୫ ଜି ପ୍ରଯୁକ୍ତି ବିଦ୍ୟା
ମୋବାଇଲ୍ ଫୋନ୍ ବର୍ତ୍ତମାନ ଏକ ଅପରିହାର୍ଯ୍ୟ ଉପକରଣ ଭାବେ ବିବେଚିତ ହେଉଛି। ଆଜିର ସ୍ମାର୍ଟଫୋନ୍ରେ କଥାହେବା ସହିତ ବାର୍ତ୍ତା (ମ୍ୟାସେଜ୍), ଭିଡିଓ, ଚିତ୍ର ଆଦି ପ୍ରେରଣ କରିବା ସହ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମ ଦେଖିବା ଏବଂ ଇଣ୍ଟରନେଟ୍ ଆଦିର ସୁବିଧା…
ଏକାସାଙ୍ଗରେ ୪ କାମ କରୁଛନ୍ତି ବିକି
ବଲିଉଡ୍ ଅଭିନେତା ବିକି କୌଶଲ ବିବାହ ପରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏବେ ଇନ୍ଦୋରରେ ଶୁଟିଂ କରୁଛନ୍ତି। ଶୁଟିଂ ପରେ ବିକି ସନ୍ଧ୍ୟାରେ ସୂର୍ଯ୍ୟାଦୋୟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ବିକି ତାଙ୍କ ଅଫିସିଆଲ ସ୍ଇନଷ୍ଟା ଷ୍ଟୋରୀ ଫଟୋ…
ଶିଡ଼ିରୁ ଏପରି ଓହ୍ଲାଉଛି କୁନି ପିଲା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ଛୋଟ ପିଲାଙ୍କ ବଦମାସି ସମସ୍ତଙ୍କୁ ପସନ୍ଦ।…
ଚାଉଳ ରିସାଇକ୍ଲିଂକୁ ପ୍ରୋତ୍ସାହନ
ଯାଜପୁର ଅଫିସ,୩୧ା୧: ଧାନ ସଂଗ୍ରହ ଓ ଚାଉଳ ଦାଖଲ ପ୍ରକ୍ରିୟାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକାଧିକ ନିର୍ଦ୍ଦେଶକୁ ଜିଲା ଯୋଗାଣ ଅଧିକାରୀ(ସିଏସ୍ଓ)ମାନେ ଅବମାନନା କରୁଛନ୍ତି। ଚାଉଳ ରିସାଇକ୍ଲିଂ କିମ୍ବା କଳାବଜାରି ନିୟନ୍ତ୍ରଣ ପାଇଁ ରାଇସ୍ ରିସିଭିଂ ସେଣ୍ଟର (ଆର୍ଆର୍ସି) ଓ ମିଲ୍ଗୁଡିକରେ ଧାନ…
ଦେଶ ସୁରକ୍ଷା ପାଇଁ ଲୋକଙ୍କୁ ନକଲି ବନ୍ଧୁକରେ ତାଲିମ…
କାଇଭ୍, ୩୧।୧ : ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରୁଷିଆ ସୈନ୍ୟ ସ୍ଥଳ ତଥା ସମୁଦ୍ରରେ ମଧ୍ୟ ୟୁକ୍ରେନକୁ ଘେରାବନ୍ଦୀ କରିଛି। ଏହା ଅନୁମାନ କରାଯାଉଛି ଯେ ଯଦି କୂଟନୈତିକ ଆଲୋଚନା…
ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି
ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ସେ ମୂଳ ବ୍ରିଟିଶ ବାସିନ୍ଦା । ଏମି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସିଙ୍ଗ ଇଜ୍…
ଆଜି ରାଜ୍ୟରୁ ୩୩୨୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧,୯୩୪ ଜଣ ଚିହ୍ନଟ ହୋଇଥିବା…
କେରାଣ୍ଡିମାଳରୁ ଶାଳିଆ ନଦୀ ଦେଇ ଆସିଥିଲା ପଥର
ତେର ଥର ପଥର ଆସିବା ସୂଚନା ଆମେ ପାଇଥିଲେ। ବର୍ତ୍ତମାନ ଚଉଦ ଥର ପଥର ଆସିବା କଥା ଜାଣିବା। କେରାଣ୍ଡିମାଳରୁ ଯେଉଁ ପଥର କଟାଗଲା, ତାହା ୭୦ଟି ଚାପରେ ରଖାଗଲା। ରଖିଲେ ୩୨୪ ଜଣ ପାଇଟିଆଳ। ଋଷିକୂଲ୍ୟା ନଦୀରେ ଚାପ ଦଳେଇମାନେ…
ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ
ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଉଛନ୍ତି। ସବୁ ଗ୍ରାମର ଲୋକଙ୍କୁ ପାନୀୟଜଳ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି। ତେବେ…
ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୪
ଭୁବନେଶ୍ୱର,୩୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ…
ଭୋଟର ତାଲିକାରେ ଚଞ୍ଚକତା
ଖୋର୍ଦ୍ଧା ଅଫିସ,୩୧ା୧: ମତଦାନ ହେଉଛି ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୌଣସି ମତଦାତା ଯେପରି ମତଦାନରୁ ବଞ୍ଚିତ ନ ହେବେ ସେଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଥାଏ। ନିର୍ବାଚନ ପୂର୍ବରୁ ଭୋଟର ସଂଶୋଧନ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ…
ଶ୍ରୀମନ୍ଦିର ରତ୍ନଅଳଙ୍କାର ଗଣନା ହେଉନି
ପୁରୀ ଅଫିସ,୩୧।୧: ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନ ଅଳଙ୍କାର ଗଣନା ନ ହେବା ନେଇ ପ୍ରଶ୍ନ ଉଠିଛି। ୨୦୧୮ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଅଳଙ୍କାର ଗଣନା ପାଇଁ ମତ ପ୍ରକାଶ ପାଇଥିଲା। ଆସନ୍ତା…
Archives


