ଡିଜିଟାଲ ସାକ୍ଷରତା ପ୍ରୋତ୍ସାହିତ କରିବାକୁ ଆହ୍ବାନ
ଭୁବନେଶ୍ୱର,୮ା୯(ସୁଚିସ୍ମିତା ସାହୁ): ଦେଶ ତଥା ରାଜ୍ୟର ଆର୍ଥିକ ପ୍ରଗତି ସହିତ ସାମାଜିକ ବିକାଶ ଏବଂ ବ୍ୟକ୍ତିଗତ ଉନ୍ନତି ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ। ଶିକ୍ଷା କେବଳ ଜଣେ ବ୍ୟକ୍ତିର ମୌଳିକ ଅଧିକାର ନୁହେଁ, ସମାଜରୁ ଦାରିଦ୍ର୍ୟ ଓ ଅସମାନତା ଦୂର କରିବାରେ…
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ: ଉଭୟ ଶାସକ-ବିରୋଧୀ ମଧ୍ୟରେ ତତ୍ପରତା ପ୍ରକାଶ
ନୂଆଦିଲ୍ଲୀ,୮ା୯: ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ହେବାକୁ ଥିବାବେଳେ ଏଥିପାଇଁ ଶାସକ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଦେଇଛି। ଭାଜପା ନେତୃତ୍ୱାଧୀନ ଏନ୍ଡିଏର ଏମ୍ପିମାନେ ଶକ୍ତି ପ୍ରଦର୍ଶନ ପାଇଁ ରବିବାରଠାରୁ ୨ ଦିନିଆ କର୍ମଶାଳାରେ ଏକାଠି ହୋଇଛନ୍ତି। ପାର୍ଲାମେଣ୍ଟ କମ୍ପ୍ଲେକ୍ସର ଜିଏମ୍ସି…
ICUରେ ଥିବା ଟଙ୍କା ବଢାଇଲା ଭାରତର ଚିନ୍ତା: ନିର୍ମଳା ସୀତାରମଣ କହିଦେଲେ ଅସଲ କାରଣ
ନୂଆଦିଲ୍ଲୀ,୮।୯: ଗତ କିଛି ମାସ ହେବ ଗୋଟିଏ ପଟେ ଷ୍ଟକ ବଜାରରେ ବହୁତ ଅସ୍ଥିରତା ଦେଖାଦେଇଥିବାବେଳେ, ଅନ୍ୟପଟେ ଟଙ୍କାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଏହା ଐତିହାସିକ ସ୍ତର ୮୮ ଅତିକ୍ରମ କରିଛି। ତଥାପି, RBIର ପଦକ୍ଷେପ ଏବଂ GST ସଂସ୍କାର…
ପୂର୍ବତନ ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ: ଜଣାପଡ଼ିଲା ଅସଲ କାରଣ…
ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜୀବନରୁ ମାରି ଦେବାକୁ ବସିଥିଲେ। ତେବେ ଏବେ ପର୍ଯ୍ୟନ୍ତ କେହି ଥାନାରେ ଲିଖିତ ଅଭିଯୋଗ…
ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଏହି ୬ ରାଶିର ଫିଟିଯିବ ଭାଗ୍ୟ
ଚଳିତ ମାସର ୧୫ ରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଶୁକ୍ର ସିଂହ ରାଶିରେ ଭ୍ରମଣ କରିବେ। ଧନ ଏବଂ ସମୃଦ୍ଧିର କର୍ତ୍ତା ଶୁକ୍ରଙ୍କ ସୂର୍ଯ୍ୟ ରାଶିରେ ଏହି ଭ୍ରମଣ କିଛି ଲୋକଙ୍କ ଜୀବନରେ ବିଶେଷ ସୁଯୋଗ ଆଣିଦେବ। ଏହି ସମୟ ମଧ୍ୟରେ,…
ଭାରତ ବିରୋଧରେ ବିଷ ଓଗାଳୁଥିବା ବ୍ୟକ୍ତିଙ୍କୁ ପାନେ ଦେଲେ ଏଲନ ମସ୍କ
ଓ୍ବାଶିଂଟନ୍,୮।୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ଏବଂ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ନାଭାରୋ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବାରେ ନିୟୋଜିତ ଅଛନ୍ତି, କିନ୍ତୁ ଏକ୍ସ ଏକ ତଥ୍ୟ ଯାଞ୍ଚ…
ଟ୍ରମ୍ପଙ୍କ ଶେଷ ଚେତାବନୀ: କହିଲେ ମୋ’ ସର୍ତ୍ତରେ ରାଜି ହୋଇଯାଅ, ନଚେତ ପରିଣାମ ଭୟଙ୍କର ହେବ, କାହାକୁ ଏମିତି କହି…
ଓ୍ବାଶିଂଟନ,୮ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଚଣ୍ଡ ରାଗି ଯାଇଛନ୍ତି। ଟ୍ରମ୍ପ ରବିବାର ହମାସକୁ ଏକ ଶେଷ ଚେତାବନୀ ଦେଇ କହିଛନ୍ତି ଯେ, ହମାସ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସର୍ତ୍ତରେ ରାଜି ହେବା ଉଚିତ। ଟ୍ରମ୍ପ ସୋସିଆଲ ମିଡିଆ…
ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ
ଗୋଲାମୁଣ୍ଡା,୮ା୯(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ।…
ଆଜିଠୁ ପିତୃପକ୍ଷ ଆରମ୍ଭ, ଜାଣନ୍ତୁ କାହିଁକି କରାଯାଏ…
ପୁରୀ,୮ା୯(ଅଜିତ୍ କୁମାର ମହାନ୍ତି): ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି ସୋମବାରଠାରୁ ପିତୃପକ୍ଷ ଆରମ୍ଭ ହେବ। ଏହା ୧୫ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ। ପିତୃପକ୍ଷ ଅବସରରେ…
ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ଅଛନ୍ତି ମନମୋହନ, ହୋଇପାରେ କିଛି ବଡ଼ଧରଣର…
ଭୁବନେଶ୍ୱର,୮ା୯: ସୋମବାର ପୁଣି ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ହେଉଛି। ସେଠାରେ ଦଳୀୟ…
ଦାରିଙ୍ଗବାଡ଼ିରେ ବଢ଼ିଚାଲିଛି ଅପରାଧ କାର୍ଯ୍ୟକଳାପ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଉଛନ୍ତି ଅମାନୁଷିକ କାଣ୍ଡ
ଦାରିଙ୍ଗବାଡ଼ି,୮ା୯(ଅରୁଣ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗତ ୩ ଦିନ ମଧ୍ୟରେ ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଆପରାଧିକ ଘଟଣା ଘଟିବାରେ ଲାଗିଛି। ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ କିରିକୁଟି…
ପାହାଡ଼ ଉପରୁ ଖସିଲା ପଥର, ଯାତ୍ରୀ ଭୟଭୀତ
ଭଞ୍ଜନଗର,୮ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ରବିବାର ଅପରାହ୍ନରେ ଏକ ବିରାଟ ପଥର ପାହାଡ଼ ଉପରୁ ଖସି ଜାତୀୟ ରାଜପଥ ଉପରେ ପଡ଼ିଥିଲା। ଫଳରେ ଅଧିକ ପଥର ଖସିବା ଆଶଙ୍କାରେ କିଛି ସମୟ ଉକ୍ତ ରାସ୍ତାରେ ଯାନବାହନ…
Archives


