୧୨୬ ବର୍ଷ ପରେ ନଡ଼ିଆ ଗଛରେ ଆସିଲା ଫଳ
ନୂଆଦିଲ୍ଲୀ,୮।୩ : ଭାରତର ଏକ ମାତ୍ର ନଡ଼ିଆ ଗଛ ‘ଲୋଡୋସିଆ ମାଲଦିବିକା’ରେ ୧୨୬ ବର୍ଷ ପରେ ଫଳ ଆସିଛି। ଏଥିରୁ ୨ଟି ନଡ଼ିଆ ତୋଳା ଯାଇଛି। ଗୋଟିଏ ନଡ଼ିଆର ଓଜନ ସାଢ଼େ ୮ କିଲୋଗ୍ରାମ୍ ଥିବାବେଳେ ଅନ୍ୟଟି ୧୮ କିଲୋଗ୍ରାମ୍...
ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ
ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ। ଏମାନେ ଏସବୁ ଫୁଲ ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ...
ମହୁମାଛିର ବି ରହିଛି ଗଣିତ ଜ୍ଞାନ
ବର୍ଲିନ୍,୮।୩: ମହୁମାଛିର ବି ଗଣିତ ଜ୍ଞାନ ରହିଛି। ଦୁଇଟି ସଂଖ୍ୟା ମଧ୍ୟରେ କେଉଁଟି ବଡ଼ ଏବଂ କିଏ ସାନ ତାହା ମହୁମାଛି ଜାଣିପାରିଥାଏ। ଏନେଇ ଜର୍ମାନୀର କୋଲୋଜେନ୍ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମହୁମାଛି...
ସଫାରି ପାର୍କରେ ଡାଇନୋସରସ୍ ମେଳରେ ବୁଲିବେ ଲୋକେ !
ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ସ୍କଟଲାଣ୍ଡର ଏକ ସଫାରି ପାର୍କରେ ବିଭିନ୍ନ ପ୍ରଜାତିର ଡାଇନୋସରସ୍ଙ୍କ ପ୍ରତିକୃତି ସ୍ଥାପନ...
୮୭ ବର୍ଷୀୟ କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଖାଇଲେ ସୂର୍ଯ୍ୟାସ୍ତ ଦୃଶ୍ୟ, ଫଟୋ ଭାଇରାଲ
ବେଜିଂ,୮ା୩: ଚାଇନାର ଉହାନ ସହର କରୋନା ଭାଇରସ୍ରେ ଅଧିକ ପ୍ରଭାବିତ। ପ୍ରାୟ ୮୦ ହଜାର ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଉହାନ୍ ୟୁନି ହସ୍ପିଟାଲରେ ଏକ ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ଏହି ଦୃଶ୍ୟଟି ସୋସିଆଲ...
ଇଏ କ’ଣ ବିଲେଇ!
ବିଲେଇ ଅନେକଙ୍କୁ ପସନ୍ଦ। ଏହି ସୁନ୍ଦର ବିଲେଇଙ୍କ ଫଟୋ ସବୁକୁ ଦେଖି ବି ଆପଣଙ୍କୁ ଭାରି ଖୁସି ଲାଗୁଥିବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ସତ ବିଲେଇ ନୁହେଁ। ବରଂ ସତସତିକା ବିଲେଇ ପରି ଲାଗୁଥିଲେ ହେଁ...
ଗୋଲ୍ଡଫିଡ୍ ପାହାଡ଼ରେ କାର୍ ଚାଷ
ଗାଁ ହେଉକି ସହର, ଭାରତର ଯେକୌଣସି ସ୍ଥାନକୁ ଗଲେ ସବୁଜ କ୍ଷେତ ଦେଖିବାକୁ ମିଳେ। ପ୍ରତ୍ୟେକ ସ୍ଥାନ ନିଜର କିଛି ଖାସ୍ ଉତ୍ପାଦନ ପାଇଁ ବି ପ୍ରସିଦ୍ଧ ଥାଏ। ଯେମିତିକି ନାଗପୁର କମଳା ପାଇଁ ତ ଉତ୍ତର ପ୍ରଦେଶ ଆମ୍ବଚାଷ...
ଜଳଚର ‘ସ୍ପିନୋସର’
ଡାଇନୋସରକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି ବ୍ରାଜିଲ୍ର ଗବେଷକମାନେ। ସେମାନେ କହିଛନ୍ତି ଯେ, ଡାଇନୋସର କେବଳ ଏକ ସ୍ଥଳଚର ପ୍ରାଣୀ ନ ଥିଲା। ସେଗୁଡ଼ିକ ଭିତରୁ ଏମିତି କିଛି ପ୍ରଜାତି ଥିଲେ, ଯେଉଁଗୁଡ଼ିକ ଉଭୟ ସ୍ଥଳଚର ଓ...
ସମୁଦ୍ର ସଫେଇ ଅଭିଯାନରେ ଯୁବକ
ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ ଡଚ୍ ବୈଜ୍ଞାନିକ ବୋୟାନ୍ ସ୍ଲଟ୍ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ...
ସବୁଠୁ ଛୋଟ ମୋଟର ବାଇକ: ଉଚ୍ଚତା ୨.୫ ଇଞ୍ଚ, ଓଜନ ମାତ୍ର ୧.୦୮ କି.ଗ୍ରା.
ଆଜିକାଲି ଘରେ ଘରେ ବାଇକ ଅଛି। ହେଲେ ଆମେ ଏଠି ଯେଉଁ ବାଇକ କଥା କହୁଛୁ ତାକୁ କେହି କେବେ ଦେଖି ନ ଥିବେ। ଆଉ ଦେଖିଲେ ଆଶ୍ଚର୍ଯ୍ୟ ନିହାତି ହୋଇଯିବେ। କାରଣ ଏହା ହାତପାପୁଲିରେ ରହିଯାଏ। ହେଲେ ଏହା...
ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର
କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି ଭଙ୍ଗା ଫଟା। କିନ୍ତୁ ବାସ୍ତବରେ ସେଇୟା ନୁହେଁ। ଭଙ୍ଗା ଦେଖାଯାଉଥିଲେ ହେଁ ଏସବୁ...
ରୋଜଗାର ଟଙ୍କାରେ ନିଜ ଖର୍ଚ୍ଚ ତୁଲାଉଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମା
ଶ୍ରୀକ୍ଷେତ୍ର ପୁରୀରେ ମୋର ଜନ୍ମ। ଏଠାରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଜାମ୍ସେଦ୍ପୁରରେ ଯାଇ ପଢିଥିଲି। ପାଠପଢ଼ା ମୋର ଏଯାଏଁ ବି ସରିନି। ବର୍ତ୍ତମାନ ମୋର ଲ’ ପ୍ରାକ୍ଟିସ୍ ଚାଲିଛି। ପାଠପଢ଼ା ସହିତ ମାତ୍ର ୪ବର୍ଷ ବୟସରୁ ମୁଁ ଓଡ଼ିଶୀ...
Archives


