କୋହଲିଙ୍କ ରେକର୍ଡ ଭାଙ୍ଗିଦେଲେ ଗିଲ୍, କିନ୍ତୁ ଇଂଲଣ୍ଡ ଜାଲରେ ଫସିଗଲେ
ଲର୍ଡସ,୧୨।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଲଗାତାର ରନ କରିଆସୁଥିବା ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ ରେକର୍ଡ ଭାଙ୍ଗିବାର ଧାରା ଜାରି ରଖିଛନ୍ତି। ଲିଡ୍ସ ଏବଂ ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ୨ଟି ମ୍ୟାଚରେ ବଡ଼ ଇନିଂସ ଖେଳି ଅନେକ ରେକର୍ଡ…
ଏଇ ଭାରତରେ
ହିମାଚଳପ୍ରଦେଶର ରିଭା ସୁଦ୍ ରସାୟନମୁକ୍ତ କୃଷିରେ ୧ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଛନ୍ତି। ରିଭା ୭୦ ଏକର ଜମିରେ ଡ୍ରାଗନଫ୍ରୁଟ୍ସ ଚାଷ କରୁଛନ୍ତି। ସେ ଏହାକୁ ସ୍ଥାନୀୟ ଅଞ୍ଚଳରେ କେ.ଜି. ପ୍ରତି ୨୦୦ ଟଙ୍କାରେ ବିକ୍ରି କରିବା ସହ…
ଛୋଟ ଦେଶରୁ ବଡ଼ ବାର୍ତ୍ତା
କଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟ ତଥା ଦକ୍ଷିଣ-ପୂର୍ବ ୟୁରୋପ ସଂଲଘ୍ନ ଦ୍ବୀପଦେଶ ସାଇପ୍ରସ୍, ଉତ୍ତର ଆମେରିକାନ ଦେଶ କାନାଡା ଓ କେନ୍ଦ୍ରୀୟ ତଥା ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ କ୍ରୋଏସିଆ ଗସ୍ତ କରିଥିଲେ। ସାଇପ୍ରସ୍ ପକ୍ଷରୁ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ…
୧୫ ଜୁଲାଇରୁ YouTubeର ବଦଳିଯିବ ନିୟମ: ଏହିି ବିଷୟବସ୍ତୁ ଉପରେ ମିଳିବନି ଟଙ୍କା
ନୂଆଦିଲ୍ଳୀ,୧୨।୭: YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ,…
ସମୟାନୁବର୍ତ୍ତିତାର ମୂଲ୍ୟବୋଧ
ଘଣ୍ଟା ସମୟ ନିର୍ଦ୍ଧାରଣର ଏକ ମାନକ ଯାହା ହାତଠାରୁ କାନ୍ଥ ପର୍ଯ୍ୟନ୍ତ ସର୍ବତ୍ର ବିରାଜିତ। କିନ୍ତୁ ଅବସୋସ ଏହି ଯେ ଘଣ୍ଟା କେବଳ ଏକ ଶୋଭାବର୍ଦ୍ଧକ ସାମଗ୍ରୀ ରୂପେ ବିବେଚିତ ହୋଇଛି। ମୂଲ୍ୟବାନ ଘଣ୍ଟା ଥାଇ ମଧ୍ୟ ଆମେ ସମୟାନୁବର୍ତ୍ତିତାକୁ ଉପେକ୍ଷା…
ଅଧିକାରୀ ଅଭାବ
ତ୍ରିପୁରାରୁ ଏକ ଡଜନରୁ ଊର୍ଦ୍ଧ୍ୱ ଆଇଏଏସ୍ ଅଧିକାରୀ ଛାଡ଼ି ଚାଲିଯିବା ଫଳରେ ରାଜ୍ୟରେ ସେମାନଙ୍କ ସଂଖ୍ୟା କମିଚାଲିଛି। ୨୦୧୯ରୁ ୨୦୨୩ ମଧ୍ୟରେ ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ଆଇଏଏସ୍ ବ୍ୟାଚର ଯୁବ ଅଧିକାରୀମାନେ ବାହାର ରାଜ୍ୟ ଯଥା ରାଜସ୍ଥାନ, ବିହାର,…
କାଲି ଶ୍ରାବଣ ମାସର ପ୍ରଥମ ଶନିବାର: କରନ୍ତୁ ଏସବୁ ଜିନିଷ ଦାନ, ଭୋଳାନାଥଙ୍କ ସହ ଶନି ଦେବଙ୍କ କୃପାରୁ…
ଶ୍ରାବଣ ମାସର ପ୍ରଥମ ଶନିବାର ଜୁଲାଇ ୧୨ ରେ ପଡ଼ିବ। ଏହି ମାସରେ ପଡୁଥିବା ଶନିବାରଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭୋଳାନାଥଙ୍କ ସହିତ, ଆପଣ ନ୍ୟାୟର ଦେବତା ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ପାଇପାରିବେ। ଜାଣନ୍ତୁ ଶ୍ରାବଣ ମାସରେ…
ଭାଇଙ୍କ ତଣ୍ଟି କାଟି ହତ୍ୟା କଲେ ଭାଇ
ଭୋଗରାଇ, ୧୧।୭(ପ୍ରଦୀପ ଦାସ):ରାତି ଅଧରେ ମଝିଆ ଭାଇଙ୍କୁ ଘରୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି ବଡ଼ ଭାଇ। ହତ୍ୟା ପରେ ମାରିଛନ୍ତି ଚମ୍ପଟ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର…
କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି
ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା)- କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି…
ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ(ଏସଏନଏଲଡି)ର ନୂତନ ଡିନ ଭାବେ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳାଇ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଫେସର ଦଳେଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ କିଛି ବର୍ଷ କାର୍ଯ୍ୟ କରିବା…
ଗଞ୍ଜେଇ ଭର୍ତ୍ତି କାର ଜବତ
ତୁମୁଡ଼ିବନ୍ଧ,୧୧ା୭ (ଦିପକ କୁମାର ପରାସେଠ):ତୁମୁଡ଼ିବନ୍ଧ ଥାନା ଆନ୍ତର୍ଗତ କାଳିସାପାଦର ରାସ୍ତା ୫ନଂ. ରାଜ୍ୟ ରାଜପଥରେ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯାଇଛି। ସୂଚନା ଅନୁସାରେ ବାଲୁଗୁଡାଠାରୁ ମୁନିଗୁଡା ଅଭିମୁଖେ ଏକ କାର (ଓଡି ୦୫ଏ ୩୨୯୧) ଗାଡ଼ି ସହ ୧କୁଇଣ୍ଟାଲ…
ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ
ତୁମୁଡିବନ୍ଧ, ୧୧।୭(ଦୀପକ କୁମାର ପରାସେଠ): ରାସ୍ତା କଡ଼ରେ ଜଣେ ମାନସିକ ବିକାରଗସ୍ତ ଯୁବତୀ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରରୁ ସକ୍ଷୀ ପରିବହନରେ ଘରକୁ ଆସିିବା ସମୟରେ ବାଟରେ ସନ୍ତାନ ପ୍ରସବ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଗୁମା…
Archives


