ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ
ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଲୋକମାନେ ନିଆରା ଢ଼ଙ୍ଗ ଆପଣାଇଛନ୍ତି। ଗରମ ଦାଉରୁ ରକ୍ଷା...
୧୨୦୦୦ କିଲୋମିଟର ଉଡ଼ିଲା କୋଇଲି, ଚକିତ ହେଲେ ବୈଜ୍ଞାନିକ
ଓ୍ବାଲର୍ଡ ଲାଇଫ୍ ସାଇନ୍ସ ଆଣ୍ଡ୍ କଞ୍ଜରଭେଶନ ସେଣ୍ଟର ଏବଂ ବ୍ରିଟିଶ ଟ୍ରଷ୍ଟ୍ ଅଫ୍ ଅର୍ନିଥୋଲୋଜି ମିଳିତ ଭାବେ ମଙ୍ଗୋଲିୟନ ବୈଜ୍ଞାନିକ ୨୦ରୁ ଅଧିକ ପକ୍ଷୀଙ୍କ ଉପରେ ପରୀକ୍ଷା କରିଥିଲେ। ସେମାନଙ୍କ ଗତିବିଧି ଏବଂ ଦିନଚର୍ଯ୍ୟା ସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ...
ଭିକ ମାଗୁଥିବା ଝିଅ ପ୍ରେମରେ ପଡିଲେ ଖାଦ୍ୟ ବାଣ୍ଟୁଥିବା ଯୁବକ
କରୋନା ଯୋଗୁ ଏବେ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି କାରଣରୁ ଅନେକ ବିବାହ କାର୍ଯ୍ୟ ସ୍ଥଗିତ କରିବାକୁ ପଡିଛି। ଅନ୍ୟପକ୍ଷରେ, କାନପୁରର ବାସିନ୍ଦା ଅନିଲ ଏବଂ ନୀଲମଙ୍କ କରୋନା ବେଳେ ସାତ ଜନ୍ମ ପାଇଁ ଏକାଠି ହୋଇପାରିଛନ୍ତି। ବର୍ତ୍ତମାନ...
ରେଡିମେଡ୍ ପୋଷାକ ଟ୍ରାଏଲ୍ କରିପାରିବେନି ଗ୍ରାହକ: ପୋଷାକକୁ କରାଯିବ କ୍ୱାରାଣ୍ଟାଇନ
ଇନ୍ଦୋର,୨୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଆର୍ଥିକ ସ୍ଥିତିରେ ସୁଧାର ଅଣାଯିବା ଲାଗି ଧୀରେଧୀରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା ଉପରେ ସସର୍ତ୍ତ କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି। ମଧ୍ୟପ୍ରଦେଶ ଇନ୍ଦୋରରେ ରେଡିମେଡ୍ ପୋଷାକ...
ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍ କଲେ ଗୋଟିଏ ପରିବାରର ୪ ସଦସ୍ୟ
ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏହାପରେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଧନୀ...
୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା
ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ କରାଯାଇଛି। ତେବେ ଏହା ନେପାଳ ଦ୍ୱାରା ହୋଇଥିବା ମାପ ଠାରୁ ୩.୭ ମିଟର...
ଲକ୍ଡାଉନ୍ ବିବାହ: ବର ଘରେ ପହଞ୍ଚିଲେ କନ୍ୟା, ଭିଡିଓ କଲ୍ରେ ମାତାପିତା ଦେଲେ ବିଦାୟ
କେରଳରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ବିଗ୍ନେଶ କେ.ଏମ ଏବଂ ଅଞ୍ଜଳି ରଞ୍ଜିଥ ପ୍ରାୟ ବର୍ଷେ ହେବ ବିବାହ ଯୋଜନା କରିଥିଲେ। କିନ୍ତୁ କରୋନା ଯୋଗୁ ତାଙ୍କ ସବୁ ଯୋଜନା ଫେଲ୍ ମାରିଥିଲା। କିନ୍ତୁ ଉଭୟ ନିର୍ଦ୍ଧାରିତ ତାରିଖରେ...
ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଏହି ପରିବା ଦୋକାନ
ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଥିବା ଏକ ପରିବା ଦୋକାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଠାରେ ଥିବା ଏକ ପରିବା ଦୋନ ଆଗରେ ଏକ ବୋର୍ଡ ରଖାଯାଇଛି। ଯେଉଁଥିଲେ ଲେଖାଯାଇଛି, ଯଦି ସମ୍ଭବ କିଣନ୍ତୁ, ନଚେତ୍ ମାଗଣାରେ ନେଇଯାନ୍ତୁ। ଏହି...
୧୨ଶହ କିଲୋମିଟର ସାଇକେଲ ଚଳାଇ ଅସୁସ୍ଥ ପିତାଙ୍କୁ ଘରେ ପହଞ୍ଚାଇଥିବା ଜ୍ୟୋତିଙ୍କ ଉପରେ ନିର୍ମାଣ କରାଯିବ ଫିଲ୍ମ !
ପାଟନା,୨୮।୫: କରୋନା ମହାମାରୀକୁ ନେଇ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ନିଜ ଅସୁସ୍ଥ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ଦୀର୍ଘ ୧୨୦୦ କିଲୋମିଟର ସାଇକେଲରେ ବସାଇ ବିହାରର ଦରଭଙ୍ଗାରେ ପହଞ୍ଚିଥିଲେ ୧୫ ବର୍ଷର ବାଳିକା ଜ୍ୟୋତି। ଏବେ ଜ୍ୟୋତିଙ୍କ କାହାଣୀକୁ ନେଇ...
ଆମ୍ବ କିଲୋ ୩ ଲକ୍ଷ ଟଙ୍କା
ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ ଅଛି ଯାହାର ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତାଇୟୋ ନୋ ତାମାଗେ(ଏଗ୍...
ଦୁର୍ଦ୍ଦିନରେ ସୁନ୍ଦରବନର ‘ବାଘ ବିଧବା’
ଗୋସାବା(ପଶ୍ଚିମବଙ୍ଗ): ସୁନ୍ଦରବନର ‘ବାଘ ବିଧବା’ଙ୍କ ଦୁଃଖ କହିଲେ ନ ସରେ। ସ୍ବାମୀଙ୍କୁ ବାଘ ମାରିବା ପରେ ‘ଅମ୍ଫନ୍’ ବାତ୍ୟା ସେମାନଙ୍କୁ ସର୍ବସ୍ବାନ୍ତ କରିପକାଇଛି। ମଞ୍ଜୁଲା ସର୍ଦ୍ଦାର (୪୫) ନାମକ ଜଣେ ବିଧବା ମହିଳାଙ୍କ ଦୁଃଖ କହିଲେ ନ ସରେ। ତାଙ୍କ...
ପ୍ରବାସୀ ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ କଲେ କୃଷକ
ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି। କୌଣସି ମଣିଷର ଅସୁବିଧା ଦେଖିଲେ ଏହି ବ୍ୟକ୍ତିମାନେ ଆଦୌ ରହିପାରନ୍ତି ନାହିଁ । ମାନବିକତା ପଦର୍ଶନ କରି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ହାତ ବଢ଼ାଇଥାନ୍ତି। ଏମିତି ଜଣେ...
Archives


