କୃଷି ଋଣ ଉପରେ ୩ ମାସର ମୋରାଟୋରିୟମ
ନୂଆଦିଲ୍ଲୀ,୨୨।୪: କୃଷି ଋଣ ନେଇଥିବା କୃଷକଙ୍କୁ ମିଳିବ ଆଶ୍ୱସ୍ତି । କୃଷି ଋଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ମଙ୍ଗଳବାର ୩ ମାସର ମୋରାଟୋରିୟମ ଘୋଷଣା କରିଛି। ଏହି ସମୟରେ ଅଧିକ ହାରରେ ସୁଧ ମଧ୍ୟ କୃଷକଙ୍କୁ ଦେବାକୁ ପଡିବ ନାହିଁ।…
୨୦ ବର୍ଷର ସର୍ବନିମ୍ନ ସ୍ତରରେ ବ୍ରେଣ୍ଟ୍ କ୍ରୁଡ୍
ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଲକ୍ଡାଉନ ପାଇଁ ଏବେ ସାରା ବିଶ୍ୱରେ ତୈଳ ଚାହିଦା ଖସିଯାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରକୁ ଖସିବା ଧାରା ଜାରି ରହିଛି। ସୋମବାର ଆମେରିକାର ବେଞ୍ଚମାର୍କ ଓ୍ବେଷ୍ଟ ଟେକ୍ସାସ…
ଚେନ୍ନାଇରୁ ସାଇକେଲରେ ସୋରଳ ଫେରିଲେ ୭ ଯୁବକ
ପାତ୍ରପୁର/ ଚିକିଟି,୨୧ା୪(ଡି.ଏନ୍.ଏ.)- ଏଗାର ଶହ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ସାଇକେଲରେ ଅତିକ୍ରମ କରି ଚେନ୍ନାଇରୁ ୭ଜଣ ଯୁବକ ଚିକିଟି ବ୍ଲକର ସୋରଳ ଗ୍ରାମରେ ପହଞ୍ଚତ୍ଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୋରଳ ମୁକ୍ତେଶ୍ୱର ବିଦ୍ୟପୀଠ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଶ୍ରମିକ ଭାବେ କାର୍ଯ୍ୟ…
ସୀମା ସିଲ୍ ଅଞ୍ଚଳ ପରିଦର୍ଶନ କଲେ ଡିଜିପି
ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍ ଅଞ୍ଚଳର ବାସ୍ତବ ସ୍ଥିତି ପରିଖିବା…
ମନ୍ଦିରରୁ ପୂଜକଙ୍କୁ ଉଠାଇନେଲା ପ୍ରଶାସନ
ଭଞ୍ଜନଗର,୨୧।୪(ଡି.ଏନ.ଏ.)-ଗଞ୍ଜାମରେ ଲକ୍ଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ମନ୍ଦିରରେ ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି। ଏହା ସତ୍ତ୍ୱେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକରେ ଥିବା ଏକ ମନ୍ଦିର ମଙ୍ଗଳବାର ସକାଳେ ଖୋଲାଥିବାରୁ କେତେଜଣ ଲୋକ ସେଠାକୁ ପୂଜା କରିବାକୁ…
୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲା ସ୍ବାସ୍ଥ୍ୟ ବିଭାଗ: ୬୧ନଂ ବୁଲିଛନ୍ତି ୭ ଡାକ୍ତରଖାନା, ୬୨ରୁ ୬୬ନଂଙ୍କ କୋଲକାତା ଲିଙ୍କ
ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୭୯କୁ ଛୁଇଁଛି। ସେପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ର…
ମୟୂରଭଞ୍ଜରେ ସ୍ଥିତି ସମୀକ୍ଷା କଲେ ଡିଜପିି
ବାରିପଦା ଅଫିସ, ୨୧ା୪- ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ଅଭୟ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦା ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ…
ବାଲେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ତଥ୍ୟ ଯାଞ୍ଚ ଉପରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍ଡ଼ିସି) ଅନୀଲ କୁମାର ସାମଲ ସମୀକ୍ଷା କରିଛନ୍ତି। ସୋମବାର ସ୍ଥାନୀୟ ସର୍କିଟ ହାଉସଠାରେ…
ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍ ଦେଇ ଛାଡ଼ିିଲା ପୋଲିସ
ପୁରୀ ଅଫିସ,୨୧ା୪: କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ପୋଲିସ ଖୋଜୁଥିବା ଜାଣି ଶ୍ୟାମ ମଙ୍ଗଳବାର…
ବିପତ୍ତି ବେଳେ ବିକୃତ ମାନସିକତା: ୧୦୪ ନଂକୁ ଆସୁଛି ଫେକ୍ କଲ୍, ମହିଳା କର୍ମଚାରୀଙ୍କୁ କରୁଛନ୍ତି ଅଶାଳୀନ ବ୍ୟବହାର
ଭୁବନେଶ୍ୱର,୨୧।୪(ବ୍ୟୁରୋ): ଗୋଟିଏ ପଟେ କରୋନା ମହାମାରୀ ସହ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯିବା ଫଳରେ ରୋଗକୁ ସଠିକ୍ ଭାବେ ମୁକାବିଲା କରାଯିବା ହୃଦୟଙ୍ଗମ କରି ୧୦୪ ହେଲ୍ପଲାଇନ୍…
ତହସିଲ, ଏନ୍ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା
ଗଞ୍ଜାମ,୨୧ା୪(ଡି.ଏନ୍.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତ୍ୱ ଓ ସର୍ବ ସାଧାରଣ ସ୍ଥାନରେ ଛେପ ନ…
କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ
ସୁୁନ୍ଦରଗଡ, ୨୧।୪ (ଡି.ଏନ୍.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି ଏମାନେ ଦିନ ରାତିକୁ ଏକ କରିଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକେଇ ସାମୂହିକ ସ୍ବାର୍ଥକୁ…
Archives


