ବୀରେନ୍ଦ୍ର ସେହ୍ବାଗଙ୍କ ଘର ଉପରେ ଆକ୍ରମଣ, ଭିଡିଓ ଶେୟାର କରି ଦେଲେ ସୂଚନା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି। ବେବେଳେ ମଜାଦାର ଟୁଇଟ୍ କରି ସେହ୍ବାଗ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଇନ୍ଗ୍ରାମରେ ଏକ ଭିଡିଓ ଶେୟାର କରି ତାଙ୍କ ଘର…
ସିଏ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା: ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍’ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ଏହି ଆବେଦନର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ…
ବିଶ୍ୱର ସର୍ବକନିଷ୍ଠ ତାସ ଖେଳାଳି: ‘ବ୍ରିଜ୍’ ଖେଳି ସୃଷ୍ଟିକଲେ ରେକର୍ଡ
ବେଳେବେଳେ ପିଲାମାନେ ଏପରି କିଛି କରିପାରନ୍ତି ଯାହା କି ବୟସ୍କମାନେ ପାରନ୍ତି ନାହିଁ। ଏହିପରି ଜଣେ ଶିଶୁ ଆମେରିକାର କାଲିଫର୍ନିଆରେ ଅଛନ୍ତି। ସେ ଏପରି କିଛି କରିଛନ୍ତି , ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ମାତ୍ର ୮ ବର୍ଷ ବୟସର…
ଜୁଲାଇ ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ
ଭୁବନେଶ୍ୱର, ୨୯।୬(ବ୍ୟୁରୋ): କରୋନା ମୁକାବିଲା ନେଇ ଜୁଲାଇ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯିବ। ଏଥିସହ କଟକ ବଡମ୍ବା-ନରସିଂହପୁର, ଗଞ୍ଜାମ, ଗଜପତି ଆଦି ଜିଲାରେ ମଧ୍ୟ ସର୍ଭେ ହେବ। ଗତ ଶନିବାରଠାରୁ ପୁରୀରେ ଏହି ସର୍ଭେ ଆରମ୍ଭ ହୋଇଛି। ଏ ନେଇ ସୋମବାର…
ମୋଦିଙ୍କୁ ଭେଟିବେ ଶିବରାଜ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହାକୁ ନେଇ ବିଳମ୍ବିର ରାତ୍ରି ପର୍ଯ୍ୟନ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଘରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା…
ମନପସନ୍ଦର କ୍ୟାରିୟର ପାଇଁ କରନ୍ତୁ ଏପରି…
ନିଜ କ୍ୟାରିୟରକୁ ନେଇ ସଭିଏଁ ଚିନ୍ତା କରିଥାନ୍ତି । ବାସ ଘରେ ଥିବା କେତେକ ବାସ୍ତୁଦୋଷ କାରଣରୁ କ୍ୟାରିୟରରେ ନାନା ବାଧା ବିଘ୍ନ ଉପୁଜିଥାଏ ବୋଲି। ଫଳରେ ଅନେକ ଚେଷ୍ଟା ପରେ ମଧ୍ୟ ସଫଳତା ମିଳିପାରି ନ ଥାଏ। ବାସ୍ତୁ ଅନୁଯାୟୀ…
ଜିଲାପାଳ, ସିଏସ୍ଓ କାର୍ଯ୍ୟାଳୟରେ ଧାନ ଗଦାଇଲେ ଚାଷୀ
ବରଗଡ଼ ଅଫିସ,୨୯ା୬: ରବି ଋତୁ ଯାଇ ଖରିଫ୍ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ମଣ୍ଡିରେ ଧାନ…
ଝାଡୁଦାରରୁ କ୍ରିକେଟର, ଭାଗ୍ୟ ବଦଳାଇ ଦେଲେ ଶାହରୁଖ୍ ଖାନ୍
ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟରୁ ଆସି ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଣେ କ୍ରିକେଟର୍ ହେଉଛନ୍ତି ରିଙ୍କୁ ସିଂ। ସେ ୟୁପି ପାଇଁ ରଣଜୀ ଟ୍ରଫି ଏବଂ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲ ଖେଳୁଛନ୍ତି।…
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ସାଇକେଲ ଚଳାଇ ପ୍ରତିବାଦ କଲେ ଏହି ନେତା
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୯।୬: କରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୋମବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇତିମଧ୍ୟରେ କର୍ନାଟକର କଂଗ୍ରେସ ନେତା…
ଆଧୁନିକ ଯୁଗର ବାହୁବଳୀ
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ୪ଜଣ ବ୍ୟକ୍ତି ଏକ ବାଇକ୍କୁ ଉଠାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ରଖୁଛନ୍ତି। ଏହି ବାଇକ୍କୁ…
ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହେଲା ଦୋଡା: ଡିଜିପି
ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀରର ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ସୋମବାର ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହା ନିର୍ଦ୍ଦେଶକ ଦିଲବାଗ ସିଂ। ସେଠାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମସୁଦଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ପରେ ଏହା ଆତଙ୍କବାଦୀ ମୁକ୍ତ…
୨୯ ଦିନରେ ୧୭ ସର୍ଚ୍ଚ ଅପରେଶନ୍: ୪୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି
ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋର୍ ଜାରି ରହିଛି। ଗତ ୨୯ ଦିନ ମଧ୍ୟରେ ଏଠାରେ ୧୭ ସର୍ଚ୍ଚ ଅପରେଶନ୍ ହୋଇଛି। ସର୍ଚ୍ଚ ଅପରେଶନ୍ରେ ୪୯ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁନ୍ ୧ଠାରୁ ଜୁନ୍ ୨୯…
Archives


