ବର୍ଷାରେ ଭିଜୁଛି ଧାନ, କାନ୍ଦୁଛି ଭାତହାଣ୍ଡିର ଚାଷୀ
ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ସାରାରାଜ୍ୟରେ ବରଗଡ଼ ଜିଲାରୁ ଅଧିକ ଧାନ ଉପତ୍ାଦନ ହୁଏ। ଏହି ଜିଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ସର୍ବାଧିକ ଚାଉଳ ମଧ୍ୟ ଯାଇଥାଏ। ଏହି ଦୃଷ୍ଟିରୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଭାତହାଣ୍ଡିର ଚାଷୀ ଆଜି...
ସରକାରଙ୍କ ଯୋଜନା, ଚିନ୍ତାରେ ବିଶେଷଜ୍ଞ: ପର୍ଯ୍ୟଟନ ପାଇଁ କୋହଳ ହେବ ପରିବେଶ କଟକଣା
ଭୁବନେଶ୍ୱର,୨୪ା୬ (ରବିନାରାୟଣ ଜେନା):ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ (ଇଏସ୍ଜେଡ୍)ରେ ନିର୍ମାଣ ଏବଂ ବ୍ୟବସାୟିକ ଗତିବିଧି ନିଷିଦ୍ଧ ରହିଛି। ଏଭଳିସ୍ଥଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମେ’ ୩୦ରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ...
ଶୋଇବାକୁ ଯିବା ପୂର୍ବରୁ ଭୁଲରେ ବି ଖାଆନ୍ତୁନି ଏହି ୬ଟି ଖାଦ୍ୟ
ଦିନସାରା ଧାଁଦୌଡ଼ ଏବଂ କ୍ଳାନ୍ତି ପରେ, ଭଲ ନିଦ ଆବଶ୍ୟକ ହୁଏ। କିନ୍ତୁ ଯେତେବେଳେ ଜଣେ ଶୋଇବା ପାଇଁ ବିଛଣାକୁ ଯାଏ, ସେତେବେଳେ ଶୋଇବା କଷ୍ଟକର ହୋଇଯାଏ। ଏପରି ପରିସ୍ଥିତିରେ, କେତେକ ସମୟରେ ଜଣେ ହାତରେ ମୋବାଇଲ କିମ୍ବା ଟିଭି...
ମଣ୍ଡିରୁ ଧାନ ନ ଉଠିଲେ ଜୁଲାଇ ୧ରେ ଧାରଣା
ନୂଆପଡ଼ା,୨୪।୬ (ମକାରୁ ବେମାଲ): ନୂଆପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହିରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶନିବାର ଜିଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ମଣ୍ଡି ସମସ୍ୟା ଉପରେ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ...
ରାତିରେ ଖାଉଛନ୍ତି କି କଦଳୀ: ଜାଣନ୍ତୁ ଖାଇଲେ କ’ଣ ହୁଏ
କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର...
NEET ମକ୍ ଟେଷ୍ଟରେ କମ୍ ମାର୍କ ପାଇଁ ୧୭ ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲେ ବ୍ୟକ୍ତି
ନୂଆଦିଲ୍ଲୀ, ୨୩।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ନୀଟ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ) ମକ୍ ଟେଷ୍ଟରେ କମ୍ ମାର୍କ ରଖିଥିବାରୁ ଜଣେ ୧୭ ବର୍ଷୀୟା ଝିଅକୁ ତାଙ୍କ ବାପା ନିର୍ମମ ଭାବେ ପିଟି...
ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ…
ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,୨୩।୬(ମନରଞ୍ଜନ ରଣା/ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ଜଣେ ମହିଳାଙ୍କ ଶାଢୀରେ ନିଆଁ ଲାଗି ପୂରା ଶରୀର ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ...
ନୂଆଦିଲ୍ଲୀରେ ଅସମୟରେ ହେଲା ରଥଯାତ୍ରା: ବିଜେଡି ଉପରେ ବର୍ଷିଲେ ଆଇନ ମନ୍ତ୍ରୀ…
ଭୁବନେଶ୍ୱର, ୨୩।୬: ନୂଆଦିଲ୍ଲୀରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବ୍ୟତୀତ ଅସମୟରେ ରଥଯାତ୍ରା ଆୟୋଜନ ନେଇ ଉଠିଥିବା ବିବାଦ ଉପରେ ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ବିରୋଧୀ ବିଜୁ ଜନତା ଦଳ...
ଧର୍ମଶାଳାରେ ଜୁନ ୨୫ରେ ଆନ୍ଦୋଳନ: ଗଣବଳାତ୍କାର ବିରୋଧରେ….
ଧର୍ମଶଳା,୨୩।୬(ଶିବ ପ୍ରାସାଦ ମହାନ୍ତି ଧରିତ୍ରୀ): ରାଜ୍ୟରେ ଛାତ୍ରୀମାନଙ୍କୁ ଅସାଦାଚରଣ, ବଳାତ୍କାର, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ଭାଜପା ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏ ନେଇ ଅଭିଯୋଗ କରି, ଧର୍ମଶାଳା ବିଜୁ-ଯୁବ ଛାତ୍ର ଜନତା ଦଳ...
ପାକିସ୍ତାନର ଯୁଦ୍ଧ ଧମକ: ଭଲରେ ପାଣି ଦିଅ ନହେଲେ… ଭାରତକୁ ଚେତାବନୀ ଦେଲେ ବିଲାୱାଲ ଭୁଟ୍ଟୋ
ଇସଲାମାବାଦ, ୨୩।୬: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱାଲ ଭୁଟ୍ଟୋ ସୋମବାର ଚେତାବନୀ ଦେଇଛନ୍ତି ଯେ, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲୁଟି) ଅନୁଯାୟୀ ପାକିସ୍ତାନକୁ ତା’ ଅଂଶର ପାଣି...
ରାସ୍ତା ମଝିରେ ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମଦ୍ୟପ ଯୁବକ: ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ପିଟିଲେ, ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୩।୬: ଦକ୍ଷିଣ ବେଙ୍ଗାଲୁରୁର ଅନେକାଲ ତାଲୁକ ଅନ୍ତର୍ଗତ ରେଣୁକା ଯେଲ୍ଲାମା ଲେଆଉଟ, ମୈଲାସାନ୍ଦ୍ରା ନିକଟରେ ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଜଣେ ଯୁବତୀ ଗ୍ରୋସରୀ ଦୋକାନକୁ ଯାଉଥିବା ସମୟରେ ୪-୫ ଜଣ ମଦ୍ୟପ ଯୁବକଙ୍କ ଦ୍ୱାରା ଶାରୀରିକ ଆକ୍ରମଣର...
ଧରିତ୍ରୀ ପ୍ରଭାବ: ମମତାଙ୍କୁ ମିଳିଲା ଭତ୍ତା
କର୍ଲାମୁଣ୍ଡା,୨୩ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁର ମମତା ଭୋଇଙ୍କ ସ୍ବାମୀ ମାଡ୍ରାସ ଭୋଇ (୪୫) କୌଣସି ରୋଗରେ ଆକ୍ରାନ୍ତ ହୋଇ ଗତ ମାର୍ଚ୍ଚ ମାସରେ ମୃତ୍ୟୁବରଣ କରିଥିଲେ। ଏହାପରେ ମମତା ଦୁଇ...
Archives


