Home Left

କଫି ଅଫର୍‌ କଲେ ‘ହିଟ୍‌ମ୍ୟାନ୍‌’

ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ…

ଲୋଫର୍‌ ଶୁଜ୍‌

ଅଫିସ୍‌ରେ ସିମ୍ପଲ୍‌ ଏବଂ ଫର୍ମାଲ୍‌ ଆଉଟ ଫିଟ୍‌ ହିଁ ଭଲ ମାନିଥାଏ। ତାହା ସହ ମ୍ୟାଚିଂ ଶୁଜ୍‌ ବି ପିନ୍ଧିବାକୁ ପଡ଼େ। ଏହା ଆପଣଙ୍କ ଲୁକ୍‌ ସହ ପର୍ସନାଲିଟିକୁ ମଧ୍ୟ ବଢ଼ାଇଥାଏ। ତେବେ ଅଫିସ୍‌ରେ ଷ୍ଟାଇଲିଶ୍‌୍‌ ଦେଖାଯିବା ପାଇଁ ଲୋଫର୍‌ ଶୁଜ୍‌କୁ…

ଡେନ୍‌ମାର୍କ: ଦ କ୍ଲିନେଷ୍ଟ କଣ୍ଟ୍ରି

୨୦୨୧ ମସିହାରେ ‘ଏନ୍‌ଭାଇରନ୍‌୍‌ମେଣ୍ଟାଲ୍‌ ପର୍‌ଫର୍‌ମାନ୍ସ ଇଣ୍ଡେକ୍ସ’ ତରଫରୁ ହୋଇଥିବା ସର୍ବେକ୍ଷଣରୁ ଡେନ୍‌ମାର୍କ ପୃଥିବୀର ସବୁଠୁ କ୍ଲିନେଷ୍ଟ ସିଟି ଭାବେ ଘୋଷିତ ହୋଇଛି। କୋପେନ୍‌ହାଗେନ୍‌ ଏହାର ରାଜଧାନୀ, ଯାହା ଜିଲ୍ୟାଣ୍ଡ ଏବଂ ଆମାଗେର୍‌ ଦ୍ୱୀପରେ ଅବସ୍ଥିତ। ହାପିଏଷ୍ଟ୍‌ କଣ୍ଟ୍ରି ଭାବେ ମଧ୍ୟ ଡେନ୍‌ମାର୍କ…

ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ

ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍‌ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଉର୍ବଶୀ ଜାତୀୟ ସ୍ତରରେ ଜଣେ ବାସ୍କେଟ ବଲ ଖେଳାଳୀ ମଧ୍ୟ। ସୋସିଆଲ…

ବିଲେଇକୁ କିସ୍‌ କରୁଥିଲା ଛୋଟପିଲା, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

୨୪ ଘଣ୍ଟାରେ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୦୫ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୮୩ଜଣ ଶିଶୁ ରହିଛନ୍ତି। ଏନେଇ ରବିବାର ରାଜ୍ୟ ସୂଚନା ଓ…

ମହାଶିବରାତ୍ରୀ ଲାଗି ଜାରିହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ମହାଶିବରାତ୍ରୀ ତଥା ଜାଗର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ଗାଇଡଲାଇନ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍‌ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ…

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରବିବାର ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ। ଶନିବାର ପ୍ରଥମ ଦିନର ଗଣତି ଆରମ୍ଭ ହୋଇଥିଲେ ହେଁ ତାହା ଶେଷ ହୋଇପାରି ନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭ କରାଯାଇଥିଲା। ସେଥିରୁ…

ଏହି ଖେଳାଳି ମୋ’ ଟିମ୍‌ର ଅସଲି ହିରୋ: ରୋହିତ

ନୂଆଦିଲ୍ଲୀ,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ପ୍ରଥମେ ନ୍ୟୁଜିଲାଣ୍ଡ ପରେ ଏବେ ଶ୍ରୀଲଙ୍କାକୁ ମଧ୍ୟ ଟି-୨୦ ସିରିଜରେ ପରାସ୍ତ କରିଛି ଭାରତ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇବା ପରେ ସିରିଜକୁ ୨-୦ରେ…

ସନ୍‌ଗ୍ଲାସ୍‌: ଫ୍ୟାଶନ ସହ ସୁରକ୍ଷା

କମି ଆସିଲାଣି ଶୀତର ପ୍ରକୋପ ଏବଂ ପଦାର୍ପଣ କରିବାକୁ ପ୍ରସ୍ତୁତ ହେଲାଣି ଗ୍ରୀଷ୍ମ ା ଧୀରେ ଧୀରେ ବଢ଼ୁଥିବା ଖରାର ପ୍ରକୋପ ସାଙ୍ଗକୁ ବଢ଼ିବାରେ ଲାଗିଛି ‘ସନ୍‌ଗ୍ଲାସ୍‌’ ବା କଳା ଚଷମାର ବ୍ୟବହାର, ଯାହାକି ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ ସୂର୍ଯ୍ୟଙ୍କର ପ୍ରଖର…

ଭାଜପା ଗଡ଼ରେ ଶଙ୍ଖନାଦ

ବାରିପଦା ଅଫିସ,୨୭।୨: ମୟୂରଭଞ୍ଜ ଜିଲାର ୫୬ ଜିଲା ପରିଷଦ ଆସନ ମଧ୍ୟରୁ ଶନିବାର ପ୍ରଥମ ଦିନରେ ୨୬ଟି ଜୋନ୍‌ର ଭୋଟ ଗଣତି ହୋଇଛି। ଏଥିମଧ୍ୟରୁ ୨୫ଟିରେ ବିଜେଡି ଓ ଗୋଟିଏରେ ଜେଏମ୍‌ଏମ୍‌ ପ୍ରାର୍ଥୀ ଆଗୁଆ ରହିଛନ୍ତି। ୨୦୧୭ ନିର୍ବାଚନରେ ମୋଟ ୪୯…

ସର୍ବଦଳୀୟ ରଣନୀତି ଫେଲ୍‌, ବାଜିମାରିଲେ ସ୍ବାଧୀନ ପ୍ରାର୍ଥୀ

ପଟ୍ଟାଙ୍ଗୀ, ୨୭।୨(ଡି.ଏନ୍‌.ଏ.): ରାଜ୍ୟରେ ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗଣତି ଆରମ୍ଭ ହୋଇଛି। ଚୂଡ଼ାନ୍ତ ବିଜୟୀ ତାଲିକା ପ୍ରକାଶ ପାଇ ନ ଥିଲେ ସୁଦ୍ଧା ୩୧୪ ବ୍ଲକର ୩୧୫ ଜିଲା ପରିଷଦ ଜୋନ୍‌ରେ ହୋଇଥିବା ଗଣତିରେ ବିଜେଡିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri