ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ
ନୂଆଦିଲ୍ଲୀ,୧୯।୩: ନିଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ଘଟଣା ସମୟରେ ସେ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କରିଥିଲେ। ଏବେ ନିର୍ଭୟା ମାମଲାର ୪ଦୋଷୀଙ୍କ…
ନବାଗତା ଅମ୍ରିତା
ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍ ଦେଇଛନ୍ତି ପ୍ରଯୋଜକ ସଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ। ଖାସ୍ କଥା ହେଲା, ଓଡ଼ିଆ ସିନେମାରୁ ହିଁ…
ଇଟାଲିରେ ଥମୁନି କରୋନା: ଇରାନରେ ସୁଧାରର ଆଶା
ରୋମ/ତେହେରାନ,୧୯।୩: ଇଟାଲିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୩୫,୭୧୩ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨,୯୭୮ ରହିଛି। ସରକାର କରୋନା ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଇରାନରେ ସଂକ୍ରମିତଙ୍କ ସଂଖ୍ୟା…
ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’
ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ ପାର୍ବତୀ ନିଜ ପାପ ଦୂର କରିବା ପାଇଁ ଏଇ କାମ କରୁନାହାନ୍ତି ବରଂ ତାଙ୍କ…
ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ସିଜେଆଇ
ନୂଆଦିଲ୍ଲୀ,୧୯।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ଏମ୍ପି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଗୋଗୋଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କିଆ ନାଇଡୁଙ୍କୁ ସାକ୍ଷାତ୍ କରିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଗୋଗୋଇଙ୍କୁ ରାଜ୍ୟ…
ଫ୍ଲାଇଙ୍ଗ୍ କିସ୍ରେ ଆନିଭର୍ସାରି
ଓ୍ବାଶିଂଟନ: ବିଭିନ୍ନ ଦେଶରେ କରୋନା ଭାଇରସ୍ ସ୍ତ୍ରୀ ସ୍ବାମୀଙ୍କୁ ଅଲଗା କରିବାର ମୁଖ୍ୟ କାରଣ ହୋଇଛ। ଏହି କାରଣରୁ ଏକ ଭିନ୍ନ ଢଙ୍ଗରେ ଏବେ ବିବାହ ବାର୍ଷିକୀ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର କୋଟୋଲ୍ୟାଣ୍ଡ କାଉଣ୍ଟିର ଏକ ବୃଦ୍ଧ ଦମ୍ପତି।…
ତହସିଲଦାରଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ
ବାଲିଗୁଡ଼ା,୧୯।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତହସିଲଦାର ସୁଶ୍ରୀ କ୍ଷିରାବ୍ଧୀ ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଏକ ଛନ୍ଦନ ଗଛ କାଟିନେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ ତହସିଲଦାରଙ୍କ ବାସଭବନ ପରିସରରେ ଥିବା ଚନ୍ଦନଗଛକୁ ଦୁର୍ବୃତ୍ତମାନେ କାଟିବା ସମୟରେ ତହସିଲଦାରଙ୍କ କବାଟରେ ଆଗପଟୁ…
ରାଜ୍ୟର ସମସ୍ତ ଜେଲ୍କୁ ଆଡଭାଇଜରି
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଜେଲ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରୋକିବା ପାଇଁ କାରାଗାର ମହାନିର୍ଦ୍ଦେଶକ ବୁଧବାର ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି। କାରାଗାରରେ ରହୁଥିବା ବନ୍ଦୀ ଏବଂ ବିଚାରାଧୀନ ଅଭିଯୁକ୍ତଙ୍କୁ କିପରି ଏହି ସଂକ୍ରମଣରୁ ଦୂରେଇ ରଖାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ…
ଚାଇନାରେ ଦୁର୍ବଳ ହେଉଛି କରୋନା: ୨୪ ଘଣ୍ଟାରେ ଘଟିନି କୌଣସି ସଂକ୍ରମଣ
ବେଜିଂ, ୧୯।୩: କରୋନା ସଂକ୍ରମଣ ଚାଇନାରେ ଏବେ ଦୁର୍ବଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କୌଣସି ନୂଆ ସଂକ୍ରମଣ ଘଟଣା ଘଟି ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ବିଦେଶରୁ ଆସିଥିବା ଲୋକଙ୍କ ମଧ୍ୟରୁ ୩୪ଜଣଙ୍କ…
ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ହରାଇଲେ ପଦବୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଅଧ୍ୟକ୍ଷା
ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ନିଜ ପଦବୀ ପୁଣି ଥରେ ହରାଇଛନ୍ତି। ହାଇକୋର୍ଟ ତାଙ୍କ ପଦବୀକୁ ୧୩ ତାରିଖରେ ଅସିଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜିଲା ଦୌରାଜଜ୍ ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ…
ଘୁଞ୍ଚିଲା ହାଇକୋର୍ଟ ବାର୍ ନିର୍ବାଚନ
କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍ ସମେତ ରାଜ୍ୟର ସମସ୍ତ ବାର୍ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ନିର୍ବାଚନ ଏପ୍ରିଲ ୨୫ତାରିଖରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ…
କେରୋନା ମୁକାବିଲା: ଫୁଟବଲ ପଡ଼ିଆ ହେଲା ହସ୍ପିଟାଲ
ଓ୍ବାଶିଂଟନ,୧୯।୩: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨ଜଣ ସାଂସଦ ମାରିଆ ଡିଆଜ୍ ଏବଂ ବେନ୍ ମ୍ୟାକ୍୍ଆଦମ୍ସ୍ଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି। ସେମାନଙ୍କୁ ଆଇସୋଲେଶନ କରି ରଖାଯାଇଛି। ସଂକ୍ରମିତଙ୍କ ଚିକିତ୍ସା ଲାଗି ଓ୍ବାଶିଂଟନରେ ଥିବା କିଙ୍ଗ୍ କାଉଣ୍ଟି…
Archives


