ଗୋଟିଏ ଦିନରେ ତିଆରି କଲେ ଏତିକି ପ୍ୟାନ୍କେକ୍, ଗିନିଜ ବୁକ୍ରେ କଲେ ରେକର୍ଡ
ଆମେରିକାର ଲୋଓ୍ବା ସହରରେ ଏମିତି ପ୍ୟାନ୍ କେକ୍ ତିଆରି କରାଯାଇଛି, ଯେଉଁଥିପାଇଁ ଗିନିଜ ବୁକ୍ରେ ରେକର୍ଡ ସୃଷ୍ଟି ହୋଇଛି। ସହରରେ ବାର୍ଷିକ ପ୍ୟାନ୍କେକ୍ ଦିବସ ସମାରୋହରେ ପ୍ରାୟ ୧୪,୨୮୦ ପ୍ୟାନ୍କେକ୍ କରି ପରଷିଛନ୍ତି। ଏଥିପାଇଁ ସମସ୍ତ ସାମଗ୍ରୀ ଦାନ କରିଥିଲେ ଚେନ୍-ହାଇ-ଓ୍ବି।…
ରେଷ୍ଟୁରାଣ୍ଟରେ ଡିନର ଅର୍ଡର କଲେ ଯୁବକ, ଏକାଥରକେ ବ୍ୟାଙ୍କ ଆକାଉଣ୍ଟ ହୋଇଗଲା ଖାଲି; ଜାଣିଲେ…
ରେଷ୍ଟୁରାଣ୍ଟରେ ଡିନର ଅର୍ଡର କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଖାଇବା ଅର୍ଡର କଲେ ସତ ବିଲ୍ ଦେଖି କିନ୍ତୁ ହୋସ୍ ଉଡ଼ିଗଲା। ଏହି ବିଲ୍କୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଡିନର ଏତେ ମହଙ୍ଗା ଥିଲା ଯେ, ଗୋଟିଏ…
ପାଣି ଭିତରେ ଏମିତି ଚକମା ଦେଖାଇଲା ବତକ, ଖୋଜି ଖୋଜି ରହିଲା ବାଘ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ହଇରାଣ କରୁଥିଲା କୁକୁର; ରାଗରେ ବାଡି ଧରି ଗୋଡାଇଲା ମାଙ୍କଡ: ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ଏହି କ୍ରମରେ ଏବେ ଏକ କୁକୁର ଏବଂ ମାଙ୍କଡର ଭିଡିଓ ଭାଇରାଲ ହେଉଛି। ଲୋକମାନେ…
ଆଖିପିଛୁଳାକେ ଟ୍ରେନ୍ ଆଗକୁ ଧାଇଁଗଲେ ମହିଳା: ବିନା ହାତରେ..
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏମିତି ଝିଅଙ୍କୁ ବିବାହ କରିବେ ନୀରଜ ଚୋପ୍ରା: କଲେ ଖୁଲାସା
ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଭାରତର ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋରେ ସେ ପଦକ ଜିତି ଚହଳ ପକାିଥିଲେ। ଏହାପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢିଯାଇଛି। ଏପରିକି ଫ୍ୟାନ୍ ଫଲୋଇଙ୍ଗ୍ ବୃଦ୍ଧି ପାଇଛି। ଏହି…
ରୋଷେଇ କରୁଥିବା ସମୟରେ ମହିଳାଙ୍କ ମୁଣ୍ଡରେ ଲାଗିଲା ନିଆଁ, କାମରେ ବ୍ୟସ୍ତ ରହି ପାରିଲେନି ଜାଣି, ଆଉ ତା’ ପରେ…
ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଭୟରେ ଦେହ ଥରି ଉଠେ। କିଛି ଭିଡିଓରୁ ଶିକ୍ଷା ବି ମିଳିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଭୟ ଲାଗିବ।…
ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…
ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଯୁବତୀ ମନ୍ଦିର ପରିସରରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟିକୁ…
ଏକ ବିସ୍କୁଟ ବଦଳାଇଦେଲା ଜୀବନ: ମହିଳା ହେଲେ କୋଟିପତି
ଅନେକ ଥର ଆମେ ଜୀବନରେ ଏମିତି କିଛି ଘଟ, ଯାହା ଆମେ ପୂର୍ବରୁ େକେବେ ଭାବି ନ ଥାଉ। କିନ୍ତୁ ଚାରିପାଖରେ କିଛି ଘଟଣା ଆମ ଜୀବନ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଏପରି ଘଟଣା…
ଦୃଷ୍ଟି ଆଢୁଆଳରେ ଜଳପ୍ରପାତ
କେନ୍ଦୁଝର ଜିଲାରେ ରହିଛି ବହୁ ପ୍ରାକୃତିକ ଜଳପ୍ରପାତ। ତନ୍ମଧ୍ୟରୁ କେତେକ ପର୍ଯ୍ୟଟନର ମାନ୍ୟତା ପାଇଥିବା ବେଳେ ଏବେବି ଅନେକ ଅପେକ୍ଷାରେ ରହିଛି। ସେହିପରି ଦୃଷ୍ଟି ଆଢୁଆଳରେ ରହିଥିବା ଏକ ଜଳପ୍ରପାତ ବାଂଶପାଳ ବ୍ଲକ ଉପର ବାଲି ଗ୍ରାମ ନିକଟରେ ରହିଛି। ବଣପାହାଡ଼…
ପର୍ଯ୍ୟଟନ ମାନଚିତ୍ରଠୁ ଦୂରରେ ‘ଚୁଡ଼ଙ୍ଗଗଡ଼’
କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ରାଜ୍ୟ ଓଡ଼ିଶା। ଏହି ମାଟି ତା’ର କୋଳରେ ଅନେକ ବୀରଙ୍କୁ ଜନ୍ମ ଦେଇଛି। ସେମାନଙ୍କ ପରାକ୍ରମ, ବୀରତ୍ୱ ଗାଥା ଏବେ ମୂକସାକ୍ଷୀ ପାଲଟିଛି। ମାତ୍ର ପ୍ରଶାସନ ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ବହୁ…
ଗୁଗଲକୁ ୨୩ ବର୍ଷ…
ଓ୍ବାଶିିଂଟନ,୨୭।୯: ସର୍ଚ୍ଚ ଇଞ୍ଜିନ୍ ଗୁଗଲ ସୋମବାର ୨୩ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଗୁଗଲ ପକ୍ଷରୁ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଗୁଗଲର ଇଂଲିଶ୍ ସ୍ପେଲିଙ୍ଗ ଏଲ୍ ଲେଟରରେ କ୍ୟାଣ୍ଡେଲ କରାଯାଇ ଏହାର ତଳେ ୨୩ ନମ୍ବର ଲେଖା ଯାଇଥିବା…
Archives


