ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ
ବ୍ରୁସ୍ଲେସ୍,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍ଲାଣ୍ଟିକ୍ ମହାସାଗରର ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ମ ରଖେ ତାହା...
ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ
ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି।...
ପେନ୍ସିଲ୍ରେ କଣା ହୋଇଗଲା ୧.୫ କୋଟିର ଫ୍ଲାଟ
ନୂଆଦିଲ୍ଲୀ:ନଏଡ଼ାସ୍ଥିତ ଏକ ଆପାର୍ଟମେଣ୍ଟର ଜଣେ ବାସିନ୍ଦା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜର ୧.୫ କୋଟି ଟଙ୍କା ମୂଲ୍ୟର ଫ୍ଲାଟ କାନ୍ଥରେ ଏକ କାଠ ପେନ୍ସିଲରେ ଗାତ କରୁଥିବା ଦେଖାଯାଉଛି। ଭିଡିଓରେ ସେ ଦର୍ଶାଇଛନ୍ତି...
ନାଗ ସାପକୁ KISS କରୁଥିଲେ ଏହି ବ୍ୟକ୍ତି, ତା’ପରେ ଯାହା ଘଟିଲା ସହଜେ କରିବେନି ବିଶ୍ୱାସ: ଦେଖନ୍ତୁ VIDEO
ସାପମାନଙ୍କ ମଧ୍ୟରେ ନାଗ ନାମ ଶୁଣିଲେ ଅଧିକାଂଶ ଲୋକଙ୍କ ଶରୀର ଥରହର ହୋଇଯାଏ। ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ସାପ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ...
ହଠାତ୍ ଅଫିସରେ ପଶିଗଲା ସାପ, ନିର୍ଭୟରେ ଧରି ପକାଇଲେ ଯୁବତୀ, ଭାଇରାଲ ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ସ୍ତବ୍ଧ କରିଦିଏ କିମ୍ବା ପ୍ରଶଂସାରେ ପୋତି ପକାଇବାକୁ ବାଧ୍ୟ କରେ। କେତେବେଳେ ଜଣେ ବ୍ୟକ୍ତି ନିଜ ସାହସରେ ହୃଦୟ ଜିତିଥାଏ, ଆଉ କେତେବେଳେ ତାଙ୍କ...
ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନରେ ଗାଧାନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ବିଶ୍ୱର ଅନେକ ଦେଶର ଲୋକ ଗଧ କ୍ଷୀର ସାବୁନକୁ ବହୁ ସଂଖ୍ୟାରେ କିଣୁଛନ୍ତି। ଏହି ସାବୁନରେ ଏପରି କ’ଣ ଅଛି, ଯାହା ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ଦେଶରେ ଚାହିଦା ବୃଦ୍ଧି ପାଇଛି। ଜାଣନ୍ତୁ ଏହି ଖାସ୍ ସାବୁନ...
ଏହି ୫ ମନ୍ଦିରକୁ ଗଲେ ପ୍ରାପ୍ତ ହୁଏ ପୁତ୍ର ସନ୍ତାନ: ଜାଣନ୍ତୁ ରୋଚକ ତଥ୍ୟ
ଦେଶରେ ଲକ୍ଷ ଲକ୍ଷ ମନ୍ଦିର ଅଛି। କିଛି ମନ୍ଦିର ଅନନ୍ୟ ବିଶ୍ୱାସ ଏବଂ ଚମତ୍କାର ପାଇଁ ଲୋକପ୍ରିୟ। କିଛି ମନ୍ଦିର ପାପରୁ ମୁକ୍ତି ପାଇଁ, କିଛି ଇଚ୍ଛା ପୂରଣ ପାଇଁ, କିଛି ଋଣରୁ ମୁକ୍ତି ପାଇଁ ଏବଂ କିଛି ସନ୍ତାନର...
କୋଣାର୍କର ପଞ୍ଚବଟ ମଧ୍ୟରୁ ଅର୍କବଟ ଥିଲା ସିଦ୍ଧିପ୍ରଦ
ଗତ ସଂଖ୍ୟାରେ ବିଶୁ ମହାରଣାଙ୍କ ଗାଁ ନୂଆଗଡ଼ କଥା ଲେଖିଥିଲୁ। ନୂଆଗଡ଼ ଗାଁ ୧୬୨୬ରେ ହୋଇଥିବା ସୁନାମିରେ ମହୋଦଧିରେ ଲୀନ ହୋଇଯାଇଥିଲା। ଗଡ଼ ସହିତ ସାମିଲ ଥିଲା ‘ଗୋ-ଧନପଡ଼ା’। ଆଶ୍ଚର୍ଯ୍ୟଜନକ ଭାବରେ ଏହି ପଡ଼ା ରହିଯାଇଥିଲା। ନୂଆଗଡ଼ର ଆରାଧ୍ୟା ଥିଲେ...
କାର୍ରେ ଗାର୍ଲଫ୍ରେଣ୍ଡକୁ କରୁଛନ୍ତି କିସ୍? ବାନ୍ଧିବ ପୋଲିସ୍
ନୂଆଦିଲ୍ଲୀ,୮।୧୧: ଆଜିକାଲି ଯୁବପିଢ଼ି ପ୍ରାୟତଃ ଡେଟରେ ଯାଆନ୍ତି। ଏହି ସମୟ ମଧ୍ୟରେ ସେମାନେ ଏକାଠି ସମୟ ବିତାଇ ପରସ୍ପରକୁ ଜାଣିବାକୁ ଚେଷ୍ଟା କରନ୍ତି। ଏହି ବିଶେଷ ସମୟ ସେମାନଙ୍କୁ ନିକଟତର ହେବାର ସୁଯୋଗ ମଧ୍ୟ ଦିଏ, ଏବଂ କେତେବେଳେ ସେମାନେ...
ଏମିତି ଦେଶ, ଯେଉଁଠି ଲୋକେ ଘର କାନ୍ଥରେ ଚାଷ କରନ୍ତି ଫସଲ, ଜାଣନ୍ତୁ ଏହାର ମୂଳ କାରଣ…
ଆଧୁନିକ ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ଅଗ୍ରଗତି କରିଛି। ବିଶେଷକରି କୃଷିକାର୍ଯ୍ୟରେ। ଚାଷକୁ ସହଜ କରିବା ଏବଂ ଶସ୍ୟ ଉତ୍ପାଦନକୁ ସର୍ବାଧିକ କରିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର କୌଶଳ ଗ୍ରହଣ କରାଯାଉଛି। ଯଦି ଆପଣ...
ଫୋନ୍ ଚାର୍ଜ କରିବା ସମୟରେ କରୁଛନ୍ତି କି ଏମିତି ଭୁଲ୍, ହୋଇପାରେ ବଡ଼ କ୍ଷତି
ଅଧିକାଂଶ ଲୋକ ଫୋନ୍ ଚାର୍ଜ କରିବା ସମୟରେ ଅନେକ ଭୁଲ୍ କରନ୍ତି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯେମିତି କି ରାତିସାରା ଫୋନ୍ ଚାର୍ଜରେ ରଖିବା ଏବଂ ନିମ୍ନମାନର କେବୁଲ ବ୍ୟବହାର କରିବା ଆଦି। ଅନେକ ଲୋକ ଚାର୍ଜ...
୬୫ ବର୍ଷ ବୟସରେ ସୁପରଫିଟ୍ ଜେଜେ ମା’: ସୋସିଆଲ ମିଡିଆରେ ପଡ଼ିଲା ଚହଳ
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ନିଜକୁ ଫିଟ୍ ରଖିବା କଷ୍ଟକର ବ୍ୟପାର। କିନ୍ତୁ ଅଷ୍ଟ୍ରେଲିଆର ଜଣେ ଜେଜେ ମା’ ୬୫ ବର୍ଷ ବୟସରେ ମଧ୍ୟ ନିଜକୁ ସୁପରଫିଟ୍ ରଖିଛନ୍ତି। ତାଙ୍କ ଆକର୍ଷଣୀୟ ଚେହେରା ସହ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି।...
Archives


