Home Left

ରେଲେଓ଼୍ବ କଲା ବଡ଼ ଘୋଷଣା, ଏଣିକି ତତ୍‌କାଳ ଟିକେଟ୍‌…

ନୂଆଦିଲ୍ଲୀ,୩।୧୨: ଭାରତୀୟ ରେଳବାଇ ଟିକେଟିଂ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ କରିବା ପାଇଁ ନିରନ୍ତର ପରିବର୍ତ୍ତନ କରୁଛି। ଏବେ, ରେଳବାଇ ତତ୍କାଳ ଟିକେଟ ବୁକିଂରେ ଏକ ବଡ଼ ପଦକ୍ଷେପ ନେଉଛି, ଯାହା କେବଳ ଯାତ୍ରୀମାନଙ୍କ ପାଇଁ ଏକ ନୂତନ...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ ବିବର୍ତ୍ତନର ଉତ୍ପତ୍ତି ମଧ୍ୟ ବିବେଚନା କରାଯାଏ। କାରଣ ମାନବ ସଭ୍ୟତାର ମୂଳଦୁଆ ଆଫ୍ରିକାରେ...

‘ଆମେ ଭୟଭୀତ ନୁହଁ’, ରୋହିତ-ବିରାଟଙ୍କୁ ନେଇ ଏମିତି କହିଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ

ନୂଆଦିଲ୍ଲୀ,୩।୧୨: ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି କିମ୍ବଦନ୍ତୀ ଖେଳାଳି ଥିବା ଭାରତୀୟ ଦଳ ବିପକ୍ଷରେ ଖେଳିବାକୁ କିଛି ନୂଆ ଭାବି ନଥିଲେ। ସେ କହିଛନ୍ତି ଯେ ପ୍ରୋଫାଇଲ ଏହି ଦୁଇ...

ସଡ଼କ ସୁରକ୍ଷା, ଜୀବନ ରକ୍ଷା: ଶୂନ ଦୁର୍ଘଟଣା ରୋକିବାକୁ ଅଣ୍ଟା ଭିଡ଼ିଲେ ଆଇଟିଆଇ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୩।୧୨(ଅରୁଣ ସାହୁ): ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା କିମ୍ବା ଅନାବଶ୍ୟକ ଦ୍ରୁତ ଗତି ଗାଡି ଚଲାଇବା ଯୋଗୁ ଅକାଳରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି। ଏହାକୁ ରୋକିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିଲେ...

ବାଂଲାଦେଶରୁ ଗର୍ଭବତୀ ମହିଳା ତାଙ୍କ ପିଲା ସହ ଭାରତ ଯାତ୍ରା କରିପାରିବେ, ମାନବିକତା ଦୃଷ୍ଟିରୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧୨: ସୁପ୍ରିମକୋର୍ଟ ମାନବିକତା ଦୃଷ୍ଟିରୁ ବାଂଲାଦେଶର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ମହିଳାଙ୍କୁ ସୀମା ପାର କରି ବାଂଲାଦେଶକୁ ପଠାଇ...

ରାଜ୍ୟରେ କେତୋଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୩।୧୨: ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ବିଗତ...

ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ବିମାନ ଚଳାଚଳ ପ୍ରଭାବିତ, ଫସି ରହିଛନ୍ତି ୧୦୦୦ ଯାତ୍ରୀ

ନୂଆଦିଲ୍ଲୀ,୩।୧୨: ମଙ୍ଗଳବାର ରାତି (ଡିସେମ୍ବର ୨, ୨୦୨୫) ଠାରୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ୱାରା ପ୍ରଭାବିତ...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ ଶୀତଦିନେ ବିଭିନ୍ନ ଉପାୟ କରିପାରିବେ। ଖାଦ୍ୟପେୟରେ ସାବଧାନତା ସହିତ ଏକ୍ସରସାଇଜ୍‌...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ ରାଶିରେ ରହିବ। ମଙ୍ଗଳଙ୍କ ଗୋଚର ୩୯ ଦିନ ପାଇଁ ପାଞ୍ଚଟି ରାଶିକୁ ଅସୁବିଧାରେ...

ନବଜାତ ଶିଶୁକୁ ରାସ୍ତା ଉପରେ ପକାଇ ଦେଲେ ମାଆବାପା, ରାତି ସାରା ବୁଲା କୁକୁର କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୩।୧୨: ପଶ୍ଚିମବଙ୍ଗର ନାଦିଆ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କେହି ଜଣେ କମ୍ବଳରେ ଗୁଡ଼ାଇ ହୋଇଥିବା ଏକ ନବଜାତ ଶିଶୁକୁ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଶିଶୁଟି କିଛି ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା କୁହାଯାଉଛି। ଶିଶୁଟି...

ସାମନ୍ଥାଙ୍କୁ ଖାସ୍‌ ଗିଫ୍ଟ ଦେଲେ ରାଜ୍‌: ଦେଖିକି ଚମ୍‌କି ପଡ଼ିଲେ…

ଦକ୍ଷିଣ ଭାରତୀୟ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ହାତ ଧରିଛନ୍ତି ସାମନ୍ଥା। ଏହି ଦମ୍ପତି ଏକ ସରଳ ଢଙ୍ଗରେ ବିବାହ କରିଥିଲେ। ବିବାହ ପରେ ସାମନ୍ଥାଙ୍କୁ...

ଏମିତି ବି ଆସେ ମୃତ୍ୟୁ : କୁକୁର ଛୁଆ ମୁହଁରୁ ଢାଳ କାଢ଼ି ବଞ୍ଚାଇଥିଲେ, ହେଲେ ଏବେ…

ଦାରିଙ୍ଗବାଡି,୩।୧୨ (ଅରୁଣ ସାହୁ): ମୃତ୍ୟୁ ଏମିତି ବି ଆସେ। ଟିକିଏ ଅସାବଧାନତା ଜଣଙ୍କ ଜୀବନ ନେଇଗଲା।  ଏଭଳି ଦୁଃଖଦ ଖବର ଆସିଛିି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସରାମୁଳି ପଞ୍ଚାୟତ ପାକାଲମାହା ଗ୍ରାମର ଫାଉସ୍ଥିନା ବଳିୟାର ସିଂ(୪୬)ଙ୍କ କ୍ଷେତ୍ରରେ। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri