Home Left

ଟୁର୍ନାମେଣ୍ଟରେ ମାତ୍ର ଗୋଟିଏ ବଲ୍‌ ଖେଳି ଭାରତକୁ ଚାମ୍ପିଅନ୍‌ କରାଇଲେ ଏହି ଖେଳାଳି: ଜୀବନରେ ଭୁଲି ପାରିବନି ପାକିସ୍ତାନ

ଦୁବାଇ,୨୯।୯: ରିଙ୍କୁ ସିଂହ ସମଗ୍ର ଏସିଆ କପ୍‌ରେ କେବଳ ଗୋଟିଏ ବଲ ଖେଳିଥିଲେ ଏବଂ ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ସେହି ବଲ୍‌ରେ ବିଜୟୀ ଚୌକା ମାରି କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଜୀବନବ୍ୟାପୀ ସ୍ମୃତି ପାଲଟି ଯାଇଥିଲେ। ପାକିସ୍ତାନ ବିପକ୍ଷ ଫାଇନାଲ…

ଫାଇନାଲରେ ଘଟିଲା ସମାନ ଘଟଣା: ପାକିସ୍ତାନୀ ଖେଳାଳି ସହ ହାତ ମିଳାଇଲେନି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୯।୯: ତିଲକ ବର୍ମା ପାକିସ୍ତାନର ଆଶା ଭାଙ୍ଗି ଦେଇଥିଲେ। ପାକିସ୍ତାନର ବୋଲରମାନେ ୨୦ ରନରେ ତିନୋଟି ଉଇକେଟ୍‌ ହରାଇ ଭଲ ଆରମ୍ଭ କରିଥିଲେ। ଅନ୍ୟପଟେ ତିଲକ ମଧ୍ୟ ଏକ ବୁଦ୍ଧିମାନ ଇନିଂସ ଖେଳିଥିଲେ। ସେ ୫୩ ବଲରୁ ୬୯ ରନର ଅପରାଜିତ…

ପ୍ରିନ୍ସପାଲଙ୍କ ସଇତାନ ରୂପ! ପିଲାଙ୍କ ଗୋଡ଼ ବାନ୍ଧି ଝରକାରେ ଓଲଟା ଟାଙ୍ଗି ଦେଲେ, ଆଉ ତା’ପରେ…

ପାନିପତ,୨୯।୯: ହରିୟାଣା ପାନିପତର ଏକ ଘରୋଇ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିବାର ଏକ ଘଟଣା ସାମ୍ନାକୁ ଆସିଛି। ପିଲାଟିର ଏକମାତ୍ର ଦୋଷ ଥିଲା ଯେ ସେ ତା’ର ହୋମ ଓ୍ବାର୍କ କରିନଥିଲା। ତା’ପରେ ଶିକ୍ଷକ ତାକୁ ନିର୍ଯାତନା…

ମୋଦିଙ୍କ କଥା ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହୁ କହୁ କହିଦେଲା ସାଂଘାତିକ କଥା

ଇସଲାମାବାଦ୍‌,୨୯।୯: ଭାରତ ଏସିଆ କପ ୨୦୨୫ର ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସମୟରେ ଅପରେଶନ ସିନ୍ଦୂରର କଥା କହିଥିଲେ। ପ୍ରଧାନମନ୍ତ୍ରୀ…

କାହା ପାଖରେ ଅଛି ଏସିଆ କପ୍‌ର ଅସଲି ଟ୍ରଫି, ସୂର୍ଯ୍ୟକୁମାର କଲେ ବଡ଼ ଖୁଲାସା, ନାଁ ଜାଣିଲେ…

ନୂଆଦିଲ୍ଲୀ,୨୯।୯: ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫାଇନାଲ ଜିତିବା ପରେ, ଟିମ ଇଣ୍ଡିଆ ଏସିଆ କପ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ଏହା ପରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ବୟାନ…

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ : ଓଏଏସ ପରୀକ୍ଷାରେ ସଫଳତା

କର୍ଲାମୁଣ୍ଡା,୨୯/୯(ପ୍ରଦୀପ କୁମାର ସାହୁ): ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ଗ୍ରାମର ଶାଶ୍ୱତ ସୌମ୍ୟକାନ୍ତ। ତାଙ୍କର ର଼୍ୟାଙ୍କ ରହିଛି ୨୩୫। ଶାଶ୍ୱତ ସୋନପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ଓ ଶୁଭ୍ରା ସାହୁଙ୍କର…

Railway Jobs: ରେଲଓ୍ବେରେ ବିନା ପରୀକ୍ଷାରେ ନିଯୁକ୍ତି ସୁଯୋଗ, ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୨୯।୯: ରେଳବାଇରେ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। ପୂର୍ବ କେନ୍ଦ୍ରୀୟ ରେଳବାଇ (ECR) ୧,୧୪୯ apprentice ପଦବୀ ପାଇଁ ନିଯୁକ୍ତି ଦେଉଛି। ପ୍ରାର୍ଥୀମାନଙ୍କୁ ପରୀକ୍ଷା ବିନା ମେରିଟ ତାଲିକା ଆଧାରରେ ଚୟନ କରାଯିବ।…

କାହିଁକି ହୁଏ ଚନ୍ଦ୍ର ଗ୍ରହଣ, କାହିଁକି ଦେଖିବାକୁ ମିଳେ ରକ୍ତ ଚନ୍ଦ୍ରମା ଜାଣନ୍ତୁ…

ଚଳିତ ମାସ ୭ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା। ଏହା ଭାରତ ସମେତ ପୃଥିବୀର ଅଧିକାଂଶ ଭୂଭାଗରେ ଦେଖାଯାଇଥିଲା। ଏହା ଏକ ରକ୍ତ ଚନ୍ଦ୍ରମା ଥିବାରୁ ଏହାର ଦର୍ଶନ ସାଧାରଣ ଜନତାଙ୍କ ମନରେ ଗଭୀର କୌତୂହଳ ଓ…

ସାର ପାଇଁ ଚାଷୀଙ୍କ ହୋ-ହଲ୍ଲା: ପୋଲିସ ଉପସ୍ଥିତିରେ ସାର ବଣ୍ଟନ

ଦିଗପହଣ୍ଡି,୨୯।୯(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭୋରରୁ ୟୁରିଆ ସାର ତୁରନ୍ତ ପ୍ରଦାନ ନିମନ୍ତେ ବି. ତୁରୁବୁଡ଼ି,ଝରିପଦର, ନରେନ୍ଦ୍ରପୁର,କାଣ୍ଡସର, ଦସିପୁର,ବିରିବାଡ଼ିଆ,ନୂଆଗାଁ ପ୍ରଭୃତି ଅନ୍ୟାନ୍ୟ…

ଡ୍ୟାମ ଠେଲା ପାଣିକୁ ନେଇ ଚିନ୍ତାରେ ଗ୍ରାମବାସୀ: ଆନ୍ଦୋଳନକୁ ଓହ୍ଲାଇଲେ

ବଲାଙ୍ଗୀର,୨୯।୯( ସୁନିଲ ମହାନ୍ତି): ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମ୍‌ରେ ଜଳସ୍ତର ବଢ଼ିବାରେ ଲାଗିଛି। ଏପରିକି ଶନିବାର ସକାଳୁ ଡ୍ୟାମ୍‌ର ଠେଲାପାଣି କୁମିଆପାଲି ଗାଁ ପାଖକୁ ଚାଲି ଆସିଥିବାରୁ ଗାଁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି I ତେବେ ଗତ…

ହାଇୱେରେ ବିବାହ ବିଜ୍ଞାପନ ହୋର୍ଡିଂ

ୱାଶିଂଟନ: ଜଣେ ଭଲ ଜୀବନସାଥୀ ଖୋଜିବା ପାଇଁ ଲୋକେ ପ୍ରାୟତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ବୈବାହିକ ୱେବ୍‌ସାଇଟ୍‌ କିମ୍ବା ଡେଟିଂ ଆପ୍ସଗୁଡ଼ିକୁ ବ୍ୟବହାର କରିଥାନ୍ତି। ନଚେତ୍‌ ସେମାନେ ସମ୍ପର୍କୀୟଙ୍କ ପରାମର୍ଶରେ ନିଜ ଜୀବନସାଥୀଙ୍କୁ ବାଛିଥାନ୍ତି। ତେବେ ଜଣେ ୪୨ ବର୍ଷୀୟା…

ଗାଜା ମୃତ୍ୟୁସଂଖ୍ୟା ୬୬ ହଜାର ଟପିଲା

ଗାଜା ସିଟି,୨୯ା୯: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୬୬ ହଜାର ଅତିକ୍ରମ କରିଥିବା ରବିବାର ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତକଙ୍କ ମଧ୍ୟରୁ ଅର୍ଦ୍ଧେକ ହେଉଛନ୍ତି ମହିଳା ଓ ଛୋଟ ପିଲା। ଗତ ୨୪ ଘଣ୍ଟା ମଧ୍ୟରେ ୭୯ଟି ମୃତଦେହ ହସ୍ପିଟାଲକୁ ଅଣାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri