ହିନ୍ଦୁ, ମୁସଲିମ ନା ଇସାଇ…ଜାଣନ୍ତୁ ଦୁନିଆର କେଉଁ ଧର୍ମର ବ୍ୟକ୍ତି Super Billionaires, ଲିଷ୍ଟ ଦେଖିଲେ ଚମକି ପଡିବେ…
ସାରା ବିଶ୍ୱରେ ଏପରି ୨୪ଜଣ ଲୋକ ଅଛନ୍ତି ଯେଉଁମାନଙ୍କୁ Super Billionaires କୁହାଯାଏ। ଆପଣ ଏହି ଲୋକଙ୍କୁ ଧନୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ ବୋଲି ବିବେଚନା କରିପାରିବେ। ଏହି ୨୪ ଜଣଙ୍କ ମଧ୍ୟରେ ଭାରତର ଦୁଇ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀ…
ନୂଆ ବୁଲେଟ୍ ଉପହାର ଦେଇ ସରପ୍ରାଇଜ୍ ଦେଲେ ପତ୍ନୀ; ଭୋ ଭୋ ହୋଇ କାନ୍ଦି ପକାଇଲେ ବ୍ୟକ୍ତି; ଭାବବିହ୍ବଳ କରୁଛି Video
ସରପ୍ରାଇଜ୍ କାହାକୁ ବା ନାପସନ୍ଦ। କାରଣ ଏଥିରେ ଯେକୌଣସି ବ୍ୟକ୍ତିଙ୍କ ମୁହଁରେ ହସ ଚାଲି ଆସିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଙ୍କଠାରୁ ମିଳିଥିବା ସରପ୍ରାଇଜ୍ ଭେଟିକୁ ପାଇ ସ୍ବାମୀ ଯେଉଁଭଳି ଭାବେ ପ୍ରତିକ୍ରିୟା…
ସତ ହୋଇଗଲା Baba Vangaଙ୍କ ଭବିଷ୍ୟବାଣୀ! ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଏ ଭୂକମ୍ପରେ ଥରିଲା ପୃଥିବୀ, ଆଗକୁ ଅଛି ଭୟଙ୍କର ତାଣ୍ଡବ…
Baba Vanga ବାଲ୍ୟକାଳରେ ଦୃଷ୍ଟିଶକ୍ତି ହରାଇଥିବା ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ ଅନେକ ଘଟଣାର ଭବିଷ୍ୟବାଣୀ କରିଥିଲେ। ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସଠିକ ପ୍ରମାଣିତ ହୋଇଛି। ସେ ୨୦୨୫ ବର୍ଷ ପାଇଁ କିଛି ଭୟଙ୍କର ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଗତ…
କାହିଁକି ମନ୍ଦିର-ମସଜିଦର ଉପରିଭାଗ ଗୋଲାକାର? ୯୯% ଲୋକ ଜାଣି ନ ଥିବେ କାରଣ
ପ୍ରାୟତଃ ଆପଣ ମନ୍ଦିରର ଉପରିଭାଗ ବା ଛାତ ଗୋଲାକାର ବୋଲି ଦେଖିଥିବେ। କେବଳ ମନ୍ଦିର ନୁହେଁ ମସଜିଦର ମଧ୍ୟ ଉପରିଭାଗ ଗୋଲାକାର। କିନ୍ତୁ ସବୁ ଧାର୍ମିକ ସ୍ଥଳଗୁଡ଼ିକର ଛାତ ଗମ୍ବୁଜ ବା ଗୋଲାକାର ଆକୃତିର କାହିଁକି? ଅନେକ ଲୋକ ଜାଣି ନ…
ଦକ୍ଷିଣ ଭାରତରେ ହୋଲିର ରହିଛି ଭିନ୍ନ ଭିନ୍ନ ନାମ
ହିନ୍ଦୀ ଭାଷା ଭାଷି ଅଞ୍ଚଳରେ ହୋଲିକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ସମସ୍ତେ ରଙ୍ଗରେ ଭିଜି ଯାଆନ୍ତି। କିନ୍ତୁ ଏହି ବିବିଧ ଦେଶର ଦକ୍ଷିଣରେ ରଙ୍ଗର ପର୍ବକୁ ମଧ୍ୟ ମହା ଆଡମ୍ବରରେ ପାଳନ କରାଯାଏ। କର୍ନାଟକର ହାମ୍ପି ଏବଂ ଉଡୁପିରେ…
ଇଏ କେଉଁ ଶୋ’ ରୁମ୍ ନୁହେଁ, ଜଣେ ଯୁବକ ଚୋରି କରିଥିବା ବାଇକ୍, କାମ କଲାନି ପୋଲିସ ମୁଣ୍ଡ
ଭୋପାଳ,୨୮ା୨: ଆନ୍ଧ୍ରପ୍ରଦେଶ ପୋଲିସ ଜଣେ ଚତୁର ଚୋରକୁ ଧରିଛି। ଯିଏ ତିନି ବର୍ଷ ମଧ୍ୟରେ ୧୦୦ଟି ବାଇକ୍ ଚୋରି କରିଥିଲେ। କେଆର ପୁରମ ପୋଲିସ ୧୦୦ଟି ବାଇକ୍ ଚୋରି କରିଥିବା ଜଣେ ଚୋରଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ…
ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଦୈନନ୍ଦିନ ଜୀବନରେ କିଛି ଜିନିଷ ମଣିଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେପରି ପ୍ରତ୍ୟେକ ବ୍ୟକ୍ତି ସକାଳେ ଉଠିବା ସମୟରେ ବ୍ରଶ ନିହାତି ଆବଶ୍ୟକ। ସେହିପରି ଗାଧୋଇବା ସମୟରେ ତଉଲିଆ ଏବଂ ଡ୍ରେସ୍ ପିନ୍ଧିବା ପୂର୍ବରୁ ଅନ୍ତଃବସ୍ତ୍ର ବ୍ୟବହାର କରାଯାଏ। କିନ୍ତୁ ରୁଷିଆରେ…
କାହିଁକି ସବୁବେଳେ ତଳେ ଶୋଇପଡ଼ନ୍ତି ଏଲୋନ ମସ୍କ
ଓ୍ବାଶିଂଟନ: ଏଲୋନ ମସ୍କ କେବଳ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ବ୍ୟକ୍ତିତ୍ୱ ଯିଏ ସବୁବେଳେ ତାଙ୍କ କଥା ଯୋଗୁଁ ଖବର ଏବଂ ବିବାଦରେ ରହିଥାନ୍ତି। ଆଜିକାଲି ଆମେରିକାରେ ତାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସେ ଯାହା…
‘ସେପ୍ଟେମ୍ବର ସୁଦ୍ଧା ବିବାହ ନ କଲେ ଯିବ ଚାକିରି’, ଅବିବାହିତଙ୍କୁ ଏମିତି ଅଜବ ନିର୍ଦ୍ଦେଶ ଦେଲା କମ୍ପାନୀ
ଆପଣ କେବେ ଭାବି ନଥିବେ ଯେ ଚାକିରି ପାଇଁ ବିବାହ କରିବା ବାଧ୍ୟତାମୂଳକ, ଆଜ୍ଞା ହଁ ଚାଇନାର ଏକ କମ୍ପାନୀ ଏପରି କରିଛି। କମ୍ପାନୀ ଅବିବାହିତ ଏବଂ ଛାଡପତ୍ର ପାଇଥିବା କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ସେମାନଙ୍କୁ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚନ୍ଦନଧାରା ଶୈବପୀଠ, ଆହୁରି ରହିଛି ବିକାଶର ଆବଶ୍ୟକତା
ଝରିଗାଁ,୨୭ା୨(କିଶୋର ଚନ୍ଦ୍ର ମଣ୍ଡଳ): ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ଓ ସମ୍ଭାବନାର ଅଭାବ ନାହିଁ। ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଆସିବେ ସେଥିପାଇଁ ସ୍ଥାନୀୟ ତଥା ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଦରକାର। ଖାସକରି ଅଧିକ ପର୍ଯ୍ୟଟକ ଆସିଲେ ହିଁ ପର୍ଯ୍ୟଟନ…
IIT ବାବାଙ୍କଠାରୁ ମୋନାଲିସାଙ୍କ ପର୍ଯ୍ୟନ୍ତ… କାହାକୁ ମିଳିଲା ଫିଲ୍ମ ଅଫର ତ କାହାକୁ ଟିଭି ଶୋ’, କିଏ ସେହି କୁମ୍ଭମେଳାର ଚର୍ଚ୍ଚିତ ଚେହେରା
ପ୍ରୟାଗରାଜ,୨୭।୨: ଶେଷ ହୋଇଛି ମହାକୁମ୍ଭ ୨୦୨୫। ହେଲେ ଏହାକୁ ନେଇ ଥମିନି ଆଲୋଚନା। ମହାକୁମ୍ଭରେ ସୋସିଆଲ ମିଡିଆ ମଧ୍ୟ ଚମତ୍କାର କରିଥିଲା। ଏଥର ମହାକୁମ୍ଭରେ ହର୍ଷ ରିଚାରିଆ, ଆଇଆଇଟିଆନ ବାବା, ମୋନାଲିସା, ଆକାଶ ଯାଦବ, ଚାଇ ୱାଲା, ଟୋଙ୍ଗସ ୱାଲେ ବାବାଙ୍କ…
Reels ପାଇଁ ଏକ ନୂଆ App ଲଞ୍ଚ କରିପାରେ Instagram: ରିପୋର୍ଟ
ନୂଆଦିଲ୍ଲୀ,୨୭।୨: Instagram ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଦମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା କହିଛନ୍ତି। ମେଟା-ମାଲିକାନାଧୀନ କମ୍ପାନୀ ଯୁକ୍ତରାଷ୍ଟ୍ରରେ TikTok ର ଅନିଶ୍ଚିତ…
Archives


