Home Left

ଉତ୍ପଳ ପାରିକରଙ୍କୁ ଭାଜପାର ଅନୁରୋଧ

ପଣଜି,୨୪ ।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସ୍ୱର୍ଗତ ମନୋହର ପାରିକରଙ୍କର ପୁଅ ଉତ୍ପଳ ପାରିକରଙ୍କୁ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ଲାଗି ଟିକେଟ ମିଳିନାହିଁ । ଏଥିରେ ଅସନ୍ତୁଷ୍ଟ ହୋଇ ସେ ସ୍ୱାଧୀନ…

ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା

ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ଗତ ୩ ବର୍ଷ ତଳେ ବୃତ୍ତଙ୍ଗ ପୋଲ ନିର୍ମାଣ କରିବାକୁ ସେ…

୧୩ ଜିଲାକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଦୁଇଦିନ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କୋରାପୁଟ,…

ସିଦ୍ଧୁଙ୍କର ବୁଦ୍ଧି ନାହିଁ: ଅମରିନ୍ଦର

ଚଣ୍ଡିଗଡ଼, ୨୪ ।୧: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ରବିବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର…

‘ଜାପାନର ରେଙ୍କୋଜୀ ମନ୍ଦିରରେ ଥିବା ପାଉଁଶର ଡିଏନ୍‌ଏ ଟେଷ୍ଟ କରାଯାଉ’

ନୂଆଦିଲ୍ଲୀ,୨୩।୧ : ନେତାଜୀ ସୁବାଷ ଚନ୍ଦ୍ର ବୋସ ୧୯୪୫ ଅଗଷ୍ଟ ୧୮ ତାରିଖରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶବଦାହ ପରେ ତାଙ୍କ ପାଉଁଶକୁ ଜାପାନର ରେଙ୍କୋଜୀ ମନ୍ଦିରରେ ରଖାଯାଇଛି। ଏହାର ଡିଏନ୍‌ଏ ଯାଞ୍ଚ ପାଇଁ ଦାବି କରିଛି ତୃଣମୂଳ କଂଗ୍ରେସ।…

ତଥାପି ଖାତା ଖୋଲି ପାରିଲା ନାହିଁ ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ,୨୩।୧: ୨୮୮ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୪୦ ସୁଦ୍ଧା ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସାରିଥିଲା। ବିଜୟ ଆଶା ନ ଥିଲା। କିନ୍ତୁ ବିଶ୍ୱାସହରା ନ ହୋଇ ଖେଳିଥିଲେ ଦୀପକ ଚହର। ୩୪ ବଲରେ…

‘ଯଦି ରୋହିତ ଫିଟ୍‌ ରୁହନ୍ତି, କାହିଁକି ଟେଷ୍ଟରେ ଅଧିନାୟକ ହୋଇପାରିବେ ନାହିଁ’

ନୂଆଦିଲ୍ଲୀ,୨୩।୧: ରୋହିତଙ୍କୁ ଫୁଲ ଟାଇମ୍‌ ଅଧିନାୟକ କରାଯିବା ଉଚିତ। କିନ୍ତୁ ଏଥି ଲାଗି ସିନିୟର ବ୍ୟାଟରଙ୍କୁ ଫିଟ୍‌ ରହିବାକୁ ପଡ଼ିବ ବୋଲି ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି। ରୋହିତଙ୍କୁ ଗତବର୍ଷ ଡିସେମ୍ବରରେ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା।…

ଗୋଟିଏ ମିନିଟ୍‌ରେ ଆଙ୍ଗୁଠିରେ ମାରିଲେ ୧୦୯ ପୁଶ ଅପ୍ସ

ଇମ୍ଫାଲ,୨୩।୧: ଆଙ୍ଗୁଠି ସହାୟତାରେ ଗୋଟିଏ ମିନିଟ୍‌ରେ ପୁଶ୍‌ ଅପ୍ସ ମାରିବାରେ ନୂଆ ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ମଣିପୁରର ଥୋଉନାଓଜାମ ନିରାଞ୍ଜୟ। ୨୪ ବର୍ଷୀୟ ଯୁବକ ଗୋଟିଏ ମିନିଟ୍‌ରେ ୧୦୯ ପୁଶ୍‌ ଅପ୍ସ ମାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଦୁଇ…

ଗୋଟିଏ ଓଭରରେ ଦୁଇ ଉଇକେଟ ହରାଇଲା ଭାରତ

କେପ୍‌ ଟାଉନ,୨୩।୧: ସମ୍ମାନ ବଞ୍ଚାଇବା ପାଇଁ ୨୮୮ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଶିଖର ଧାଓ୍ବନ ଓ ବିରାଟ କୋହଲି ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୯୮ ରନ୍‌ ଯୋଡ଼ିବା ପରେ ଭାରତ ଗୋଟିଏ ଓଭରରେ ହରାଇଛି ଦୁଇଟି…

ଦରଦାମ ବୃଦ୍ଧି ଯୋଗୁ ରାତିରେ ନିଦ ହେଉନି, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୨୩।୧: ଦେଶରେ ଦରଦାମ ବୃଦ୍ଧି ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏହାକୁ ନେଇ ରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆଖିକୁ ନିଦ ଆସୁନି। ରବିବାର ଇମ୍ରାନ୍‌ ଏକ ରେଡ଼ିଓ କାର୍ଯ୍ୟକ୍ରମ ‘ଆପ୍‌କା ଓ୍ବଜିର ଆଜମ୍‌ ଆପ୍‌ କେ ସାଥ୍‌…

ଅକ୍‌ଶନ ପାଇଁ ପଞ୍ଜିକୃତ ଖେଳାଳିଙ୍କ ତାଲିକାରେ ଶ୍ରୀସାନ୍ଥ

ନୂଆଦିଲ୍ଲୀ,୨୩।୧: ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳିଙ୍କ ନାମ ସ୍ପଷ୍ଟ କରିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍‌ଶନ ଲାଗି ପଞ୍ଜିକୃତ କରିଥିବା ମୋଟ ୧୨୧୪ ଖେଳାଳିଙ୍କ ନାମ ପ୍ରକାଶ…

ବିଦେଶୀ ପ୍ରଶଂସକଙ୍କ ପାଇଁ ସ୍ପେଶାଲ ଉପହାର ପଠାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କର ଦେଶ ତଥା ବିଦେଶରେ ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ତାଙ୍କର ଜଣେ ବିଦେଶୀ ପ୍ରଶଂସକଙ୍କୁ ସେ ଏକ ବିଶେଷ ଉପହାର ପଠାଇଛନ୍ତି । ପ୍ରଶଂସକ ଜଣଙ୍କ ଜଣେ ଭାରତୀୟ ମହିଳାଙ୍କୁ ସାହାଯ୍ୟ କରଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri