ପଲଟିଗଲା ବାଂଲାଦେଶ, ପାକିସ୍ତାନ-ଚାଇନାକୁ ଦେଲା ଝଟକା, ଭାରତ ସହ ସମ୍ପର୍କକୁ ନେଇ କହିଲା…
ନୂଆଦିଲ୍ଲୀ,୬।୮: ମହମ୍ମଦ ୟୁନୁସଙ୍କ ସରକାର ଗଠନ ପରେ ବାଂଲାଦେଶର ପରିସ୍ଥିତି ଖରାପ ହୋଇଯାଇଛି। ଏହା ପୂର୍ବରୁ ମଧ୍ୟ ବାଂଲାଦେଶରେ ବିଦ୍ରୋହ ହୋଇଥିଲା। ପାକିସ୍ତାନ ଏବଂ ଚାଇନା ୟୁନୁସ ସରକାରଙ୍କଠାରୁ ବହୁତ ଆଶା ରଖିଥିଲେ, କିନ୍ତୁ ଏବେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ବୃଥା…
ଆମେରିକାକୁ ନେଇ ବଡ଼ ଖୁଲାସା କଲା ଭାରତ, ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ଆମେରିକା ରୁଷିଆଠାରୁ ୟୁରାନିୟମ ଏବଂ ସାର କିଣୁଛି। ମସ୍କୋ ସହିତ ତୈଳ ବାଣିଜ୍ୟ ଜାରି ରଖିବା ନେଇ ପାଶ୍ଚାତ୍ୟ ଦେଶମାନଙ୍କ ସମାଲୋଚନାର ଜବାବରେ ଭାରତ ଏହି…
ୟୁନିଫାଏକ ଅଟୋମେସନ ସିଷ୍ଟମକୁ ବିରୋଧ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଦାରିଙ୍ଗବାଡି, ୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତଥା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ୟୁନିଫାଏଡ଼ ଅଟୋମେସନ ସିଷ୍ଟମ(ୟଏଏସ)କୁ ବିରୋଧ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…
ରାତିରେ ଶୋଇଥିଲେ, ଘରେ ପଶିଲା ସାପ: ଆଉ ତା’ପରେ…
ଭଞ୍ଜନଗର,୬।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇର ଶଙ୍କର ନାୟକଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା । ଫଳରେ ସଙ୍କରଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…
ସ୍ତନ୍ୟପାନରୁ ବଞ୍ଚିତ ଶିଶୁର ମାନସିକତା
ଶରୀର ଗଠନ ସହିତ କ୍ରମାନୁସାରେ ମାନସିକ ଅବସ୍ଥାରେ ପରିପକ୍ୱତା ଆସିଥାଏ। ଚାଣକ୍ୟଙ୍କ ମତରେ- ”ଲାଳୟେତ୍ ପଞ୍ଚବର୍ଷାଣି ଦଶ ବର୍ଷାଣି ଚ ତାଡ଼ୟେତ୍“। ଅର୍ଥାତ୍ ଜନ୍ମର ପ୍ରଥମ ପାଞ୍ଚବର୍ଷ ମଧ୍ୟରେ ଶିଶୁର ସର୍ବାଧିକ ମାନସିକ ବିକାଶ ହେଉଥିବାରୁ ଏହି ସମୟ ଅତ୍ୟନ୍ତ ସମ୍ବେଦନଶୀଳ।…
ଜର୍ଜଟାଉନ ସମ୍ମିଳନୀର ବାର୍ତ୍ତା
ଆଫ୍ରିକୀୟ ରାଷ୍ଟ୍ର ଗୁୟାନାର ଜର୍ଜଟାଉନରେ ସମ୍ପ୍ରତି ଜୁଲାଇରେ ଦୁଇଦିନ ଧରି ଅନୁଷ୍ଠିତ ‘ବିଶ୍ୱ ଜୈବବିବିଧତା ମିଳିତମଞ୍ଚ ସମ୍ମିଳନୀ’ର ପ୍ରାରମ୍ଭରେ ‘ବିଶ୍ୱ ଜୈବବିବିଧତା ମଞ୍ଚ’ (ଜିବିଏ) ସ୍ଥାପନର ଶୁଭାରମ୍ଭ ଘଟିଛି। ଏହି ଅବସରରେ ଆମ ଗ୍ରହର ଜୈବବିବିଧତାର ସୁରକ୍ଷା, ପୁନରୁଦ୍ଧାର ଏବଂ ସହନୀୟ…
ଯେଉଁଠି ପାଠପଢା, ସେଇଠି ମଧ୍ୟାହ୍ନଭୋଜନ: ଶିକ୍ଷାଦାନ ବାଧାପ୍ରାପ୍ତ
ଦାରିଙ୍ଗବାଡି,୬।୮(ଅରୁଣ ସାହୁ): ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମାଗଣା ଶିକ୍ଷା ରେ ପୋଷାକ, ପାଠ୍ୟ ପୁସ୍ତକ, ମଧ୍ୟାହ୍ନ ଭୋଜନ ଯାହାକି ପୁଷ୍ଟିକର ଖାଦ୍ୟରେ ଅଣ୍ଡା, ଲଡ଼ୁ ଭଳି ଉତ୍ତମ ଖାଦ୍ୟ…
ଆମେରିକା ସହିତ ଉତ୍ତେଜନା ମଧ୍ୟରେ ହଠାତ୍ ରୁଷିଆରେ ପହଞ୍ଚିଲେ ଡୋଭାଲ: ବିଶ୍ୱରେ ହଲଚଲ, ପୁଟିନଙ୍କ ସହ…
ନୂଆଦିଲ୍ଲୀ/ମସ୍କୋ,୬।୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ଭାରତର ତେଲ କ୍ରୟ ଉପରେ ଟାରିଫ୍ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ରୁଷିଆରେ ପହଞ୍ଚିଥିଲେ।…
ଟ୍ରମ୍ପଙ୍କୁ ଫୋନ କରିବି ନାହିଁ, ମୋଦି-ଜିନପିଙ୍ଗଙ୍କ ସହ କଥା ହେବି, ଏମିତି କହିଲେ…
ଓ୍ବାଶିଂଟନ୍,୬।୮: ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଏବେ ବାକ ଯୁଦ୍ଧରେ ପରିଣତ ହୋଇଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ଲୁଲା ଡା ସିଲଭା କହିଛନ୍ତି ଯେ…
ଭାସିଗଲା ଗାଁ: ଅନେକ ମୃତ, ଶତାଧିକ ନିଖୋଜ
ଉତ୍ତରକାଶୀ,୬ା୮:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଆସିଛି। ବନ୍ୟାରେ ବହୁ ଘର, ହୋଟେଲ ସମେତ କ୍ଷୀରଗଙ୍ଗା ଉପତ୍ୟକାର ଧରାଲି ଗ୍ରାମ ସମ୍ପୂର୍ଣ୍ଣ ଭାସିଯାଇଛି। ଉକ୍ତ ଗାଁ ହର୍ସିଲସ୍ଥିତ ସେନା କ୍ୟାମ୍ପ୍ଠାରୁ ମାତ୍ର ୪ କି.ମି. ଦୂରରେ…
ଜିଲା ମୁଖ୍ୟ ଚିକିତ୍ସାଳୟର ବଦଳୁନି ଚିତ୍ର: ଶଯ୍ୟା ଅଭାବ,ବାରଣ୍ଡାରେ ଚାଲିଛି ରୋଗୀସେବା
ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ):ରାଜ୍ୟରେ ୨୪ ବର୍ଷ ଶାସନ ପରେ ସରକାର ବଦଳିଛି। ପ୍ରଥମଥର ପାଇଁ ଶାସନକୁ ଆସିଛି ଭାଜପା ସରକାର। ହେଲେ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗର ଚିତ୍ର ପୂର୍ବରୁ ଯେମିତି ରହିଥିଲା ସେମିତି ରହିଥିବା ଦେଖିବାକୁ ମିଳୁଛି। ଉଦାହରଣ ଭାବେ…
ରାଷ୍ଟ୍ରପତି ଭବନ ଯିବେ ବିନିକାର ସୁରେଖା: ଆସିଲା ନିମନ୍ତ୍ରଣ
ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ସହର ମନହାରି ପଡାର ସୁରେଖା ମଲ୍ଲିକ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଦେଶର ୭୯ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପାଖରୁ ତାଙ୍କ ନିକଟକୁ ନିମନ୍ତ୍ରଣ ଆସିଛି। ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ…
Archives


