ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀକୁ ଟି୨୦ ଲିଗ୍ରେ ଭାଗ ନେବାକୁ ଥିବା ସମସ୍ତ ୮ଟି ଦଳ…
ମାସ୍କ ପିନ୍ଧାଇ ବେହୋସ ପରେ ନାବାଳିକାକୁ ବଳାତ୍କାର
ମୋହାଲି, ୫।୯: ଜଣେ ଶ୍ରମିକ ଠିକାଦାର ନିର୍ମାଣଧିନ ସାଇଟ୍କୁ ଜଣେ ନାବାଳିକାକୁ ନେବାପରେ ସେଠାରେ ତାଙ୍କୁ ମାସ୍କ ପିନ୍ଧିବାକୁ ଦେଇଥିଲେ। ମାସ୍କ ପରିଧାନ କରିବା ପରେ ନାବାଳିକା ଜଣଙ୍କ ବେହୋସ ଯାଇଥିଲେ। ଏହାପରେ ଠିକାଦାର ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି କୁତ୍ସିତ…
ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ
ଛତ୍ରପୁର, ୫ା୯(ଡି.ଏନ୍.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲାରେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତା ବଢିଛି…
୧୨ରୁ ଗଡ଼ିବ ଆଉ ୮୦ ସ୍ପେଶାଲ ଟ୍ରେନ୍
ନୂଆଦିଲ୍ଲୀ,୫।୯ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ୧୨ ସେପ୍ଟେମ୍ବରଠାରୁ ୮୦ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ସରକାର ଘୋଷଣା କରିଛନ୍ତି। ଏଥିଲାଗି ୧୦ ସେପ୍ଟେମ୍ବରଠାରୁ ପଞ୍ଜୀକରଣ ଆରମ୍ଭ ହେବ। ବର୍ତ୍ତମାନ ଚଳାଚଳ କରୁଥିବା ୨୩୦ ସ୍ପେଶାଲ ଟ୍ରେନ ପରେ…
ଆନନ୍ଦପୁର ବିଧାୟକଙ୍କୁ କରୋନା
କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ ତଥା ସମର୍ଥକମାନଙ୍କୁ…
ଭିନ୍ନ ଏକ ଠକ ଗିରଫ; ଟାର୍ଗେଟ୍ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା
ନୂଆଦିଲ୍ଲୀ, ୫।୯: ଦିଲ୍ଲୀ ପୋଲିସ ଜଣେ ଭିନ୍ନ ଧରଣର ଠକକୁ ଗିରଫ କରିଛି। ଏହି ଠକ ଯୁବକର ଟାର୍ଗେଟ୍ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା। ବିବାହର ପ୍ରତିଶ୍ରୁତି ଦେଇ ଏହି ଠକ ଯୁବକଜଣଙ୍କ ଛାଡ଼ପତ୍ର ହୋଇଥିବା ମହିଳାଙ୍କଠାରୁ ଟଙ୍କା ଲୁଟ୍ କରିବାରେ…
ଡ୍ରଗ୍ସ ଲିଙ୍କ ମାମଲା: ଦୀପେଶ ସାୱନ୍ତଙ୍କୁ ଗିରଫ କଲା ଏନ୍ସିବି
ମୁମ୍ବାଇ,୫।୯-ଧୀରେ ଧୀରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଗୁମର ଫିଟିବାରେ ଲାଗିଛି। ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍ସିବି ଶନିବାର ଦୀପେଶ ସାୱନ୍ତକୁ ଗିରଫ କରିଛି। ଗତକାଲି ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏନ୍ସିବି…
ସାନିଟାଇଜରରୁ ନିଆଁ ଲାଗି ବିସ୍ଫୋରଣ; ମହିଳା ଗୁରୁତର
ଟେକ୍ସାସ, ୫।୯: ବର୍ତ୍ତମାନ କରୋନା ସଙ୍କଟ ସମୟରେ ମାସ୍କ ଓ ସାନିଟାଇଜର ମଣିଷ ଜୀବନର ଏକ ଅଙ୍ଗ ପାଲଟି ଯାଇଛି। କିନ୍ତୁ ସାନିଟାଇଜର ସହିତ ଜଡ଼ିତ ଏକ ଘଟଣା ବିଷୟରେ ଜାଣିଲା ପରେ ଆପଣ ଏହାକୁ ସତର୍କତାର ସହିତ ବ୍ୟବହାର କରିବାକୁ…
କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
୧୪ ଟି୨୦ ମ୍ୟାଚ୍ରେ ଗୋଟିଏ ଶତକ, ୭ ଅର୍ଦ୍ଧଶତକ; ଜାଣନ୍ତୁ କିଏ ଏହି ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ, ୫।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଇଂଲଣ୍ଡ ୨ ରନରେ ବିଜୟୀ ହୋଇଛି। ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ଉଇକେଟ୍ରେ ୧୬୨ ରନ କରିଥିବାବେଳେ ଅଷ୍ଟ୍ରେଲିଆ (୧୬୦/୬) ୨ ରନରେ…
ଭୋଜି ସାରି ଫେରୁଥିବାବେଳେ ପୋଲ ତଳକୁ ଖସି ପଡିଲା ବାଇକ: ୨ ମୃତ
ପରଜଙ୍ଗ,୫ା୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା-ଆଳୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୋଲ ତଳକୁ ଏକ ବାଇକ୍ ଖସି ଶନିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟରପଦା ଗ୍ରାମର ସରୋଜ ନାୟକ ଓ ବସନ୍ତପଡା ଗ୍ରାମର ସୁବ୍ରତ ସାହୁ। ପାଟରପଦା…
ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରିଲେନି ଫିଞ୍ଚ୍
ସାଉଥାମ୍ପଟନ, ୫।୯: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ୩୨ ବଲରୁ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଭଲ ବ୍ୟାଟିଂ ସତ୍ତ୍ୱେ ଫିଞ୍ଚ ନିଜ ଦଳକୁ ଜିତାଇ ପାରି ନ ଥିଲେ ମଧ୍ୟ…

