Home Left

ଗଞ୍ଜାମକୁ ୨୮,୦୮୪ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୧୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଛତ୍ରପୁର,୫ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ୨୮, ୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶରେ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ୧୫, ୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ...

ଦଳରେ ସୁଯୋଗ ମିଳିଲାନି ବୋଲି ଅବସର ନେଇଗଲେ ଅକ୍ଷର ପଟେଲ? ସତ ସାମ୍ନାକୁ ଆସିବା ପରେ ହଇଚଇ

ନୂଆଦିଲ୍ଲୀ,୫।୬: IPL ୨୦୨୫ ଶେଷ ହେବା ପରେ ଭାରତୀୟ କ୍ରିକେଟର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଚର୍ଚ୍ଚାକୁ ଆସିଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ସେ...

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ ଗୁରୁବାର ଭୋରରେ ତାଙ୍କ ବରଗଡ଼ସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ...

ପିନାକୀ ନା ମହୁଆ: କିଏ ଅଧିକ ଧନୀ?

ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ନେତା ତଥା ଏମପି ମହୁଆ ମୋଇତ୍ରା ବିଜୁ ଜନତା ଦଳ ନେତା ଏବଂ ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଉଭୟ ଜର୍ମାନୀରେ ଲୁଚିଲୁଚି ବିବାହ କରିଛନ୍ତି। ତାଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ...

ସ୍ନାନପୂର୍ଣ୍ଣିମାରେ ପୁରୀକୁ ଜଗିବେ ୭୦ ପ୍ଲାଟୁନ୍‌ ଫୋର୍ସ

ପୁରୀ,୫ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସୁରକ୍ଷା ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କିପରି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା। ତେବେ...

୪୧ ସଂଗ୍ରାମୀ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୫ା୬(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଗଞ୍ଜାମ ଜିଲା ଗସ୍ତରେ ଆସି ରମ୍ଭା ବାଳକ ବିଦ୍ୟାଳୟଠାରେ ପହଞ୍ଚି ସଂଗ୍ରାମୀ ସ୍ମାରକ କାର୍ଯ୍ୟକ୍ରମରେ ଯୋଗଦାନ କରି ୪୧ ଜଣ ସଂଗ୍ରାମୀ ଓଡ଼ିଆ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

ମୃତ୍ୟୁ ପରେ ବି ଅମର ହୋଇଗଲେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ତ୍ରୀ ଚାରୁଶୀଳା, ଚକ୍ଷୁଦାନ କରି…

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ ଗୁରୁବାର ଭୋର୍‌ରେ ତାଙ୍କ ବରଗଡ଼ସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ପାଇ ଆତ୍ମୀୟ...

ଜୁନ ୭ ରାତିରେ ଦୋହଲିଯିବ ପାକିସ୍ତାନ! ଅପରେଶନ ସିନ୍ଦୂରର ମାସକ ପରେ ହେବ…

ଇସଲାମବାଦ,୫।୬: ପାକିସ୍ତାନ ପାଇଁ ବିପଦ ଛାଡିବାର ନାଁ ନେଉନାହିଁ। ୨୦୨୫ ମେ ୭ ରାତିରେ ଭାରତ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନର ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ସେହି ସମୟରେ, ଏବେ...

ଦାରିଙ୍ଗବାଡ଼ିରେ ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଲୋକଙ୍କୁ ସଚେତନ

ଦାରିଙ୍ଗବାଡ଼ି,୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଏପିଓ...

ଶାଳୀଙ୍କୁ ଗାଁ ଦାଣ୍ଡରେ ହାଣିଲେ ଭିଣୋଇ, ବହୁଦିନ ହେବ ଉଭୟଙ୍କ ମଧ୍ୟରେ ଚାଲିଥିଲା…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗ୍ରାମର ବିଜୟାଲକ୍ଷ୍ମୀ ତ୍ରିପାଠୀ (ଆଶା କର୍ମୀ)ଙ୍କୁ ଗୁରୁବାର ସକାଳେ ହତ୍ୟା କରାଯାଇଛ। ଜମିଜମା ବିବାଦରୁ ତାଙ୍କ ଭିଣୋଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଭଞ୍ଜନଗର ଏସ୍‌ଡିପିଓ...

ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି! ଡରିଲା ସାରା ବିଶ୍ୱ

ମସ୍କୋ,୫।୬: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବେ ଆହୁରି ବିପଜ୍ଜନକ ହୋଇପାରେ। ୟୁକ୍ରେନୀୟ ସାମରିକ ଗୁପ୍ତଚର (HUR) ର ଏକ ସୂତ୍ର କହିଛି ଯେ ରୁଷ ଏବେ ପ୍ରତିଦିନ ରାତିରେ ୟୁକ୍ରେନ ଆଡକୁ 500ରୁ ଅଧିକ ଦୂରଗାମୀ ଡ୍ରୋନ ପଠାଇବାକୁ...

କୋରାପୁଟରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା: ମେଡିକାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, କଂଗ୍ରେସ ପକ୍ଷରୁ ପ୍ରତିବାଦ

କୋରାପୁଟ,୫।୬(ଅମିତାଭ ବେହେରା): କୋରାପୁଟ ମେଡିକାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ନେଇ ଗୁରବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ମେଡିକାଲରେ ପହଞ୍ଚିଛନ୍ତି। ମନ୍ତ୍ରୀ ମେଡିକାଲ କଲେଜର ସର୍ଜରୀ ୱାର୍ଡ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri