ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: କହିଲେ, ମୁଁ ମୋ ପୋଷାକ ବିକିଦେବି
ଇସ୍ଲାମାବାଦ୍,୩୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଖେବର ପଖତୁଙ୍ଖୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍ଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ୧୦ କିଲୋ ଅଟାର ମୂଲ୍ୟ ୪୦୦ ଟଙ୍କାକୁ ନ ଆଣନ୍ତି, ତେବେ ସେ ଲୋକମାନଙ୍କୁ ଶସ୍ତା ଅଟା…
ରୋମାଣ୍ଟିକ ମୁଭି କରିବାକୁ ଡରୁଛନ୍ତି ଆୟୁଷ୍ମାନ!
ମୁମ୍ବାଇ: ବଲିଉଡ ଷ୍ଟାର ଆମିର ଖାଁଙ୍କ ପରେ ଯଦି କେହି ନିଜ ମୁଭିକୁ ନେଇ ଏକ୍ସପିରିମେଣ୍ଟ କରୁଥାଆନ୍ତି ତେବେ ସେ ହେଉଛନ୍ତି ଆୟୁଷ୍ମାନ ଖୁରାନା । ଆୟୂଷ୍ମାନ ତାଙ୍କ କ୍ୟାରିୟର ମଧ୍ୟରେ କିଛି ଏକ୍ସପିରିମେଣ୍ଟ କରି ସାରିଛନ୍ତି । ଯେଉଁସବୁ ଚରିତ୍ରକୁ…
ନେପାଳ ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା
କାଠମାଣ୍ଡୁ,୩୦।୫: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତଦେହ ଜବତ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ଏବଂ ସେନା ଅଧିକାରୀ ଘଟଣାର ସ୍ଥିତି ଅନୁସନ୍ଧାନ କରୁଛନ୍ତି। ଏପରି କି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି…
ଫିଲ୍ମ ରିଲିଜ୍ ପୂର୍ବରୁ ବୟକଟ
ଅଭିନେତା ଆମିର ଖାନ୍ ଏବଂ କରୀନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଅନେକ ଦିନ ପରେ ଏହି ଯୋଡିକୁ ଦେଖିବାକୁ ମିଳିବ। ଫିଲ୍ମ କେବେ ରିଲିଜ୍ ହେବ…
କୃଷକ ନେତା ରାକେଶ ଟିକାଏତଙ୍କ ଉପରକୁ କାଳିମାଡ
ବେଙ୍ଗାଲୁରୁ,୩୦ ।୫: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତଙ୍କ ଉପରକୁ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ କାଳିମାଡ ହୋଇଛି । ସୋମବାର ରାକେଶ ଟିକାଏତ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ପ୍ରେସ କନଫରେନ୍ସ କରିବାର ଥିଲା । ଯେତେବେଳେ ସେ ପ୍ରେସ…
ଉମ୍ରାନଙ୍କୁ ପଛରେ ଛାଡ଼ିଲେ ଫର୍ଗୁସନ
ଅହମଦାବାଦ,୨୯।୫: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଆଇପିଏଲ ୨୦୨୨ରେ ଦ୍ରୁତତମ ବଲ ପକାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଗୁଜରାଟ ଟାଇଟାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫର୍ଗୁସନ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ଘଣ୍ଟା ପ୍ରତି ୧୫୭.୩ କିମି ବେଗରେ…
କଂଗ୍ରେସର ବସିବ ଚିନ୍ତନ ଶିବିର,ଯୋଗ ଦେବେ ଚେଲ୍ଲା କୁମାର
ଭୁବନେଶର, ୩୦।୫(ବ୍ୟୁରୋ): ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ଆସନ୍ତା ଜୁନ୍ ୧ ଓ ୨ ତାରିଖରେ ବସିବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ କଂଗ୍ରେସର ଚିନ୍ତନ ଶିବିର ବସିବାକୁ ଯାଉଛି। କଂଗ୍ରେସର ବ୍ଲକ…
ସାବିତ୍ରୀ ବ୍ରତରେ ଜୀବନ ହାରିଲେ ମହିଳା
ସଇଁନ୍ତଳା,୩୦।୫(ଡି.ଏନ୍.ଏ.): ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସୋମବାର ବିବାହିତା ମହିଳା ଧୁମଧାମରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି l ଏନେଇ ଗାଁଠୁ ସହର ବେଶ୍ ଉତ୍ସବ ମୁଖର l ହେଲେ ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ତାଳବାହାଲ ଗାଁରେ ଏକ ଅଭାବନୀୟ ଘଟଣା…
ଜାଣନ୍ତି ବିମାନର ଝରକା କାହିଁକି ହୋଇଥାଏ ଗୋଲାକାର
ସାଧାରଣତଃ ଘରେ କିମ୍ବା ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ବର୍ଗାକାର କିମ୍ବା ଆୟତାକାର ଆକୃତିର ଝରକା ଦେଖିଥିବେ। ଘରେ ବ୍ୟବହୃତ ଅନେକ ଉପକରଣ ମଧ୍ୟ ବର୍ଗାକାର। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ବିମାନ ଝରକାଗୁଡ଼ିକ କାହିଁକି ଗୋଲାକାର? ଆପଣ…
ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଜଣଙ୍କ ମୃତ୍ୟୁ ଆଶଙ୍କା, ୧୪ ମୃତଦେହ ଉଦ୍ଧାର
କାଠମାଣ୍ଡୁ,୩୦ ।୫: ନେପାଳରେ ରବିବାର ତାରା ଏୟାରର ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସୋମବାର ଏହାର ଧ୍ୱଂସାବଶେଷ ମିଳିଛି । ବିମାନଟି ଉଡିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସୋମବାର ନେପାଳି ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିମାନରେ…
ଗୋଟିଏ ରାତିରେ ୭ ଦୋକାନରୁ ଚୋରି
ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ ମିଠା, ନଗଦ ୫୦୦୦ ଟଙ୍କା, ଫଳ ଦୋକାନରୁ କଦଳୀ କାନ୍ଧି ସହ ବିଭିନ୍ନ ପ୍ରକାର…
ପ୍ରତିଶ୍ରୁତି ରଖିପାରିଲେନି ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୩୦।୫: ଜୁନ୍ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପି. ଚିଦାମ୍ବରମ, ଜୟରାମ ରମେଶ ଏବଂ ଅଜୟ ମାକେନ ତଥା ଦଳର ମୁଖପାତ୍ର…

