Home Left

‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’

ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍‌ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ ବି ଆତଙ୍କବାଦୀଙ୍କୁ ଖୋଜି ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି। ମୁଁ ଏତେ ଦିନ ହେଲା…

ଭୋଟବାକ୍ସରେ ବନ୍ଦ ହେଲା ୫୧୫ ପ୍ରାର୍ଥୀଙ୍କ ଭାଗ୍ୟ

କୋକସରା,୨୦ା୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ୮୭ ହଜାର ୮୩୯ ଭୋଟର…

ସ୍କୁଟି କିଣିବାକୁ ଅଖାରେ ଟଙ୍କା ଭର୍ତ୍ତି କରି ଶୋ’ ରୁମ୍‌ରେ ପହଞ୍ଚିଲେ ବ୍ୟକ୍ତି, ଆଉ ତା’ପରେ

ଗାଡି ହେଉ କି ଅନ୍ୟ କୌଣସି ଜିନିଷ, ନୂଆ ଜିନିଷ କିଣିବାରେ ସମସ୍ତଙ୍କର ଆଗ୍ରହ ଥାଏ। ପାଖରେ ଟଙ୍କା ଥିଲେ ଯେକୌଣସି ଜିନିଷ କିଣିବା ସହଜ ହୋଇଥାଏ, କିନ୍ତୁ ପାଖରେ ବଜେଟ୍‌ ନ ଥିଲେ ଆବଶ୍ୟକ ଜିନିଷ କିଣିବା ପାଇଁ ଅର୍ଥ…

ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ

କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ୫ ଉଇକେଟରେ ୧୮୪ ରନ୍‌…

ଭୋଟ ଦେଲେ ନାହିଁ ଗ୍ରାମବାସୀ

କୋକସରା,୨୦।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ହେଲେ ବ୍ଲକର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁର ୫ଟି ୱାର୍ଡ ଓ ଆମପାଣି ପଞ୍ଚାୟତ କୁଟୁରୁର ୬ ନଂ. ୱାର୍ଡରେ ମୌଳିକ ସୁବିଧା ମିଳୁ ନ ଥିବା…

ୟୁପିରେ ୫୯.୮୩, ପଞ୍ଜାବରେ ୬୪.୨୭ ମତଦାନ

ଲକ୍ଷ୍ନୌ/ଚଣ୍ଡିଗଡ,୨୦।୨: ଉତ୍ତରପ୍ରଦେଶର ୧୬ଟି ଜିଲାର ୫୯ଟି ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୫୯.୮୩ ପ୍ରତିଶତ ଭୋଟିଂ ହୋଇଛି। ଲଲିତପୁର ଜିଲାରେ ସର୍ବାଧିକ ୬୭.୩୭ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ସର୍ବନିମ୍ନ ୫୦.୮୮ ପ୍ରତିଶତ…

୩ ଡୋଜ୍‌ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହେଲେ ବ୍ରିଟେନ ରାଣୀ

ଲଣ୍ଡନ,୨୦।୨: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାର ଶିକାର ହୋଇଛନ୍ତି। ଏନେଇ ରବିବାର ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀ ଏଲିଜାବେଥ-୨ କରୋନାର ଟିକାର ୩ଟି ଯାକ ଡୋଜ ନେଇଛନ୍ତି। ବ୍ରିଟେନ ନିୟମ ଅନୁଯାୟୀ ସେ…

ଯୁଦ୍ଧ ରୋକିବାକୁ ଅନ୍ତିମ ଉଦ୍ୟମ

କ୍ୱିଭ,୨୦।୨: ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଯାଉଥିବା ଯୁଦ୍ଧକୁ ରୋକିବା ପାଇଁ ରବିବାର ଆରମ୍ଭ ହୋଇଛି ଅନ୍ତିମ କୁଟନୈତିକ ପ୍ରୟାସ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଫୋନ ଜରିଆରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନ…

କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ

ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ ଥିବା କାର୍‌ (ଓଆର୍‌-୧୦ଜି-୦୦୧୮) ଓ ବାଇକ୍‌ (ଓଆର୍‌-୨୪ଏ-୩୫୬୧)ରେ କେହି ନିଆଁ ଲଗାଇ ଦେଇଛନ୍ତି। କାର୍‌ଟି…

ଭୋଟବାକ୍ସ ଟେକିନେଲେ ଡଙ୍ଗରିଆ

ରାୟଗଡ଼ା ଅଫିସ/ବିଷମକଟକ,୨୦ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅଧୀନ କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ବେଳେ ରବିବାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୁନାଖଣ୍ଡି ପଞ୍ଚୟତ ନିୟମଗିରି ପାହାଡ଼ ଅଞ୍ଚଳର ରାଇଲିମା ଗ୍ରାମର ୧୪ ନଂ.…

୧୦ ଓଭରରେ ଭାରତ ୬୬/୩

କୋଲକାତା,୨୦।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଭଲ ଆରମ୍ଭ ମିଳି ନାହିଁ। ୧୦ ଓଭର ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ଉଇକେଟ କ୍ଷତିରେ ୬୬ ରନ୍‌ କରିଛି।…

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri