କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ: ସମସ୍ୟା ଜଣାଇଲେ ମାଣ୍ଡିଆ ଚାଷୀ-ଏସଏଚଜି ମହିଳା ଗ୍ରୁପ
ଦାରିଙ୍ଗବାଡି,୨୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିର ବିଭିନ୍ନ ପ୍ରକଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ର କଫି ବଗିଚା, ଦାସିଙ୍ଗବାଡି ପଞ୍ଚାୟତ ଟେକାଙ୍ଗିଆ...
ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କଲେ ବାସନ୍ଦ, ଅଭିଯୋଗ ପରେ…
ଛତ୍ରପୁର, ୨୮।୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ତାଙ୍କୁ ଏବଂ ତାଙ୍କର ପରିବାରକୁ କୈବର୍ତ୍ତ୍ୟ ସମାଜ କୂଳରୁ ବାସନ୍ଦ କରାଯାଇଥିବା ଛତ୍ରପୁର ଥାନାରେ ଏକ ଅଭିଯୋଗ...
ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ
ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର ଧନେଶ୍ୱର ଭତ୍ରାଙ୍କ ମୁହ କ୍ଷତିବିକ୍ଷକ୍ତ ହୋଇଥିଲା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ...
ଏଇ ଭାରତରେ
ଗୁଣାତ୍ମକ ଶିକ୍ଷାର ମହତ୍ତ୍ୱ ବୁଝିଛନ୍ତି କର୍ନାଟକର ସୁଦର୍ଶନ ସଞ୍ଚାରୀ। ତାଙ୍କୁ ଏବେ ବୟସ ୨୮। ପିଲାଦିନେ ପଢୁଥିବା ତାଙ୍କ ଗାଁ ସ୍କୁଲର ପୁନଃ ନର୍ମାଣ ପାଇଁ ସେ ସାଇକେଲରେ ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ସୁଦର୍ଶନ ଗତ ୪ ବର୍ଷ...
ଟିକେ ଖୁସି ଦେବା
ସମସ୍ତ ଆର୍ଥିକ ବିକାଶର ପ୍ରଥମ ଉଦ୍ଦେଶ୍ୟ ଲୋକଙ୍କ ଖୁସି ବଢ଼ାଇବା। ଯେଉଁ ଆର୍ଥିକ ବିକାଶ ଲୋକଙ୍କୁ ଖୁସି ଦେଇପାରୁଛି ତାକୁ ଆବୋରିନେବା ଆବଶ୍ୟକ। ବିକାଶ ଯଦି ଲୋକଙ୍କୁ ଯନ୍ତ୍ରଣା ଦେଉଛି ତାହା ଚୁଲିକୁ ଯିବା ଦରକାର I ପ୍ରକୃତ ଜ୍ଞାନୀ...
ପୋପ ଲିଓ ପ୍ରଥମ ବିଦେଶ ଗସ୍ତରେ ତୁର୍କୀରେ ପହଞ୍ଚିଲେ, ଏକତାକୁ ଉତ୍ସାହିତ କଲେ
ଅଙ୍କାରା,୨୯।୧୧: ପ୍ରଥମ ବିଦେଶ ଯାତ୍ରାରେ ତୁର୍କୀରେ ପହଞ୍ଚିଥିବା ପୋପ ଲିଓଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସମାରୋହ ସମୟରେ, ପୋପ କ୍ୟାଥୋଲିକମାନଙ୍କୁ ଏକତା ପାଇଁ ଉତ୍ସାହିତ କରିଥିଲେ। ପୋପ ଲିଓ ତୁର୍କୀରେ କ୍ୟାଥୋଲିକ ପାଦ୍ରୀ ଏବଂ ନନମାନଙ୍କ ସହିତ ଏକ...
କେରଳ ମଡେଲ ଅନୁକରଣୀୟ
ଡ. ସନ୍ତୋଷ କୁମାର ମହାପାତ୍ର ଦାରିଦ୍ର୍ୟ ଏକ ଭୟଙ୍କର ସମସ୍ୟା। ଚରମ ବା ଅତି ଦାରିଦ୍ର୍ୟ ଦୂରୀକରଣ କରିବାରେ କେରଳ ଭାରତର ପ୍ରଥମ ରାଜ୍ୟଭାବେ ଉଭାହୋଇଛି। ୨୦୨୫ ନଭେମ୍ବର ୧ରେ ରାଜ୍ୟର ୬୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ...
ମିନି ପିଏମ୍ଓ
ତିନି ଦିନ ପାଇଁ ଛତିଶଗଡ଼ର ନୟା ରାୟପୁର ଏକ ‘ମିନି-ପିଏମ୍ଓ’ ଭାବରେ ନିଜକୁ ପ୍ରଦର୍ଶିତ କରିଛି। ଆୟୋଜିତ ୬୦ତମ ଜାତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ମୋଦି, ଶାହା, ଡୋଭାଲ, ଡିଜିପି, ଆଇଜି ଏବଂ ପ୍ରତ୍ୟେକ କେନ୍ଦ୍ରୀୟ ବାହିନୀର ମୁଖ୍ୟମାନେ ଉପସ୍ଥିତ ରହିବା...
ଥିବାଙ୍କୁ ଦାୟିତ୍ୱ ନାହିଁ, ଡେପୁଟେଶନକୁ ଗୁରୁତ୍ୱ: ଭଞ୍ଜନଗର ଆରଡିରେ ମନ୍ଥର ଗତିରେ ଚାଲିଛି ଉନ୍ନୟନ କାର୍ଯ୍ୟ
ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧିନରେ ଚାଲୁଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ନିୟମିତ କାମଗୁଡିକ ତଦାରଖ କରୁନାହାନ୍ତି । ଅନ୍ୟପଟେ ଅଧିକାରୀ ଏବଂ ଠିକାଦାର...
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ, ହସ୍ପିଟାଲରେ ଭର୍ତ୍ତି
ଢାକା,୨୯।୧୧: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ‘ଅତ୍ୟନ୍ତ ସଙ୍କଟାପନ୍ନ’ ଥିବା ବେଳେ, ଫେବୃଆରୀ ୨୦୨୬ ନିର୍ବାଚନ ପୂର୍ବରୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ବାଂଲାଦେଶରେ ରାଜନୈତିକ...
୨୦୨୭ ODI ବିଶ୍ୱକପରୁ ବାଦ୍ ପଡ଼ିବେ ରୋହିତ-ବିରାଟ! ଭାରତୀୟ ପ୍ରଶିକ୍ଷକ ଏମିତି ବୟାନ ପରେ…
ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ ଦଳର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୭ ODI ବିଶ୍ୱକପରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ। ମୋର୍କେଲଙ୍କ ଏହି ବୟାନ ନଭେମ୍ବର ୩୦ ତାରିଖରେ...
EPFOକୁ ନେଇ ନୂଆ ନିୟମ: ଏଣିକି ସହଜ ହେବ…
ନୂଆଦିଲ୍ଲୀ,୨୯।୧୧: ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିଙ୍କର ପିଏଫ ଆକାଉଣ୍ଟ ଅଛି। ପ୍ରତି ମାସରେ ପିଏମ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରାଯାଏ। ପୂର୍ବରୁ, ନୂତନ ଆକାଉଣ୍ଟକୁ ପିଏଫ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ବହୁତ ଅସୁବିଧା ହେଉଥିଲା।...
Archives


