ରୁଷିଆକୁ ମନାଇଲା ଫ୍ରାନ୍ସ
ପ୍ୟାରିସ,୨୦।୨: ୟୁକ୍ରେନର ପୂର୍ବାଞ୍ଚଳ ସୀମାରେ ସିଜ ଫାୟାରିଂକୁ ରୋକିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ। ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ୧୦୫ ମିନିଟ୍ ଧରି ଫୋନ ବାର୍ତ୍ତାଳାପ ପରେ ମାକ୍ରନଙ୍କ…
ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଉପହାର ଦେଇଥିବା କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି
ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ସଭା ଚାଲିଛି। ଏହି କ୍ରମରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ, ଏପରି ଏକ…
ଆଧୁନିକ ଯୁଗର ଔରଙ୍ଗଜେବ ହେଉଛନ୍ତି ଅଖିଳେଶ
ଲକ୍ଷ୍ନୌ,୨୦।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଧୁନିକ ଯୁଗର ଔରଙ୍ଗଜେବ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। “ଅଖିଳେଶ ଆଜିର ଔରଙ୍ଗଜେବ। ଯିଏ ବାପାଙ୍କ ପ୍ରତି ବିଶ୍ୱସ୍ତ ନୁହେଁ, ସେ କେଉଁ…
ସମୁଦ୍ରରେ ଖସିପଡ଼ିଲା ହେଲିକପ୍ଟର
ଓ୍ବାଶିଂଟନ,୨୦।୨: ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ମିଆମି ବେଳାଭୂମି ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ହେଲିକପ୍ଟରରେ ୩ ଜଣ ଯାତ୍ରୀ ଥିଲେ। ସେହି ସମୟରେ ବେଳାଭୂମିରେ ପ୍ରବଳ ଗହଳି ଥିଲା। ସନ୍ତରଣ ଓ ସୂର୍ଯ୍ୟସ୍ନାନ ପାଇଁ ବହୁସଂଖ୍ୟାରେ ଲୋକ…
ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇଲେ କୋହଲି
ମୁମ୍ବାଇ,୨୦।୨:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ କୋହଲିଙ୍କ ସମେତ ୧୦ ଜଣ ଲୋକ ଧୂସର ଶୁଟ ପିନ୍ଧି ବସିଛନ୍ତି। ସମସ୍ତଙ୍କର ଚେହେରା ବିରାଟ ଭଳି ଦେଖାଯାଉଛି। ତାଙ୍କ…
ଆଇସ୍କ୍ରିମ୍ ଖାଉଥିଲେ ଯୁବତୀ, ହଠାତ୍ ଉପରୁ ଆସିଲା… ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଆମେ ଆଖିରେ ବିଶ୍ୱାସ କରିପାରୁ ନାହିଁ। କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରେ ଏବଂ କିଛି ଭିଡିଓ ସାମାଜିକ ବାର୍ତ୍ତା ମଧ୍ୟ ଦେଇଥାଏ। ଏହିପରି ଏକ ଭିଡିଓ ଆଜିକାଲି ଭାଇରାଲ…
‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’
ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ ବି ଆତଙ୍କବାଦୀଙ୍କୁ ଖୋଜି ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି। ମୁଁ ଏତେ ଦିନ ହେଲା…
ଭୋଟବାକ୍ସରେ ବନ୍ଦ ହେଲା ୫୧୫ ପ୍ରାର୍ଥୀଙ୍କ ଭାଗ୍ୟ
କୋକସରା,୨୦ା୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ୮୭ ହଜାର ୮୩୯ ଭୋଟର…
ସ୍କୁଟି କିଣିବାକୁ ଅଖାରେ ଟଙ୍କା ଭର୍ତ୍ତି କରି ଶୋ’ ରୁମ୍ରେ ପହଞ୍ଚିଲେ ବ୍ୟକ୍ତି, ଆଉ ତା’ପରେ
ଗାଡି ହେଉ କି ଅନ୍ୟ କୌଣସି ଜିନିଷ, ନୂଆ ଜିନିଷ କିଣିବାରେ ସମସ୍ତଙ୍କର ଆଗ୍ରହ ଥାଏ। ପାଖରେ ଟଙ୍କା ଥିଲେ ଯେକୌଣସି ଜିନିଷ କିଣିବା ସହଜ ହୋଇଥାଏ, କିନ୍ତୁ ପାଖରେ ବଜେଟ୍ ନ ଥିଲେ ଆବଶ୍ୟକ ଜିନିଷ କିଣିବା ପାଇଁ ଅର୍ଥ…
ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ
କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ୫ ଉଇକେଟରେ ୧୮୪ ରନ୍…
ଭୋଟ ଦେଲେ ନାହିଁ ଗ୍ରାମବାସୀ
କୋକସରା,୨୦।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ହେଲେ ବ୍ଲକର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁର ୫ଟି ୱାର୍ଡ ଓ ଆମପାଣି ପଞ୍ଚାୟତ କୁଟୁରୁର ୬ ନଂ. ୱାର୍ଡରେ ମୌଳିକ ସୁବିଧା ମିଳୁ ନ ଥିବା…
ୟୁପିରେ ୫୯.୮୩, ପଞ୍ଜାବରେ ୬୪.୨୭ ମତଦାନ
ଲକ୍ଷ୍ନୌ/ଚଣ୍ଡିଗଡ,୨୦।୨: ଉତ୍ତରପ୍ରଦେଶର ୧୬ଟି ଜିଲାର ୫୯ଟି ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୫୯.୮୩ ପ୍ରତିଶତ ଭୋଟିଂ ହୋଇଛି। ଲଲିତପୁର ଜିଲାରେ ସର୍ବାଧିକ ୬୭.୩୭ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ସର୍ବନିମ୍ନ ୫୦.୮୮ ପ୍ରତିଶତ…
Archives


