ଜାତୀୟ ବିଜ୍ଞାନ ଦିବସ: ବିଜ୍ଞାନର ବିକାଶରେ ଦେଶର ବିକାଶ ସମ୍ଭବ
ଭାରତରେ ପ୍ରତିବର୍ଷ ୨୮ ଫେବୃୟାରୀରେ ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟତଃ ରମଣ ଇଫେକ୍ଟ ବା...
ଗିଟାର ଆକୃତିର ହୋଟେଲ: ରାତିଏ ରହିଲେ ଦେବାକୁ ପଡ଼େ…
ଓ୍ବାଶିଂଟନ: ବିଭିନ୍ନ ପ୍ରକାର ହୋଟେଲ ଦେଖିଥିବେ। ମାତ୍ର ଗିଟାର ଆକୃତିର ହୋଟେଲ କେବେ ଦେଖିଛନ୍ତି। ଏପରି ହୋଟେଲ ଆମେରିକାର ଫ୍ଲୋରିଡ଼ାର ହଲିଉଡ୍ରେ ରହିଛି। ୩୨ ମହଲା କୋଠା ବିଶିଷ୍ଟ ଏହି ହୋଟେଲଟି ୪୫୦ଫୁଟ ଉଚ୍ଚର ହୋଇଥିବା ବେଳେ ଏଥିରେ ୬୩୮ଟି...
ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା: ପ୍ରଥମ ମହିଳା ଭାବେ ଭାଗ ନେବେ ନିକୋଲା
ରିୟାଦ: ସାଉଦି ଆରବରେ ୨୯ ଫେବୃୟାରୀରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ପୁରସ୍କାର ରାଶି ରହିଛି ୧୪୩ କୋଟି ଟଙ୍କା। ବିଜେତାଙ୍କୁ ୭୨ କୋଟି, ରନର୍ସଅପ୍ଙ୍କୁ ୨୫ କୋଟି ମିଳିବ। ଖାଲି...
ବିମାନରେ ସ୍ଲିପିଂ ପ୍ୟାଡ୍: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ
ଅକଲ୍ୟାଣ୍ଡ୍: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି। ବୁଧବାର ବିମାନ କମ୍ପାନୀ ପେଣ୍ଟେଟ୍ ଏବଂ ଟ୍ରେଡ୍ମାର୍କ ପାଇଁ ଆବେଦନ କରାଯାଇଛି। ୩...
ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ, ଏକାଥରକେ ବସି ଖାଇବେ…
କୋଲକାତା: ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେଶନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି। ଏହାର ନାମ ‘ରେଷ୍ଟୁରାଣ୍ଟ ଅନ୍ ହ୍ବିଲ୍ସ’ରଖାଯାଇଛି। ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍କୁ ମିଶାଇ...
୮ ବର୍ଷ ପରେ ବିବାହ ମେସେଜର ଉତ୍ତର ଦେଲେ ଯୁବକ: କହିଲେ ଫୋନ୍ ଅପଡେଟ୍ ହେଉଥିଲା
ଅଷ୍ଟ୍ରେଲିଆର ୩୬ ବର୍ଷୀୟା ମହିଳା ଜେନିଫର ସେଲି ଏବେ ସୋସିଆଲ ମିଡିଆରେ ଏକ ସ୍କ୍ରିନ୍ ସଟ୍ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ସ୍କ୍ରିନ ସଟ୍ ସହ ମହିଳା ଜଣକ ବେଶ୍ ଖୁସିଥିବା ଦର୍ଶାଇଛନ୍ତି। ଜେନିଫର ତାଙ୍କ...
ନୁହେଁ ଆମେ ହିନ୍ଦୁ ଅବା ମୁସଲମାନ୍: ହିନ୍ଦୁସ୍ତାନୀ ଆମେ ଦେଶ ଆମ ହିନ୍ଦୁସ୍ତାନ
ଆମେଠି,୨୭।୨: ଦେଶରେ ହିନ୍ଦୁ-ମୁସଲମାନ୍ ନେଇ ହିଂସା ଘଟୁଥିବାବେଳେ ଉତ୍ତରପ୍ରଦେଶ ଆମେଠିର ପିଢ଼ି ଗାଁରେ ଭାଇଚାରାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ବାଲ୍ୟ ବନ୍ଧୁ କୃଷ୍ଣଦତ୍ତ ତିଓ୍ବାରି ଏବଂ ବକରିଦି। ୮୨ ବର୍ଷ ବୟସ୍କ ବକରିଦି ସ୍ଥାନୀୟ ମଦ୍ରାସାରେ ଶିକ୍ଷାଦାନ...
୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ
ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍ବିଏ ପଢ଼ି ସେ ଚାକିରି କରିଥିଲେ। ତେବେ ଏହା ତାଙ୍କୁ ଆତ୍ମସନ୍ତୋଷ ଦେଇ ନ...
ଅକ୍ସିଜେନ୍ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ
ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି, ବରେଲିର ଦଶମ ଶ୍ରେଣୀ ଛାତ୍ରୀ ସାଫିଆ ଜାଭେଦ୍।୧୬ ବର୍ଷୀୟା ସାଫିଆ ଦୀର୍ଘ ୫...
ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍ଜିଓ
ବିଶ୍ୱ ଏନ୍ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍ସିଲ ଅଫ୍ ବାଲ୍ଟିକ ସି ଷ୍ଟେଟ୍ସ (ସିବିଏସ୍ଏସ୍)ର ୯ମ ବାଲ୍ଟିକ ସି ଏନ୍ଜିଓ ଫୋରମ୍ର ୧୨ ସଦସ୍ୟ ରାଷ୍ଟ୍ର ଦ୍ୱାରା ସରକାରୀ ସ୍ତରରେ ଏପ୍ରିଲ ୨୦୧୨ରେ ଏହି...
ଡେଜର୍ଟ ଗାର୍ଡେନ
ଆଡେନ: ବଦଳୁଛି ଗାର୍ଡେନିଂର ଟ୍ରେଣ୍ଡ। ରୁଫ୍ ଗାର୍ଡେନ, କିଚେନ ଗାର୍ଡେନ ପରେ ଏହି ଧାରାରେ ଯୋଡ଼ି ହୋଇଛି ‘ଡେଜର୍ଟ ଗାର୍ଡେନ’। ଏପରି ବଗିଚା ମରୁଭୂମିରେ ଫସଲ ଉତ୍ପାଦନକୁ ଆହୁରି ସହଜ କରିଦେବ। ‘ଡେଜର୍ଟ ଗାର୍ଡେନ’ ପରିକଳ୍ପନା ପଛରେ ରହିଛି ଶରଣାର୍ଥୀ...
ଯଜ୍ଞରେ ଆହୁତି ଦେଲେ ମୁସଲମାନ୍ ମହିଳା ସରପଞ୍ଚ
ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି ଦେଇ ସାମ୍ପ୍ରଦାୟିକ ସଦ୍ଭାବର ଊଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ସରଗାପୁରର ଟିକମଗଡ଼ ଅଞ୍ଚଳର...
Archives


