ଏଥର ପୂଜା ପାଇଲେ ସୁନା ଗଣେଶ
ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍ ଧୁମ୍ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଏଥର ମୁଟୁଙ୍ଗାରେ ଜିଏସ୍ବି ସେବା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ସୁନାର ଗଣେଶ…
ଆଜି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଭୋଗ ଲଗାନ୍ତୁ, ମିଳିବ ମହାବରଦାନ
ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ବହୁ ଧୂମ୍ଧାମ୍ ପାଳନ କରାଯାଉଛି। ପ୍ରଭୁ ଗଣେଶଙ୍କ ଆବାହନ ଲାଗି ଚାରିଆଡେ ଭିଡ ଜମିଛି। ତେବେ ରାଶି ଅନୁସାରେ ଗଣେଶଙ୍କୁ ଭୋଗ ଲଗାଇଲେ ମନସ୍କାମନା ପୂରଣ ହେବ ବୋଲି ବିଧି ଅଛି। ଜାଣନ୍ତୁ କେଉଁ…
ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି
ଆସିଯାଇଛି ପାର୍ବଣର ଋତୁ । ବିଗ୍ରହଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଜମେ ଉତ୍ସବର ମାହୋଲ । ତେବେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ନିର୍ମିତ ହେଉଥିବା ମୂର୍ତ୍ତି ନଦୀ ବା ସମୁଦ୍ରରେ ବିସର୍ଜନ କରିବା ପରେ ଏହାର…
ରାଶି ଅନୁଯାୟୀ ଗଣେଶଙ୍କ ପୂଜା
ମେଷ: ଏ ରାଶିର ବ୍ୟକ୍ତିମାନେ ନାଲିରଙ୍ଗର ଗଣେଶ ମୂର୍ତ୍ତି ପୂଜା କରି ଲଡୁ, ଗୁଡ଼ ଭୋଗ ଲଗାନ୍ତୁ। ବୃଷ: ଏ ରାଶିର ବ୍ୟକ୍ତି ଧଳା ରଙ୍ଗର ମୂର୍ତ୍ତି ପୂଜା କରି ମୋଦକ, ମିଶ୍ରି, ଲଡୁଭୋଗ ଲଗାନ୍ତୁ। ମିଥୁନ: ଏ ରାଶିର ବ୍ୟକ୍ତି…
ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ କାହିଁକି କରିଥିଲେ ବିବାହ ଜାଣନ୍ତୁ…
କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ। ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ। ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ। କିନ୍ତୁ ଦିନେ ତାଙ୍କର ବିବାହ ନ କରିବା ସଂକଳ୍ପ ଭାଙ୍ଗିଗଲା ଏବଂ ରିଦ୍ଧି,…
ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ
ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଗଣେଶଙ୍କର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ…
ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା
ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର ସବୁ ଚଳଚଞ୍ଚଳ ହୋଇପଡ଼ିଛି। ତେବେ ଗଣେଶ ଚତୁର୍ଥୀ ଆସିଲେ ପ୍ରଥମେ ମୁମ୍ବାଇର ଲାଲବାଗ ରାଜାଙ୍କ…
ଅଧିକ ଆୟ ସତ୍ତ୍ୱେ ପାଖରେ ରହୁନାହିଁ ଅର୍ଥ, ଏଥିରୁ ମୁକ୍ତି ଲାଗି କରନ୍ତୁ ଏପରି ପୂଜା
ଚଳିତବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଥିବାବେଳେ ଏହି ଦିନରେ ଘରେ ପୂଜାର୍ଚ୍ଚନା କରିବା ଫଳରେ ସୁଖଶାନ୍ତି ବଢ଼ିଥାଏ। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଆୟ ଅଧିକ ହୋଇଥିଲେ ମଧ୍ୟ ଘରେ ଅନେକ ସମୟରେ ଅର୍ଥର ଅଭାବ ରହିଥାଏ। ଗଣେଶ ଚତୁର୍ଥୀରେ…
ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ
ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଆର୍କେ ଷ୍ଟୁଡିଓରେ ଧୁମ୍ଧାମ୍ରେ ଗଣେଶ ପୂଜାର ଆୟୋଜନ…
ଏଥର ଇକୋ ଫ୍ରେଣ୍ଡ୍ଲୀ ଗଣେଶ
କୋଏମ୍ବାଟୁର,୨୮।୮: ଗଣେଶ ଚତୁର୍ଥୀ ଭାଦ୍ରବ ଶୁକ୍ଳପକ୍ଷରେ ପଡ଼ୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ବିଘ୍ନବିନାଶନଙ୍କ ପୂଜା ଆଉ କିଛି ଦିନ ବାକି ରହିଲା। ଏନେଇ ପଲ୍ଲୀଠୁଁ ସହର ସବୁ ଉତ୍ସବମୁଖର ହୋଇପଡ଼ିଛି। କାରିଗରମାନେ ଗଣେଶ ମୂର୍ତ୍ତି ତିଆରି…
ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି
ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ…

