Home Left

ଦମ୍ପତ୍ତିଙ୍କୁ ଆକ୍ରମଣ: ଜେଲଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଝରିପଦର ଗ୍ରାମରେ ଏକ ଅଭାବାନୀୟ ଘଟଣା ସାମ୍ନାକୁ ଆସିଛି। ପୈତୃକ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ଏନ୍‌. ସୁଲଭ ରେଡ୍ଡୀ…

୨୭ ଅଗଷ୍ଟ ବନ୍ଦ ରହିବ ଷ୍ଟକ୍‌ ମାର୍କେଟ, ଟ୍ରେଡିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୪।୮: ଆଗାମୀ ସପ୍ତାହରେ ନିବେଶକମାନଙ୍କ ପାଇଁ ଶେୟାର ବଜାରରେ ମାତ୍ର ୪ ଦିନ ଟ୍ରେଡିଂ ହେବ। ଗଣେଶ ଚତୁର୍ଥୀ ଅବସରରେ ବୁଧବାର, ୨୭ ଅଗଷ୍ଟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (BSE) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE) ବନ୍ଦ ରହିବ। ଏହା…

ୟୁକ୍ରେନ ସ୍ୱାଧୀନତା ଦିବସରେ ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ,୨୪।୮: ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି…

ବଜାରକୁ ଯାଉଥିଲେ ୩ ସାଙ୍ଗ: ବାଟରେ…

ଝରିଗାଁ,୨୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ କନ୍ଧଗୁଡା ଗ୍ରାମ ନିକଟରେ ରବିବାର ବାଇକରୁ ଖସି ପଡି ଜଣେ ନାବାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏନେଇ ଝରିଗାଁ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି। ମିଳିଥିବା…

SIP, SSY ନା PPF: ଦୀର୍ଘମିଆଦୀ ନିବେଶରେ କେଉଁଟି ଦେବ ସର୍ବାଧିକ ଲାଭ? ହିସାବ ବୁଝନ୍ତୁ…

ନୂଆଦିଲ୍ଲୀ,୨୪।୮: ବର୍ତ୍ତମାନ ସମୟରେ ଦୀର୍ଘମିଆଦୀ ନିବେଶ କଥା ଆସିଲେ ଲୋକଙ୍କ ସାମ୍ନାରେ ଅନେକ ବିକଳ୍ପ ରହିଛି। ଏଥିମଧ୍ୟରୁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP), ସୁକନ୍ୟା ସମୃଦ୍ଧି ଯୋଜନା (SSY) ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ହେଉଛି ସବୁଠାରୁ ଲୋକପ୍ରିୟ। ଏହି…

କିନ୍ନର ନା ପରି! ଟ୍ରେନ୍‌ରେ ଟଙ୍କା ମାଗୁଥିବା କିନ୍ନରଙ୍କ ସୌନ୍ଦର୍ଯ୍ୟ ସାଙ୍ଗକୁ ହସ ଦେଖି… 

ସୋସିଆଲ ମିଡିଆରେ କେବେ, କେଉଁଠାରେ କିଏ ଭାଇରାଲ ହୋଇଯିବ, ତାହା କହିବା ମୁସ୍କିଲ। ପ୍ରୟାଗରାଜର ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ନିଶ୍ଚୟ ଆପଣ ମନେ ରଖିଥିବେ। ଏହି କ୍ରମରେ ଆଉ ଜଣେ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛନ୍ତି। ସେ ହେଲେ…

ଅତ୍ୟଧିକ ବ୍ୟାୟାମ ବଢାଏ ହୃଦରୋଗ ଆଶଙ୍କା, ଜାଣନ୍ତୁ କିପରି କରିବେ କଣ୍ଟ୍ରୋଲ

ନୂଆଦିଲ୍ଲୀ: ମେଦବହୁଳତାରେ ପୀଡିତ ସମସ୍ତ ଲୋକ ଏକ ପରଫେକ୍ଟ ଫିଗର ପାଇବାକୁ ଚାହାଁନ୍ତି। ଯାହା ପାଇଁ କିଛି ଲୋକ ଘଣ୍ଟା ଘଣ୍ଟା ଧରି ଜିମ ଯାଆନ୍ତି, ଯେତେବେଳେ କିଛି ଲୋକ ପ୍ରୋଟିନ ବ୍ୟବହାର କରନ୍ତି। କିନ୍ତୁ ସମ୍ପ୍ରତି ଏକ ରିପୋର୍ଟରୁ ଜଣାପଡିଛି…

ପ୍ରେମିକାଙ୍କୁ ଦେଖା କରିବାକୁ ୧୦୦ କିଲୋମିଟର ଗଲେ ପ୍ରେମିକ, ହେଲେ ଶେଷରେ ଘଟିଲା ଏମିତି…

ଇନ୍ଦୋର,୨୪।୮: ପ୍ରେମରେ ପଡ଼ିଥିବା ବ୍ୟକ୍ତି ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ ଥାଏ। ପ୍ରେମ ସୀମା ଦେଖେ ନାହିଁ, ବାଧ୍ୟବାଧକତା କରେ ନାହିଁ, କୌଣସି କାରଣ ଦେଖେ ନାହିଁ। ସମାନ ଏକ ଘଟଣା ମଧ୍ୟପ୍ରଦେଶର, ଯେଉଁଠାରେ ଜଣେ ଯୁବକ ଫେସବୁକରେ ବନ୍ଧୁତା କରିଥିବା…

ଶିଶୁଙ୍କ ପାଇଁ UIDAIର ନୂଆ ସୁବିଧା: ଘରେ ବସି ପାଇପାରିବେ ବାଲ୍‌ ଆଧାର, ସମସ୍ତ ସୂଚନା…

ନୂଆଦିଲ୍ଲୀ,୨୪।୮: ଭାରତରେ ଶିଶୁମାନଙ୍କ ପାଇଁ ଆଧାର କାର୍ଡ ନିର୍ମାଣ ଏବେ ପୂର୍ବାପେକ୍ଷା ଅଧିକ ସହଜ ହୋଇଛି। UIDAI ଦ୍ୱାରା ବାଲ ଆଧାର କାର୍ଡ (Baal Aadhaar) ସୁବିଧା ଆରମ୍ଭ କରାଯାଇଛି, ଯାହା ନୀଳ ରଙ୍ଗରେ ଉପଲବ୍ଧ। ଏହି କାର୍ଡ ନିର୍ମାଣ ପାଇଁ…

ସ୍ତ୍ରୀଙ୍କୁ ବାପଘରୁ ଆଣିବାକୁ ଯାଇଥିଲେ ଜ୍ୱାଇଁ, ଶ୍ୱଶୁର ଆକ୍ରମଣ କରିବାରୁ…

ବଲାଙ୍ଗୀର,୨୪ା୮(ସୁନୀଲ କୁମାର ମହାନ୍ତି): ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଁ ଗାଁ ବ୍ଲକ ଶିବତଲା ଗାଁରେ। ଆଠଗାଁର ସମୀର କୁଅଁରଙ୍କ ସ୍ତ୍ରୀ ବାପଘର ଶିିବତଲା ଗାଁରେ ରହୁଥିବାବେଳେ ସ୍ତ୍ରୀକୁ ଆଣିବାକୁ ଗାଁକୁ ଯାଇଥିଲେ।…

ଭାରତ ବିରୋଧରେ ହେଉଛି ବଡ଼ ଷଡଯନ୍ତ୍ର! ବାଂଲାଦେଶ ପହଞ୍ଚିଲେ ପାକ ବୈଦେଶିକ ମନ୍ତ୍ରୀ

ଢାକା,୨୪।୮: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ବାଂଲାଦେଶ ଗସ୍ତରେ ଆସିଛନ୍ତି। ଗତ ବର୍ଷ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ପରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ସମୟରେ ସେ ପଡ଼ୋଶୀ ଦେଶକୁ ଆସିଛନ୍ତି। ଦାର ଏକ ସ୍ବତନ୍ତ୍ର ବିମାନ…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ପ୍ରସୂତି-ନବଜାତକଙ୍କ ମୃତ୍ୟୁ ନେଇ ଜେଲ୍‌ ଗଲେ ନର୍ସିଂହୋମ୍‌ ମାଲିକ

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ରେ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଫେରାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri