Home Left

ଚେନ୍ନାଇ ପ୍ରଶଂସକଙ୍କୁ ଭାବପ୍ରବଣ ଅପିଲ କଲେ ବ୍ରାଭୋ

ଦୁବାଇ,୨୨।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ବାଦ୍‌ ପଡିବା ପରେ ବ୍ରାଭୋ…

ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ଦ୍ୱାରା ସାମାଜିକ-ଆର୍ଥିକ ବିକାଶ ସମ୍ଭବ

ନୂଆଦିଲ୍ଲୀ, ୨୨।୧୦: ଦେଶରେ ମାତୃ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ତେବେ ଏହାକୁ ରୋକିବାରେ ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ସକ୍ଷମ ହେବ। ବିବାହ ବୟସ ବଢ଼ିଲେ ବହୁବିଧ ସାମାଜିକ ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ। ଭାରତୀୟ ଷ୍ଟେଟ୍‌…

ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି

ଭବାନୀପାଟଣା,୨୨ା୧୦(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଛତର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣା…

ଦୁର୍ଗାପୂଜା ପେଣ୍ଡାଲରେ ନିଜ ମୂର୍ତ୍ତି ଦେଖି ଏମତି କହିଲେ ସୋନୁ ସୁଦ୍‌

କରୋନା ମହାମାରୀ ସମୟରେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶ୍ରମିକ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇଥିଲେ। ସେ ଶ୍ରମିକମାନଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ। ଏହାପରଠାରୁ ସୋନୁ ଏବେ ସେମାନଙ୍କ ପାଇଁ ଦେବଦୂତ…

ଅଭିନୟ କରିବେ ବୋଲି ପିଜା ଖାଇବା ଛାଡି ଦେଇଥିଲେ ପରିଣିତି

ମୁମ୍ବାଇ: ବଲିଉଡ୍ କୁଇନ୍ ପରିଣିତି ଚୋପ୍ରା ଅନେକ ୟଙ୍ଗଷ୍ଟରଙ୍କର ପ୍ରଥମ ପସନ୍ଦ ନାୟିକା ବୋଲି କୁହାଯାଏ । ଅଭିନୟରେ ସେ ଯେମିତି ପାରଙ୍ଗମ ପାଠପଢାରେ ବି ସେ ସେମିତି ଆଗରେ । ଦ୍ୱାଦଶ ଶ୍ରେଣୀରେ ସେ ସାରା ଦେଶରେ ଟପ୍ କରିଥିବା…

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ, କୌଣସି ଛାତ୍ରୀଛାତ୍ରଙ୍କୁ ମିଳିନି ଗ୍ରେଡ୍‌ A1

କଟକ ଅଫିସ,୨୨ା୧୦: ଗୁରୁବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତବର୍ଷ ୨୧, ୪୮୭ ଛାତ୍ରୀଛାତ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫, ୨୪୪ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ତେବେ ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା କୌଣସି…

ବାତ୍ୟା ଭୟ ନାହିଁ: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଥିବା ବେଳେ ଏହା ପ୍ରଭାବରେ ଉପକୂଳ ଜିଲାରେ ବର୍ଷା ଲାଗିରହିଛି। ମାତ୍ର ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛି ଭୁବନେଶ୍ୱର…

ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ ପୂର୍ବରୁ ସିବିଆଇକୁ ନେବାକୁ ପଡିବ ରାଜ୍ୟ ସରକାରଙ୍କ ଅନୁମତି

ମୁମ୍ବାଇ,୨୨ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କୌଣସି ମାମଲାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହର କରି ନେଇଛନ୍ତି । ତେଣୁ ଏହାପରେ ରାଜ୍ୟର ଯେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ…

କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ

ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍‌ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ ଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ। କିନ୍ତୁ ମାମଲାର ବିରୋଧ ହେବାରୁ ଏହି ମାମଲା…

ଗୁମର ଖୋଲିଲେ ଭାଜପା ନେତା: ବିମୁଦ୍ରୀକରଣ ସମୟରେ ସୁରଟରେ ହୋଇଥିଲା ୨ ହଜାର କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୨।୧୦: ଦେଶରେ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ହୋଇଥିଲା। ଇତିମଧ୍ୟରେ ଏହାକୁ ବହୁ ବିତର୍କ ଜାରି ରହିଛି। ତେବେ ଭାଜପା ନେତା ପି.ଭି.ଏସ୍‌ ଶର୍ମାଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ଏସମ୍ପର୍କରେ କରାଯାଇଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।…

ଚାଇନାରେ ଆଉ ଏକ ଅଜଣା ରୋଗର ଶିକାର ଆମେରିକୀୟ ଅଧିକାରୀ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ,୨୨ା୧୦: ଚାଇନାରେ ଆମେରିକାର ଅଧିକାରୀମାନେ ହଠାତ୍‌ ଏକ ଅଜଣା ରୋଗର ଶିକାର ହେବା ପରେ ଟ୍ରମ୍ପ୍‌ ପ୍ରଶାସନ ଚାଇନା ଏନେଇ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି। ଆମେରିକା ସରକାର ଏହି ଅଭିଯୋଗ ଏଥିପାଇଁ ଲଗାଇଛନ୍ତି କାରଣ ଚାଇନାର ଗାଙ୍ଗ୍‌ଝୋଉରେ ଆମେରିକାର ବୈଦେଶିକ…

ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ

ଟେଲିଭଜନର ଚର୍ଚ୍ଚିତ କମେଡି ଶୋ’ ‘ଦ କପିଲ୍‌ ଶର୍ମା ଶୋ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିମାନେ ମଧ୍ୟ ନିଜ ଜୀବନର ମଜାଳିଆ ସ୍ମୁତିକୁ ଦର୍ଶକଙ୍କ ସହ ବାଣ୍ଟିଥାନ୍ତି। ନିକଟରେ ଏହି ଶୋ’ରେ ଭାଗ ନେଇଥିବା ଅଭିନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?