୁ ଏହା ବିରୋଧରେ ଲଢ଼େଇ ଲାଗି ସମସ୍ତେ ଏକାଠି ହେବାର ସମୟ ଆସିଛି। ବୁଧବାର ଏକ…

କରୋନା ଆତଙ୍କ: ମାସ୍କ ତିଆରି କରୁଛନ୍ତି ଏସ୍‌ଏଚ୍‌ଜି ମହିଳା

ଜୟପୁର, ୧୯।୩ (ନି.ପ୍ର.): ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହାଠାରୁ ବଞ୍ଚିବାକୁ ହେଲେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ସରକାର ଘୋଷଣା କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏକାଠି ନ ବୁଲିବା, ଲୋକଙ୍କ ସଂସ୍ପର୍ଶରେ ନ ଆସିବାକୁ ସଚେତନ…

୮୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଏସିଆଠାରୁ ୟୁରୋପରେ ଅଧିକ

ନୂଆଦିଲ୍ଲୀ/ପ୍ୟାରିସ,୧୯ା୩: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୁଧବାର ୮୦୦୦ ଅତିକ୍ରମ କରିଛି। ଓ୍ବାଲେର୍‌ଡାମିଟର୍ସ ଡଟ୍‌ ଇନ୍‌ଫୋ ଅନୁଯାୟୀ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪ ହଜାର ୬୬୯ ହୋଇଥିବାବେଳେ ଏହି ରୋଗରେ ୮,୨୭୦ ଜଣ ପ୍ରାଣ ହରାଇଲେଣି।…

ମାସ୍କ, ଗ୍ଲୋଭ୍‌ ଆବଶ୍ୟକ ନାହିଁ: ବିଶେଷଜ୍ଞ

ପ୍ୟାରିସ,୧୯ା୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ଓ ଗ୍ଲୋଭ୍‌ର କୌଣସି ଆବଶ୍ୟକତା ନାହିଁ। ବହୁସଂଖ୍ୟାରେ ଲୋକେ ମାସ୍କ ପିନ୍ଧିବା ଅନାବଶ୍ୟକ। ସଂକ୍ରମଣ ରୋକିବାରେ ଏହାର କିଛି ପ୍ରଭାବ ନାହିଁ। ବରଂ ଏହା ସଂକ୍ରମଣକୁ ଦ୍ରୁତତର କରାଇପାରେ ବୋଲି…

‘କରୋନା’ ପାଇଁ ଘଟଗାଁ ତାରିଣୀ ମନ୍ଦିରରେ କଟକଣା

କେନ୍ଦୁଝର, ୧୯ା୩(ଡି.ଏନ.ଏ.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ କଟକଣା ଜାରି କରାଯାଇଛି। ବୁଧବାର ଦିନ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି। ପ୍ରତି ଭକ୍ତ ମଧ୍ୟରେ ଦୂରତା ରଖିବାକୁ…

ସଙ୍କଟରେ ମହୁଲ ସଂଗ୍ରହକାରୀ

କପ୍ତିପଦା,୧୯ା୩(ଡି.ଏନ୍‌.ଏ.)- ବସନ୍ତ ଋତୁରେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳର ଶିମିଳିପାଳ ସଂଲଗ୍ନ ପଞ୍ଚାୟତ ଅଞ୍ଚଳର ଗରିବ ଆଦିବାସୀଙ୍କ ଆୟର ଅନ୍ୟତମ ପନ୍ଥା ହେଲା ମହୁଲ ସଂଗ୍ରହ। ଏହାକୁ ସେମାନେ ଖାଦ୍ୟ, ପାନୀୟ ଓ ଜାଳେଣି ରୂପେ ବ୍ୟବହାର କରୁଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri