କାମୁଡ଼ିଥିଲା ଭାଲୁ : ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରାଧିକରଣ ସଚିବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁର ଅମୂଳ ମାଝି ଓ ଦିପଚନ ମାଝି ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜିଲା...
ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ସାରାବଙ୍ଗ, ଖୁଟମନ ଭେରା ଓ ମୋହରାଡିହି ମଣ୍ଡିରୁ ସପ୍ତାହରୁ ଊର୍ଦ୍ଧ୍ୱ ହେବ ମିଲର୍ସ ଧାନ ଉଠାଉନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ...
ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି: ୨୪ ଘଣ୍ଟାରେ ଆହୁରି…
ଭୁବନେଶ୍ୱର,୧୭।୬: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଉତ୍ତରପଶ୍ଚିମ...
ଇରାନକୁ ଧୋକା ଦେଲା ପାକିସ୍ତାନ: ସଂସଦରେ କହୁ କହୁ କହିଲେ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ୍,୧୭।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଏକ ଭାଇରାଲ ଭିଡିଓକୁ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି କହିଛନ୍ତି। ପାକିସ୍ତାନ ଇରାନକୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ...
ଜର୍ମାନୀ ଗଲା ନୂଆପଡ଼ା ଆମ୍ବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲାର ସୁସ୍ବାଦୁ ଆମ୍ରପଲ୍ଲୀ ଆମ୍ବ ସୋମବାର ସୁଦୁର ଜର୍ମାନୀ ଅଭିମୁଖେ ପଠାଯାଇଛି। ଜିଲା ଉଦ୍ୟାନ କୃଷି ବିଭାଗଙ୍କ ସହଯୋଗିତାରେ ବୋଡେନ ବ୍ଲକ ଡୁର୍କାମୁଣ୍ଡା ଗାଁର ମା’ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ଆମ୍ବ ଉତ୍ପାଦନ...
ବିଦ୍ୟୁତ ବିଭ୍ରାଟ ବୃଦ୍ଧି: ସବଷ୍ଟେଶନ ନିର୍ମାଣରେ ବିଳମ୍ବ
ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢୁଛି। ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁ ଉପଭୋକ୍ତାମାନେ ହଟହଟା ଭୋଗୁଛନ୍ତି । ବିଦ୍ୟୁତ ବିଭ୍ରାଟକୁ ନଜରରେ ରଖି ବିଦ୍ୟୁତ ବିଭାଗ...
କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଓହ୍ଲାଇଲେ ବନ କର୍ମଚାରୀ
ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର):ଓଡିଶା ଅଣ ଗେଜେଟଡ ବନ କର୍ମଚାରୀ ସେବା ସଂଘର ଆହ୍ବାନ କ୍ରମେ ୩ ଦଫା ଦାବି ହାସଲ ପାଇଁ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ବନ ବିଭାଗରେ ଲାଗି ରହିଥିବା...
ପ୍ରେମିକ ସହ ଫେରାର ହେଉଥିଲେ ନାବାଳିକା, ଧରିଲେ ମା’-ବାପା: ଆଉ ତା’ପରେ ଘଟିଲା…
ଭୁବନେଶ୍ୱର,୧୭ା୬ (ସତ୍ୟଜିତ୍ ରାଉତ):ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସୋମବାର ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରେମିକା ସହ ଫେରାର ବେଳେ ଜଣେ ନାବାଳିକାଙ୍କୁ କାବୁ କରିଛନ୍ତି ତାଙ୍କ ବାପା ଓ ମା’। ମିଳିଥିବା ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର ସମ୍ପୃକ୍ତ ନାବାଳିକା...
ବରଗଡ଼ରେ ଧାନ କିଣାବିକା ସମସ୍ୟା ଅସମାହିତ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲା ସଂଯୁକ୍ତ କୃଷକ ସଂଗଠନ
ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ) -ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନକୁ...
୩ ବର୍ଷ ବିତିଲା, ମିଳିଲାନି ଶ୍ରମିକଙ୍କ ପାଉଣା
ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଏମ୍ଜିଏନ୍ଆର୍ଇଜିଏସ୍ରେ କାମକରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ପାଉଣା ମିଳୁନାହିଁ। କୋମନା ବ୍ଲକ୍ ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜଙ୍ଗଲ ସୁରକ୍ଷା ସହ ମାଟିକ୍ଷୟ ରୋକିବା...
ଇସ୍ରାଏଲ ଆକ୍ରମଣରେ ଇରାନରେ ୨୨୪ରୁ ଅଧିକ ମୃତ, ଟ୍ରମ୍ପ ଦେଲେ ବଡ ଚେତାବନୀ…
ତେହେରାନ, ୧୬।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ମଧ୍ୟପ୍ରାଚ୍ୟରେ ଏକ ବୃହତ୍ ଯୁଦ୍ଧର ଆଶଙ୍କାକୁ ବୃଦ୍ଧି କରିଛି। ଇସ୍ରାଏଲର ସାମରିକ ବାହିନୀ ଶୁକ୍ରବାରଠାରୁ ଇରାନର ପରମାଣୁ କେନ୍ଦ୍ର, ସାମରିକ ଅବସ୍ଥାନ ଏବଂ ତୈଳ ବିଶୋଧନାଗାର ଉପରେ...
Video: ଲାଇଭ୍ ଚାଲିଥିବା ସମୟରେ ଇରାନର ସରକାରୀ ଟିଭି ମୁଖ୍ୟାଳୟ ଉପରେ ବୋମା ପକାଇଲା ଇସ୍ରାଏଲ
ନୂଆଦିଲ୍ଲୀ,୧୬।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷରେ ଏକ ନାଟକୀୟ ଘଟଣା ଘଟିଛି। ସୋମବାର ଇସ୍ରାଏଲ ଇରାନର ରାଜଧାନୀ ତେହେରାନରେ ଥିବା ଇସଲାମିକ ରିପବ୍ଲିକ ଅଫ ଇରାନ ବ୍ରଡ଼କାଷ୍ଟିଂ (IRIB) ମୁଖ୍ୟାଳୟ ଉପରେ ବୋମା ହମଲା କରିଛି।...
Archives


