କାହିଁକି ହୁଏ ବିଶ୍ବକର୍ମାଙ୍କ ପୂଜା
ସମ୍ଭବତଃ ୩.୩ ମିଲିଅନ ବର୍ଷ ପୂର୍ବେ ମଣିଷ ପ୍ରଥମେ ନିଜର ଜୀବନ ଧାରଣ ପାଇଁ ପ୍ରଥମେ ଯନ୍ତ୍ରର ନିର୍ମାଣ ଓ ବ୍ୟବହାର ଶିଖିଲା। କାଠ, ପଥରରୁ ତିଆରି ହତିଆର ବିଶେଷତଃ ତା’ର ଖାଦ୍ୟ ଓ ପୋଷଣ ପାଇଁ ବ୍ୟବହୃତ ହେଉଥିଲା। ସେହି…
ନାବାଳିକା ଝିଅକୁ ବଳାତ୍କାର କରି ବାପା ଦୋଷୀ ସାବ୍ୟସ୍ତ, ୧୧ ମାସ ଧରି…
ଭୁବନେଶ୍ୱର,୧୭ା୯(ସତ୍ୟଜିତ୍ ରାଉତ): ନାବାଳିକା ଝିଅକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ୱର ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟ (ପୋକ୍ସୋ) ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ସୁଶାନ୍ତ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦ରୁ ସବୁ ବିଦ୍ୟାଳୟରେ…
ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ୟୁନିଫାଏଡ୍ ଅଟୋମେଶନ ସିଷ୍ଟମ (ୟୁଏଏସ୍) ମଡ୍ୟୁଲ ଉପସ୍ଥାନ ଲାଗୁହେବ। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ…
ଏଇ ଭାରତରେ
ମହିଳା ସବୁବେଳେ ସଶକ୍ତ। ସୁଯୋଗ ପାଇଲେ ସେମାନେ ସବୁ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିପାରିବେ, ଯାହା ଦେଖିବାକୁ ମିଳିଛି ସୁନ୍ଦରବନରେ ଥିବା ଟାଇଗର ଓ୍ବିଡୋଜ୍(ବାଘ ଆକ୍ରମଣରେ ମୃତ୍ୟୁମୁଖରେ ପଡ଼ିଥିବା ପୁରୁଷଙ୍କ ସ୍ତ୍ରୀ)ଙ୍କ କ୍ଷେତ୍ରରେ। ସାଧାରଣତଃ ପୁରୁଷମାନେ ହେନ୍ତାଳବନରୁ ମହୁ ସଂଗ୍ରହ ପାଇଁ…
ସ୍ବଦେଶୀ ଜ୍ଞାନକୌଶଳ
ଗାନ୍ଧୀଙ୍କର ସ୍ବଦେଶୀ ଆନ୍ଦୋଳନ ଡାକରା, ବିଦେଶୀ ଜିନିଷ ହଟାଅ ଦେଶ ବଞ୍ଝାଅ ପରାଧୀନ ଭାରତର ସେତେବେଳେ ଯୁବଗୋଷ୍ଠୀକୁ ଏକ ନୂଆ ଦିଶା ମିଳିଥିଲା। ଆଜି ବି ସରକାରଙ୍କ ଆହ୍ବାନ ବିଦେଶୀ ଜିନିଷ ହଟାଅ, ବିକଶିତ ଭାରତ ବନାଅ। ୭୯ତମ ସ୍ବାଧୀନତା ଦିବସରେ…
ରାଜନୀତିରେ ବଡ଼ ହଲଚଲ: ଭାଜପାରେ ମିଶିଲେ ୨୦ ସରପଞ୍ଚ, ସମିତିସଭ୍ୟ
ସୋନପୁର,୧୭।୯(ମୃତ୍ୟୁଞ୍ଜୟ ଶତପଥୀ): ଧରିତ୍ରୀର ପୂର୍ବାନୁମାନ ସତ ସାବ୍ୟସ୍ତ ହୋଇଛି। ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ରୁ ଉର୍ଦ୍ଧ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୩ଜଣ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ସଭାପତି ଭାଜପାରେ ସାମିଲ ହୋଇଛନ୍ତି।…
ଏକ୍ ପେଡ୍ ମା’କେ ନାମ୍: ମା’ଙ୍କୁ ସମ୍ମାନ, ପରିବେଶକୁ ସୁରକ୍ଷା
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୫ତମ ଜନ୍ମ ଦିବସ ସାରା ଭାରତରେ ପାଳନ ହେଉଛି। ଏହି ଅବସରରେ ରାଜନୈତିକ ଦଳ, ରାଜ୍ୟ ସରକାର, ବିଭିନ୍ନ ସାମାଜିକ ଅନୁଷ୍ଠାନ ନାନା ପ୍ରକାରେ ଏହି ଦିନକୁ ପାଳନ କରୁଛନ୍ତି। ଏହି…
ପଶ୍ଚିମବଙ୍ଗ ଗୋରୁୁ ଚାଲାଣ:ମାଡ଼ି ବସିଲା ପୋଲିସ
ମୋରଡ଼ା,୧୭ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ପୋଲିସ ମଙ୍ଗଳବାର ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ସକାଳ ୬ଟା ସମୟରେ ପିକ୍ଅପ୍ ଯୋଗେ ତିନୋଟି ଗୋରୁୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବାର…
ଯୌତୁକ ପାଇଁ ଶାରୀ ସ୍ତ୍ରୀକୁ ଶାରୀରିକ ନିର୍ଯାତନା, ଜୀବନରୁ ମାରିଦେବାକୁ ପ୍ରଚେଷ୍ଟା: ଆସିଲା ବଡ଼ ରାୟ
ମୋରଡ଼ା,୧୭ା୯(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍ଏଫ୍ସି କୋର୍ଟରେ ମଙ୍ଗଳବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଶ୍ରୁତି ପଟ୍ଟନାୟକ ଏହାର ବିଚାର କରି ଦୋଷୀ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋହନ, ଟୁଇଟ୍ କରି ଲେଖିଲେ ଏମିତି…
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଟୁଇଟ୍ କରି କହିଛନ୍ତି, ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି। ଓଡ଼ିଶା ସମେତ ସମଗ୍ର ଦେଶରେ ବିକାଶର ସଫଳତା ସମ୍ଭବ ହୋଇଛି। ମହାପ୍ରଭୁ ଶ୍ରୀ…
ଖଣି ପାଇଁ ଅଡୁଆରେ ହାତୀ
ଯୋଡ଼ା,୧୭ା୯ (ମାନସ ମହାନ୍ତି) : ଜଙ୍ଗଲ ଛାଡ଼ି ହାତୀ ଜନବସତି ମୁହଁା ହେବାରୁ ମଣିଷ ଓ ହାତୀଙ୍କ ମଧ୍ୟରେ ଅନବରତ ସଂଗ୍ରାମ ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲାରେ ବ୍ୟାପକ ଜଙ୍ଗଲ ପଦାକରି ଖଣି ଖନନ କରାଯାଉଥିବାରୁୂ ପ୍ରାକୃତିକ ବାସସ୍ଥଳୀ ହରାଇ ହାତୀ…
ଧର୍ମପ୍ରାଣା ଯୋଗେଶ୍ୱରୀ ରଥଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା
ବଲାଙ୍ଗୀର, ୧୭।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗର ନିବାସୀ ଧର୍ମପ୍ରାଣା ଯୋଗେଶ୍ୱରୀ ରଥଙ୍କର (୮୬) ମଙ୍ଗଳବାର ସନ୍ଧ୍ୟାରେ ୭ଟା ୩୦ ମିନିଟ୍ ସମୟରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ଥିଲେ। ଜଣେ ମିଷ୍ଟାଭାଷୀ ଓ ମେଳାପୀ ମହିଳା…
Archives


