ଏମ୍ପି ପଦରୁ ଇସ୍ତଫା ଦେବେ ଭଗୱନ୍ତ
ନୂଆଦିଲ୍ଲୀ,୧୪।୩: ଏମ୍ପି ପଦରୁ ଇସ୍ତଫା ଦେବେ ଏଏପି ନେତା ଭଗୱନ୍ତ ମାନ। ପଞ୍ଜାବ ବିଧାନସଭା ନିର୍ବାଚନରେ ଏଏପି୍ର ବିପୁଳ ବିଜୟ ୧୬ ତାରିଖରେ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏମ୍ପି ପଦରୁ ଇସ୍ତଫା ଦେବା ନେଇ…
କବିତା ପଢ଼ିଲେ ଆରାଧ୍ୟା, ମା-ଜେଜେ ବାପାଙ୍କ ସହ ତୁଳନା କଲେ ପ୍ରଶଂସକ
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର କିଡ୍ଙ୍କ ମଧ୍ୟରୁ ଜଣେ। ମାତ୍ର ୧୦ ବର୍ଷ ବୟସରେ ତାଙ୍କର ଅନେକ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ଏବେ ସୋସିଆଲ ମିଡିଆରେ ଆରାଧ୍ୟାଙ୍କର ଏକ ଭିଡିଓ…
ମଇଁଷିପଲଙ୍କୁ ଦେଖି ଗଛରେ ଚଢ଼ିଗଲା ସିଂହ, ଭିଡିଓ ଦେଖିଲେ…
ଜଙ୍ଗଲର ରାଜା ଭାବରେ ସିଂହ ପରିଚିତ। ସିଂହକୁ ସମସ୍ତ ପଶୁପକ୍ଷୀ ଭୟ କରିଥାନ୍ତି। ମାତ୍ର ଜଙ୍ଗଲର ରାଜା ହୋଇ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଦେଖି ଭୟଭୀତ ହେବା ଆଶ୍ଚର୍ଯ୍ୟର କଥା। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହା…
ୟୁକ୍ରେନ ପ୍ରସଙ୍ଗରେ ବିବୃତି ରଖିବେ ଜୟଶଙ୍କର
ନୂଆଦିଲ୍ଲୀ,୧୪।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡା. ଏସ୍ ଜୟଶଙ୍କର ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ ପ୍ରସଙ୍ଗ ଉପରେ ବିବୃତି ରଖିବେ। ଭାଜପା ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସଂସଦୀୟ କାର୍ଯ୍ୟ…
ବୁଲେଟ୍ର ଚାବି ନ ଥାଇ ଏମିତି ଷ୍ଟାର୍ଟ କରିଦେଲେ ଚୋର: ପୋଲିସ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ଆଜିକାଲିର ଯୁବପିଢି ବୁଲେଟ୍ ଚଢିବାକୁ ପସନ୍ଦ କରୁଛନ୍ତି। ଦାମ୍ ଅଧିକ ରହୁଥିଲେ ମଧ୍ୟ ଯୁବକମାନେ ଏହି ଗାଡି କିଣିବାକୁ ଅଭିଭାବକଙ୍କ ନିକଟରେ ଅଡି ବସନ୍ତି। ଦାମ୍ ଅଧିକ ରହୁଥିବାରୁ ଚୋରମାନଙ୍କ ଆଖି ମଧ୍ୟ ଏହି ଗାଡି ଉପରେ ଥାଏ। ନିକଟରେ ବୁଲେଟ୍…
କିଡ୍ନୀ ସମସ୍ୟା ଓ ଡାଏଲିସିସ୍
ଆମମାନଙ୍କ ଜୀବନଯାତ୍ରା ଏବେ ଖୁବ୍ ପରିବର୍ତ୍ତିତ ହୋଇଗଲାଣି। ଫଳରେ ବଢ଼ି ବଢ଼ି ଚାଲିଛି ଡାଇବେଟିସ୍, ହୃଦ୍ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ଓ କ୍ରନିକ୍ କିଡ୍ନୀ ଡିଜିଜ୍ ବା ଦୀର୍ଘକାଳୀକ ବୃକ୍କ ରୋଗ। ୨୦୧୯ ମସିହାରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ପରିସଂଖ୍ୟାନ ଅନୁଯାୟୀ…
ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ
ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଟିମ୍ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। ଏ ନେଇ ଫ୍ରାଞ୍ଚାଇଜର ସିଇଓ କାଶି ବିଶ୍ୱନାଥନ ରବିବାର କହିଛନ୍ତି। ଦୁହେଁ…
ବିଜେଡି ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼
ବରୀ,୧୪ା୩(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାଥଶର୍ମାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଏନେଇ ଜ୍ୟୋତ୍ସ୍ନାରାଣୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ…
ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅମିକଙ୍କୁ ଜନ୍ବଦିନରେ ଏକ ଖାସ୍ ଉପହାର ମିଳିଛି। ଏହି ଉପହାରଟି ଦେଇଛନ୍ତି…
ରାତିସାରା ଷ୍ଟେଶନରେ ଶୋଉଛନ୍ତି ଯାତ୍ରୀ
କେନ୍ଦୁଝର,୧୪ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଏକ ଗରିବ ଓ ଆଦିବାସୀ ବହୁଳ ଜିଲା। ଜିଲାବାସୀ ବିଭିନ୍ନ ସ୍ଥାନକୁ ସ୍ବଳ୍ପ ଖର୍ଚ୍ଚରେ ଯିବା ଆସିବା ପାଇଁ ରେଳ ଉପରେ ଭରସା କରିଥାନ୍ତି। ମାତ୍ର କେନ୍ଦୁଝର ସହରରୁ ଗୋଟିଏ ମାତ୍ର ଟ୍ରେନ ଦୈନିକ ଚଳାଚଳ କରୁଛି। ତାହା…
ବାପ-ଝିଅଙ୍କୁ ଚାପିଦେଲା ଟ୍ରକ୍
ଖମାର,୧୪ା୩(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ୍ ଉପରେ ଟ୍ରକ୍ ଚଢ଼ି ଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ…
ଟିଏମ୍ସି କାଉନ୍ସିଲରଙ୍କୁ ଗୁଳି କରି ହତ୍ୟା
କୋଲକାତା,୧୪।୩: ତୃଣମୂଳ କଂଗ୍ରେସ (ଟିଏମ୍ସି) କାଉନସିଲରଙ୍କୁ ପଶ୍ଚିମବଙ୍ଗର ପାନିହାଟି ମ୍ୟୁନିସିପାଲିଟିରେ ଗୁଳି କରି ହତ୍ୟା କରାଯାଇଛି। ପୂରା ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଛି। ଏହାକୁ ଅଧାର କରି ଶୁଟରଙ୍କୁ ଚିହ୍ନଟ କରାଯିବା ସହ ଗିରଫ କରାଯାଇଛି। ପାନିହାଟି ମ୍ୟୁନିସିପାଲିଟି ୮ ନଂ…
Archives


