Home Left

୧୫ କୋଟି ଚିଟଫଣ୍ଡ ଠକେଇ ଅଭିଯୋଗରେ ତପନ ଗିରଫ

ଭୁବନେଶ୍ୱର,୮।୩(ବ୍ୟୁରୋ): ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ହ୍ୟୁମାନ ୱେଲଫେୟାର କ୍ରେଟିଟ ଆଣ୍ଡ ଥ୍ରିଫ୍ଟ କୋଅପରେଟିଭ୍‌ ସୋସାଇଟି ଲିମିଟେଡ ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ କୋଲକାତାର ନରେନ୍ଦ୍ରପୁର…

ଯୁଦ୍ଧ ବିରତି ଘୋଷଣା କରିବ ରୁଷିଆ

ମସ୍କୋ,୮।୩: ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ୧୩ତମ ଦିନରେ ରୁଷିଆ ସିଜଫାୟାର(ଅସ୍ତ୍ରବିରତି) ଘୋଷଣା କରିବାକୁ ଯାଉଛି। ଏଥିଯୋଗୁ ମଙ୍ଗଳବାର ସକାଳ ୧୦ଟାରୁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ। ଯାହା ଫଳରେ ୟୁକ୍ରେନ ରାଜଧାନୀ କ୍ୱିଭ, ଚେରନିଗୋଭ, ସମି ଏବଂ ଅନ୍ୟ କିଛି…

ରୁଷିଆ ବିନା ‘ସ୍ଥାୟୀ ଶାନ୍ତି’ ଆଲୋଚନା ଅସମ୍ଭବ

ପ୍ୟାରିସ୍‌,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଥିବା ବେଳେ ବେଳକୁ ବେଳ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଯୁଦ୍ଧ ସମାପ୍ତ ଲାଗି ୨…

ମୁହଁ ଖୋଲିଲେ ସୋନାକ୍ଷୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇ ନ ଥିବା ଅଭିଯୋଗରେ ତାଙ୍କୁ ୩୭ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିବା କୁହାଯାଉଛି। ତେବେ ଏନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ।…

ରାଜ୍ୟରେ ସୁସ୍ଥ ହେଲେ ୨୨୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ହାର ବଢୁଛି। ତେବେ ରାଜ୍ୟରେ ଆଉ ୨୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ…

ପ୍ରଭାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ସାଉଥ୍‌ ଅଭିନେତା ପ୍ରଭାସ ତାଙ୍କ ଦମଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ବିବାହକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ପୁଣି ଏକ ବିବାହକୁ ନେଇ ଖବର ସାମ୍ନାକୁ ଆସିଛି।…

ଭିନ୍ନକ୍ଷମ ଫ୍ୟାନଙ୍କୁ ଉପହାର ଦେଲେ କୋହଲି

ମୋହାଲି,୮।୩: ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ନିକଟରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ଏହି ଅବସରରେ ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମ୍ୟାଚ୍‌…

କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ତାଙ୍କ ନାମ ଘୋଷଣା ହୋଇଛି। ସେ ନିର୍ବାଚନ ଅଧିକାରୀ…

ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କଲା ରୁଷିଆ: ବଢ଼ିଲା ବିକିରଣ ବିପଦ

କ୍ୱିଭ୍‌,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଙ୍ଗଳବାର ୧୩ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ରୁଷିଆ ସୈନ୍ୟମାନେ କ୍ୱିଭ, ଖାର୍କିଭ ସମେତ ଅନେକ ସହରରେ ରକେଟ ମାଡ଼…

ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିଲେ ଭାରତ ଆସିବ ନବୀନଙ୍କ ପାର୍ଥିବ ଶରୀର: ରୁଷିଆ ପାଲଟିଛି କଣ୍ଟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୮ ।୩: ୟୁକ୍ରେନରେ ରୁଷିଆ ଆକ୍ରମଣ ଶିକାର ହୋଇଥିବା କର୍ନାଟକର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ଏ ଯାଏ ଭାରତ ଆସିନାହିଁ । ତେବେ ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିବା ପରେ ଯାଇ ନବୀନଙ୍କ ପାର୍ଥୀବ ଶରୀର ଭାରତ ଆସିବ ବୋଲି…

ପାଇପ୍‌ଲାଇନ୍‌ କାଟିବାକୁ ଧମକ ଦେଲା ରୁଷିଆ

ମସ୍କୋ,୮।୩: ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷିଆ ଉପରେ ୟୁରୋପ ବିଭିନ୍ନ ବାସନ୍ଦ ଲଗାଇଛି। ଏହାର ଜବାବରେ ୟୁରୋପକୁ ନ୍ୟାଚୁରାଲ ଗ୍ୟାସ ଯୋଗାଉଥିବା ନର୍ଡ ଷ୍ଟ୍ରିମ୍‌ ୧ ପାଇପ୍‌ ଲାଇନ୍‌କୁ କାଟି ଦେବାକୁ ଧମକ ଦେଇଛି ରୁଷିଆ। ଯଦି ରୁଷିଆ ଏଭଳି…

ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି। ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଇଛି। ଅବକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri