ସାପର ଓଜନ ଏତେ ଯେ, ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍; ଭିଡିଓ ଦେଖିଲେ…
ଡୋମିନିକାର କାର୍ବିୟାନ ଦେଶରୁ ଏକ ବିଶାଳକାୟ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପଟି ଏତେ ବଡ଼ ଯେ, ଏହାକୁ ଉଠାଇବା ପାଇଁ ଏକ କ୍ରେନ୍ର ଆବଶ୍ୟକ ପଡ଼ିଥିଲା। ଏହି ସାପକୁ ବିଶ୍ୱର ସବୁଠୁ ବଡ଼ ସାପ କୁହାଯାଉଛି। ଏକ…
ବରଙ୍କ ଭଉଣୀ ରଖିଲେ ଏମିତି ସର୍ତ୍ତ: ଏବେ ଭାଙ୍ଗିବାକୁ ବସିଛି ବାହାଘର…
ବିବାହ ହେଉଛି ହସଖୁସିର ଉତ୍ସବ। ମାତ୍ର ଏକ ପ୍ରସ୍ତାବିତ ବିବାହରେ ଜଣେ ବରଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ସବୁକିଛି ହେଉଛି। ଖାଇବା, ପିଇବାଠାରୁ ଆରମ୍ଭ କରି ବେଦୀ ସଜ୍ଜା ସବୁକିଛି ତାଙ୍କ ନିର୍ଦ୍ଦେଶରେ ହେଉଛି। ଶେଷରେ ସେ ଏମିତି ଏକ ସର୍ତ୍ତ…
ବିଷାକ୍ତ ସାପର ବିଦେଶ ଯାତ୍ରା
ଏକ ସାପ ବିଦେଶ ଯାତ୍ରା କରିଛି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଗୋଟିଏ ବିଷାକ୍ତ ସାପ ଭାରତରୁ ଇଂଲଣ୍ଡ ଯାତ୍ରା କରିଛି। ସାପଟି ଜାହାଜର ଏକ କଣ୍ଟେନର ଭିତରେ ରହିଯାଇଥିଲା। ସାପକୁ ଧରିବା ପାଇଁ ବ୍ରିଟିଶ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନଙ୍କୁ…
କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ
କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର ବିଶ୍ୱସ୍ତ ହେଲେ ମଧ୍ୟ ମାଙ୍କଡ଼ ସହ ପଡ଼େ ନାହିଁ। ଏବେ କୁକୁର ମାଙ୍କଡ଼ର ଝଗଡ଼ାର…
ଲାଇଭ୍ ଭିଡିଓରେ ବିଷ ପିଇଲେ ସୋସିଆଲ୍ ମିଡିଆ ଷ୍ଟାର୍: ଆଉ ତା’ପରେ…
ଆଜିକାଲି ଲୋକମାନେ ପ୍ରସିଦ୍ଧ ହେବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ବିଶେଷକରି ସୋସିଆଲ ମିଡିଆରେ ଫଲୋଅର୍ସ ବଢାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଚାଇନାର ପ୍ରସିଦ୍ଧ ସୋସିଆଲ ମିଡିଆ ବ୍ୟବହାରକାରୀ ଲୁଓ ଶାଓ ମାଓ ମାଓଙ୍କ ସହ ମଧ୍ୟ…
ଚିକିତ୍ସା ବିଜ୍ଞାନରେ ନୂଆ ବିପ୍ଳବ: ମଣିଷ ଜୀବନ ରକ୍ଷା କରିବ ଘୁଷୁରି କିଡ୍ନୀ
ଓ୍ବାଶିଂଟନ,୨୧ା୧୦: ମେଡିକାଲ ସାଇନ୍ସ ବା ଡାକ୍ତରୀ ବିଜ୍ଞାନ କେତେ ଯେ ଅଗ୍ରଗତି କରିଛି, ତାହା ଆପଣ ଠିକ୍ରେ ଅନୁମାନ କରିପାରୁଥିବେ। ଏବେ ଆମେରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରି କିଡ୍ନୀ ଲଗାଯାଇଛି। ନ୍ୟୁୟର୍କର ସର୍ଜନମାନେ ଘୁଷୁରିର କିଡ୍ନୀକୁ ଜଣେ ରୋଗୀଙ୍କ ଶରୀରରେ…
ବାହୁବଳି ମୋମୋ
ମୁମ୍ବାଇ: ମୋମୋ ତ ସମସ୍ତେ ଖାଇଥିବେ। ହେଲେ କେହି କେବେ ବାହୁବଳି ମୋମୋ ତିଆରି ହେବା ଦେଖି ନ ଥିବେ। ଏବେ ଏମିତି ଏକ ଭିନ୍ନ ଧରଣର ମୋମୋ ପ୍ରସ୍ତୁତ ହୋଇଛି, ଯାହାର ନାଁ ରହିଛି ବାହୁବଳି ଗୋଲ୍ଡ ମୋମୋ। ସୋସିଆଲ…
ହାତୀ-କୁମ୍ଭୀର ଲଢ଼େଇରେ କିଏ ଜିତିଲା, କ୍ୟାମେରାରେ ହେଲା କଏଦ
ଆଫ୍ରିକାର ଜାମ୍ବିଆରେ ଏକ ମାଈ ହାତୀ ଏବଂ କୁମ୍ଭୀର ମଧ୍ୟରେ ଲଢ଼େଇ ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ହାତୀଟି କୁମ୍ଭୀରକୁ ପାଣି ଭିତରେ ଶୁଣ୍ଢରେ ମାରୁଛି। ମଝିରେ ମଝିରେ ତା’ ଉପରେ ପାଦ…
ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ
ଜେରୁଜେଲମ: ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଢଙ୍ଗରେ ଫଟୋ ଶୁଟ୍ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍ ସି’…
ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅବିକଳ ଚେହେରା, ଚାଟ୍ ବିକି ପ୍ରସିଦ୍ଧ ହେଲେ ଏହି ବ୍ୟକ୍ତି
ଭୋପାଳ,୨୦ା୧୦: ମଧ୍ୟପ୍ରଦେଶର ଗ୍ବାଲିଅରରେ ଗୁପ୍ତା ଜୀ ଚାଟ୍ ବିକାଳି ବେଶ୍ ପ୍ରସିଦ୍ଧ। ତାଙ୍କ ଚେହେରା ଅବିକଳ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରି। ମୋତିମହଲ ବ୍ୟାଙ୍କ ସମ୍ମୁଖରେ ଗୁପ୍ତା ଜୀ ଏକ ଚାଟ୍ ଦୋକାନ…
ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ୍ କଲେ ୩୦୦ ଲୋକ, କାରଣ ଜାଣିଲେ…
ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଉପାୟରେ ଫଟୋ ଶୁଟ୍ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍ ସି’…
ସୁନାର ମୋମୋ, ଦାମ୍ ରହିଛି…
ସୁନାର ବିରିଆନୀ, ସୁନାର ବଡ଼ା ପାଓ, ସୁନାର ପିଜା ପରେ ଏବେ ସୁନାର ମୋମୋ ଚର୍ଚ୍ଚାକୁ ଆସିଛି। ଭାରତରେ ଷ୍ଟ୍ରିଟ୍ ଫୁଡ୍ ଭାବେ ମୋମୋର ବେଶ୍ ଚାହିଦା ରହିଛି। ସେହି ଚାହିଦାକୁ ଦୃଷ୍ଟିରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ…
Archives


