Home Left

ପୋଲିସକୁ ଆକ୍ରମଣ ପରେ ମହିଳାଙ୍କ ହାତ ବାନ୍ଧି ବସାଇ ଦେଲେ

ଗୟା,୧୭।୨: ବାଲି ଖଣି ଅକ୍‌ଶନ ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁଥିବା ପୋଲିସ କର୍ମୀଙ୍କୁ ପଥର ମାଡ଼ କରିଥିଲେ ଗ୍ରାମବାସୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ ସହ ଲାଠି ମାଡ଼ କରାଯାଇଥିଲା। ଏହାପରେ ମହିଳା ବିକ୍ଷୋଭକାରୀଙ୍କ ହାତ…

ଆଇପିଏଲ ନିଲାମରେ ୧୦.୭୫ କୋଟି ଟଙ୍କାରେ ବିକ୍ରି ହେବା ଖୁସିରେ ୧୫ ହଜାର ଟଙ୍କାର ପିଜ୍ଜା ମଗାଇଲେ ଏହି କ୍ରିକେଟର୍‌

କୋଲକତା,୧୭।୨: ଆଇପିଏଲ ନିଲାମ ୨୦୨୨ରେ, ହାଇଦ୍ରାବାଦ ଦଳ ୧୦.୭୫ କୋଟି ଟଙ୍କା ଦେଇ ଓ୍ବେଷ୍ଟଇଣ୍ଡିଜ୍‌ର ନିକୋଲାସ ପୁରାନ କିଣିଛି। ଗତ ସିଜନରେ ପଞ୍ଜାବ ପକ୍ଷରୁ ଖେଳିଥିବା ପୁରନ ଏବେ ହାଇଦ୍ରାବାଦ ପାଇଁ ଖେଳୁଥିବାର ନଜର ଆସିବେ। ନିଲାମରେ ୧୦.୭୫ କୋଟି ପାଇବା…

ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ ହୋଇଗଲା । ଉଭୟ ଫ୍ଲାଟ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ…

‘ରବିଙ୍କ ପାଖରେ କିଛି ଭିନ୍ନ ଅଛି’

କୋଲକାତା,୧୭।୨: ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ। ଜୋଦପୁରର ୨୧ ବର୍ଷୀୟ ସ୍ପିନର ୪ ଓଭରରେ ୧୭ ରନ୍‌ ବିନିମୟରେ ହାତେଇଥିଲେ ୨ ଉଇକେଟ। ତାଙ୍କ ବୋଲିଂରେ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ…

ଯବାନଙ୍କୁ ସଲାମ: ଆଣ୍ଠୁଏ ବରଫରେ କରୁଛନ୍ତି ପ୍ରାଟୋଲିଂ

ନୂଆଦିଲ୍ଲୀ,୧୭।୨: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ଯବାନମାନେ ଉତ୍ତରାଖଣ୍ଡ ହିମାଳୟର ଚାରିପାଖରେ ଶୂନ ଡିଗ୍ରୀ ତାପମାତ୍ରାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଯବାନମାନେ ୧୫,୦୦୦ ଫୁଟ ଉଚ୍ଚରେ ଜଗି ରହିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ…

୫୨କେଜି ନକଲି କୀଟନାଶକ ଔଷଧ ଜବତ

କେସିଙ୍ଗା,୧୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଶ୍ରୀହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନୀ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ନକଲି କୀଟନାଶକ ଔଷଧ ଜବତ କରାଯାଇଛି। ଟିଟିଲାଗଡ ବ୍ଲକର ଶାଗଣାମୁଣ୍ଡା ଗ୍ରାମର ପ୍ରଶାନ୍ତ ନନ୍ଦ ନାମକ ଜଣେ…

ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର

କୋଲକାତା,୧୭।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟ ହାସଲ କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଦୁଇ ଖେଳାଳି ଆହତ ହୋଇଛନ୍ତି। ସେମାନେ ହେଲେ ଦୀପକ ଚହର…

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌, ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ତ୍ରିସ୍ତରୀୟ ନିର୍ବାଚନ ପାଇଁ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌। ଶୁକ୍ରବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ। ତେବେ ଭୋଟ ପରିଚାଳନା ପାଇଁ ବୁଥ୍‌ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।…

ବିମାନ ଇନ୍ଧନ ମୂଲ୍ୟ ୫.୨% ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦରର ପ୍ରଭାବ ବର୍ତ୍ତମାନ ଭାରତ ବଜାରରେ ପଡ଼ିଛି। ଫଳରେ ବିମାନ ଇନ୍ଧନ ମୂଲ୍ୟ ପୁଣି ଥରେ ବଢ଼ିଛି। ବୁଧବାର ଏହାର ମୂଲ୍ୟ ୫.୨% ବୃଦ୍ଧି ଘଟି ୯୦,୫୧୯.୭୯ ଟଙ୍କାକୁ ଛୁଇଁଥିବା ସୂଚନା…

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ କି?

ମୁମ୍ବାଇ,୧୭।୨: ପ୍ରଥମ ବିବାହର ଆଇନଗତ ସମାଧାନ ହୋଇ ନ ଥିଲେ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ ନାହିଁ। ବୁଧବାର ଏଭଳି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ପେନସନ ସୁବିଧାରୁ ବଞ୍ଚିତ କରିବାରୁ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୮୬ ପଜିଟିଭ୍‌

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୮୬ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୬୯ ପିଲା ଅଛନ୍ତି। ସେହିପରି ୫୧୬ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୭୦ ଲୋକାଲ କେସ ରହିଛି। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ୧,୦୯୦ଜଣ…

୯୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ରେ ଘଟିଲା ଏମିତି

ଖ୍ରୀଷ୍ଟଚର୍ଚ୍ଚ,୧୭।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ପାଳିରେ ମାତ୍ର ୯୫ ରନ୍‌ ଅଲଆଉଟ୍‌ ହୋଇଯାଇଥିଲା। ୯୦ ବର୍ଷ ପରେ ଦକ୍ଷିଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri