ଜାଣନ୍ତି କାହିଁକି ରାତିରେ ଦେଖିବାକୁ ମିଳେ ଜୁଳୁଜୁଳିଆ ପୋକ
ରାତିରେ ଗଛଲତା ଏବଂ ଆଖପାଖରେ ଜୁଳୁଜୁଳିଆ ପୋକ ନିଶ୍ଚିତ ଦେଖିଥିବେ। ମାତ୍ର ଏହା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଦେଖାଯାଏ। କିନ୍ତୁ ଜାଣିଛନ୍ତି ଏହା ରାତିରେ କାହିଁକି ଜଳିଥାଏ ବୋଲି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହା...
ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା
ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବାପାଙ୍କୁ କନ୍ୟା ଓଜନର ବହି...
‘ପ୍ରେମ ହିଁ ଜୀବନ’: ସାଢ଼େ ୧୭ ଶହ ବର୍ଷର ବାର୍ତ୍ତା
ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି। ତେଣୁ ତ କୁହାଯାଇଥାଏ ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ଜୟ ପ୍ରକୃତ...
ମିଳିଲା କାର ଆକାରର କଇଁଛ ଜୀବାଶ୍ମ
ଓ୍ବାଶିଂଟନ, ୧୩।୨: ଦକ୍ଷିଣ ଆମେରିକାରେ ଏକ କଇଁଛର ଜୀବାଶ୍ମ ମିଳିଛି। ଏହାର ଆକାର ଏକ ବଡ଼ କାର ସଦୃଶ। କଲମ୍ବିଆର ତାତାକୋଆ ମରୁଭୂମିରୁ ଏହି ଜୀବାଶ୍ମ ମିଳିଛି। ଏଭଳି ପ୍ରଜାତିର କଇଁଛ କୋଟିଏ ୩୦ ଲକ୍ଷ ବର୍ଷ ତଳେ ପୃଥିବୀ...
୩୨ଦିନ ମୃତ୍ୟୁ ସହ ଛକାପଞ୍ଝା
ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ପ୍ରଶାନ୍ତ ମହାସାଗରରେ। ମୃତ୍ୟୁପଞ୍ଝାରୁ ବଞ୍ଚତ୍ୟାଇଥିବା ପାପୁଆ...
ରୋନାଲଡୋଙ୍କ ପେପର ଷ୍ଟାଚ୍ୟୁ, ଚାରି ମହଲା କୋଠା ସହ ସମାନ
କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ ଏକ ପେପର ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି। ଏହି ଷ୍ଟାଚ୍ୟୁ ୪ ମହଲା ବିଶିଷ୍ଟ...
ରିୟଲ ଲାଇଫ୍ ସ୍ପାଇଡର ମ୍ୟାନ
ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର କୂଳରେ ଜମା ହୋଇଥିବା ଆବର୍ଜନା ସଫା କରିବା କାମରେ ଲାଗି ପଡିଛନ୍ତି। ଏହାର...
ମଣିଷଙ୍କୁ ଅମର କରୁଥିବା ଯୀଶୁଙ୍କ ହୋଲି ଗ୍ରୀଲ୍ ଏବେ କେଉଁଠି ?
ରୋମ୍,୧୨।୨: ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ହୋଲି ଗ୍ରୀଲ୍ ଏବେ କେଉଁଠି ରହିଛି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ ବ୍ୟବହାର କରୁଥିଲେ। ଏହାକୁ ମଣିଷ ବ୍ୟବହାର କଲେ ଅମରତ୍ୱ ଲାଭ ହୋଇଥାଏ ବୋଲି...
୩ ହରିଣଙ୍କୁ ଲିଭିଂ ରୁମ୍କୁ ଡାକି ୩୯୦୦୦ ଜରିମାନା ଗଣିଲେ ମହିଳା
ଓ୍ବାଶିଂଟନ୍,୧୨ା୨: ଆମେରିକାର କଲରାଡୋରେ ରହୁଥିବା ଜଣେ ମହିଳା ୩ ହରିଣଙ୍କୁ ଲିଭିଂ ରୁମ୍କୁ ଡାକି ଜରିମାନା ଗଣିଛନ୍ତି। ମହିଳା ଜଣଙ୍କ ହରିଣଙ୍କୁ ଦେଖି ବିଭୋର ହୋଇଯାଇଥିଲେ। ହରିଣଗୁଡ଼ିକୁ ଘରକୁ ଆଣି ତାଙ୍କୁ ବ୍ରେଡ୍ ଏବଂ ଫଳ ଖାଇବାକୁ ଦେଇଥିଲେ। ଭୋକିଲା...
୧୨ କୋଟି ଟଙ୍କାର ଲଟେରୀ ଜିଣିଲେ ଦିନ ମଜୁରିଆ
କନ୍ନୁର,୧୨।୨: କେରଳର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସେ ୧୨ କୋଟି ଟଙ୍କାର ଲଟେରୀ ଜିଣିଛନ୍ତି। ସ୍ଥାନୀୟ କନ୍ନୁରର ଥୋଲାମ୍ବ୍ରାସ୍ଥିତ ପୁରାଲିମାଲା କାଥାଚାଲ୍ କୁରିଚୟା କଲୋନୀରେ ବାସକରୁଥିବା ୫୮ ବର୍ଷ ବୟସ୍କ ପେରୁନ୍ନନ୍ ରାଜନ ଏହି...
କିସ୍ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍
ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍ ଡେ’ ଅର୍ଥାତ୍ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ...
ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି
ଏଥେନ୍ସ୍,୧୨।୨: ଗୀସ୍ର ଏଥେନ୍ସ୍ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା। ଏଥିରେ ଅନ୍ୟକୁ କିିଭଳି ଅଭିଶପ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ତତ୍କାଳୀନ ଗ୍ରୀସ୍ ସମାଜରେ...
Archives


