Home Left

ଭସାଣରେ ଗୋଷ୍ଠୀ ସଂଘର୍ଷ: ଢେଲାପଥର ମାଡ଼ରେ ଡିସିପିଙ୍କ ଆଖି ଫାଟିଲା, ଅଟକିଲା ମେଢ଼

କଟକ,୪ା୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ ଆହତ…

ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ, ରାତି ଅଧିଆ ମାଡି ବସିଲା ପୋଲିସ, ତା’ପରେ…

ବଲାଙ୍ଗୀର,୪।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରୁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ପୂର୍ବରୁ ୫୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ଦାଦନ ସର୍ଦ୍ଦାର ଶ୍ରମିକ ଚାଲାଣ କରିବା ପାଇଁ ଶ୍ରମିକମାନଙ୍କୁ ଘରେ ରଖିଥିବା ବେଳେ…

ଭଞ୍ଜନଗରରେ ଥମୁନି ଜୁଆଖେଳ: ୫୪ ଜୁଆଡିଙ୍କୁ ବାନ୍ଧିଲାଣି ପୋଲିସ

ଭଞ୍ଜନଗର,୪।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଦଶହରାଠାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ଲୋକେ ପ୍ରାୟ ପାରମ୍ପରିକ ଭାବେ ଜୁଆ ଖେଳ ଖେଳିଥାନ୍ତି। କିନ୍ତୁ ଆଉ କିଛି ଲୋକ ତା ପୁର୍ବରୁ ମଧ୍ୟ ଜୁଆ ଖେଳନ୍ତି। ଏଥିସହ ଆଉ କେତକ ସ୍ଥାନରେ ବର୍ଷର ଅଧିକାଂଶ ଦିନ…

ହାତୀନଦୀରେ ବନ୍ୟା ସ୍ଥିତି: ରାସ୍ତାରେ ଗଛ ପଡ଼ିଲା, ଘରେ ପାଣି ପଶିଲା

ଭବାନୀପାଟଣା,୪ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ଦିନତମାମ ପ୍ରବଳ ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ମି.ମି. ବର୍ଷା ହୋଇଥିଲା। ସେହିପରି ଜୁନାଗଡ଼ ବ୍ଲକରେ…

ଟ୍ରମ୍ପଙ୍କୁ ପ୍ରଶଂସାରେ ପୋତିଲେ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୪।୧୦: ଗାଜା ବିବାଦରେ ଏକ ସମ୍ଭାବ୍ୟ ମୋଡ଼ ଆସିଛି। ଶୁକ୍ରବାର ହମାସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବର କିଛି ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଘୋଷଣା କଲା ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବାର ପ୍ରସ୍ତାବ ଦେଲା।…

କନଫର୍ମ ଟ୍ରେନ ଟିକେଟ୍‌ର ଟେନସନ ସରିଲା, ତୁରନ୍ତ ଏମିତି ବୁକିଂ କରନ୍ତୁ ତତ୍କାଳ ଟିକେଟ୍‌

ନୂଆଦିଲ୍ଲୀ,୪।୧୦: ସାରା ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଦୀପାବଳି ଏବଂ ଛଠ୍‌ ହେଉଛି ପରବର୍ତ୍ତୀ ମାସରେ ପର୍ବ। ଏହି ପର୍ବପର୍ବାଣୀ ଋତୁରେ ଟ୍ରେନ ଟିକେଟ ପାଇବା ସବୁଠାରୁ ଚ୍ୟାଲେଞ୍ଜିଂ କାର୍ଯ୍ୟ ମଧ୍ୟରୁ ଗୋଟିଏ। ଦୀପାବଳି ଏବଂ…

ବୟନିକାରୁ ବସ୍ତ୍ର କିଣିଲେ ମୁଖ୍ୟମନ୍ତ୍ରୀ: ଲୋକାଲ ଫର୍‌ ଭୋକାଲ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ୱର,୪।୧୦(ସୁନିତ୍‌ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠାରୁ ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଗାନ୍ଧୀ ଜୟନ୍ତୀ ଅବସରରେ ପରିବାର ସହ ଯାଇ ଗୁରୁବାର ଭୁବନେଶ୍ୱର ସ୍ଥିତ ବୟନିକାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ବିଶ୍ୱ ଜଳବାୟୁ ସମସ୍ୟା

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବ ସମାଜ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏକ ଆକଳନରୁ ଜଣାଯାଏ ବିଶ୍ୱସ୍ତରରେ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧିଘଟିଛି। ୨୦୧୫ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ଚଳିତ ଶତାବ୍ଦୀ ସୁଦ୍ଧା ତାପମାତ୍ର ବୃଦ୍ଧିକୁ ଯଥା…

ପଦବୀ ଚାଲିଗଲା

ବାଂଶଓ୍ବାଡ଼ାରେ ପ୍ରଧାନମନ୍ତ୍ରୀଙ୍କ ରାଲିର ସ୍କ୍ରିନ୍‌ ୧୦ ମିନିଟ୍‌ ପାଇଁ ଅନ୍ଧକାର ରହିବା ଯୋଗୁ ତାହାର ପରିଣାମ ତତ୍‌କ୍ଷଣାତ ପ୍ରକାଶ ପାଇଥିଲା। ରାଜସ୍ଥାନର ଇନ୍‌ଫୋଟେକ ସଚିବ ଅର୍ଚ୍ଚନା ସିଂଙ୍କ ୧୦ ସେକେଣ୍ଡରେ ପଦବୀ ଚାଲିଗଲା। ଦେଖିବାକୁ ଗଲେ, ଅନେକ ବର୍ଷ ହେଲା ଏପରିକି…

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପସ୍ତାବ: ଓ୍ବାର୍ଡ ସଭ୍ୟଙ୍କୁ କରିନେଲେ ଅପହରଣ

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା):ପଞ୍ଚାୟତ ନିର୍ବାଚନକୁ ପ୍ରାୟ ଦେଢ଼ବର୍ଷ ବାକି ରହିଥିବାବେଳେ ଯାଜପୁର ଜିଲାରେ ସରପଞ୍ଚମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ରାଜନୀତି ଜୋର ଧରିଛି। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକ ରଣପୁର ଏବଂ ଦଶରଥପୁର ବ୍ଲକ ବିରୁହାଁ ସରପଞ୍ଚଙ୍କ ବିରୋଧରେ ଉପଜିଲାପାଳଙ୍କ ନିକଟରେ…

୨୦୨୩ରେ ବାଲ୍ୟବିବାହ ୬ ଗୁଣ ବୃଦ୍ଧି

ନୂଆଦିଲ୍ଲୀ,୪ା୧୦: ୨୦୨୨ ତୁଳନାରେ ୨୦୨୩ରେ ବାଲ୍ୟବିବାହ ପ୍ରତିକାର ଆଇନରେ ୬ ଗୁଣ ଅଧିକ ମାମଲା ରୁଜୁ ହୋଇଛି। ମୋଟ ମାମଲାର ୯୦ ପ୍ରତିଶତ କେବଳ ଆସାମରେ ହୋଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ,…

୩ୟ ଦିନରେ ଆମେରିକା ଶଟ୍‌ଡାଉନ୍‌

ଓ୍ବାଶିଂଟନ୍‌,୪ା୧୦: ଆମେରିକାରେ ସଂଘୀୟ ବିତ୍ତୀୟ ବର୍ଷ ଅକ୍ଟୋବର ୧ରେ ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ସେଠାକାର ପାର୍ଲାମେଣ୍ଟ (କଂଗ୍ରେସ) ସରକାର ପରିଚାଳନା ପାଇଁ ପାଣ୍ଠି ଯୋଗାଣ ସକାଶେ ଆପ୍ରୋପ୍ରିଏଶନ୍‌ ବିଲ୍‌ ବା କଣ୍ଟିନ୍ୟୁଏଶନ୍‌ ରିଜୋଲ୍ୟୁଶନ୍‌ (ସିଆର୍‌) ଗୃହୀତ କରାଇବା ଜରୁରୀ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri