ଫୁରସତ

ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି

ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ ଜାଙ୍ଗାନନ୍ଦିନୀ, ଫେବୃଆରୀ ୬ରେ ଭର୍ଚୁଆଲ ପ୍ଲାଟଫର୍ମ ମେଟାଭର୍ସରରେ ସେମାନଙ୍କର ବିବାହ ଭୋଜି ଦେଇଥିଲେ। ଦେଶ…

ଏହି ମନ୍ଦିରରେ ଆଜି ପାଳନ କରାଯାଉଛି ସାଧାରଣତନ୍ତ୍ର ଦିବସ:ପଛରେ ରହିଛି ରୋଚକ ତଥ୍ୟ

ଉଜୈନ,୯।୨: ଜାନୁଆରୀ ୨୬ରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ, କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଆଜି ଅର୍ଥାତ୍‌ ଫେବୃଆରୀ ୯ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଆଜି ଉଜୈନର ଶ୍ରୀ ବଡା ଗଣେଶ ମନ୍ଦିରରେ…

ଅନ୍‌ଲାଇନ୍‌ରେ ୧.୫ ଲକ୍ଷ ଟଙ୍କାର ଆଇଫୋନ୍‌ ଅର୍ଡର କରିଥିଲେ ମହିଳା, ଆସିଲା ଏମିତି ଜିନିଷ

ଆଜିକାଲି ଅନଲାଇନ୍‌ ଶପିଂର ଚାହିଦା ବଢିଛି। ଫୋନ୍‌ରେ ଅର୍ଡର କଲା ମାତ୍ରେ ଯେକୌଣସି ଜିନିଷ ଘରେ ଆସି ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍‌ ଅର୍ଡର କରି ଠକାମିର ଶିକାର ହେବାକୁ ପଡେ। ନିକଟରେ ଅନଲାଇନରେ ଅର୍ଡର ଦେଇ ବ୍ରିଟେନର ଜଣେ…

ଆଶ୍ଚର୍ଯ୍ୟଜନକ କାମ କଲେ ଯୁବତୀ, ୟୁଜର୍ସ କହିଲେ ହେ ଭଗବାନ!

ଆଜିକାଲି ଲୋକମାନେ ସୃଜନଶୀଳତା ନାମରେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କେହି କେହି ଆଇସକ୍ରିମରେ ଦୋସା ତିଆରି କରୁଥିବାବେଳେ କେହି କେହି ଚାଉମିନ ମୋମୋସ ତିଆରି କରୁଛନ୍ତି। କୌତୁହଳର ବିଷୟ ହେଉଛି ଏହି ସୃଜନଶୀଳତା କେବଳ ସୋସିଆଲ ମିଡିଆରେ ଭାଇରାଲ…

ବସ୍‌ ଝରକା ପଟେ ସ୍ତ୍ରୀଙ୍କୁ ଏମିତି ଟେକିନେଲେ ସ୍ବାମୀ…

ଯେତେବେଳେ ବି ଆମେ ବସ୍‌ରେ ଯାତ୍ରାକରୁ ମନରେ ସିଟ୍‌ ଟିଏ ପାଇଁ ଚିନ୍ତା ଆସେ। ସିଟ୍‌ ନ ମିଳିଲେ ଆମକୁ ସାରା ରାସ୍ତା ଛିଡାହୋଇ ଯିବାକୁ ପଡେ। ଅନେକ ଥର ଲୋକେ ବିଳମ୍ବରେ ପହଞ୍ଚିଲେ ବସ୍‌ ଫୁଲ୍‌ ହୋଇଯାଇଥାଏ। ଯଦି ସେମାନେ…

ସୁପରହିରୋ ଭଳି ତିନି ମହଲା କୋଠା ଉପରକୁ ଏମିତି ଚଢ଼ୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ଅନେକ ଲୋକ ଏପରି କିଛି ବିପଜ୍ଜନକ କାର୍ଯ୍ୟ କରନ୍ତି, ଯାହା ବିଷୟରେ ଭାବିଲେ ଡର ଲାଗିଥାଏ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଅଗ୍ନିକାଣ୍ଡରେ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ । ପ୍ରାୟତଃ ଆପଣ ଅଗ୍ନିଶମ…

ବିୟୁଟିପାର୍ଲର ଖର୍ଚ୍ଚ ନ ଦେବାରୁ ପ୍ରେମିକଙ୍କ ଏମିତି ଅବସ୍ଥା କଲେ ପ୍ରେମିକା

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ତିନି ସନ୍ତାନର ଜଣେ ମା’ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିୟୁଟି ପାର୍ଲର ଖର୍ଚ୍ଚ ନ ଦେବାରୁ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଫୁଟୁଥିବା ପାଣିରେ ପକାଇ ଦେଇଥିଲେ ଏବଂ…

ଜେସିବି ମେଶିନକୁ ଦେଖି ରାଗିଗଲା ହାତୀ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଆରମ୍ଭ ହେଲା ପ୍ରେମ ସପ୍ତାହ

ଭୁବନେଶ୍ୱର,୭।୨(ବ୍ୟୁରୋ): ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଦିନ ଭାଲେଣ୍ଟାଇନ୍ସ ଡେ’। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ସୋମବାରଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌…

ଦୀର୍ଘବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ଥରକୁ ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏଠାକାର ୪୭ ବର୍ଷୀୟ ଡେଭ୍‌ ଏସ୍ପ୍ରେ ଦୀର୍ଘ ଜୀବନ ହାସଲ କରିବା ପାଇଁ…

ଆଜି ରୋଜ୍‌ ଡେ’: ପ୍ରେମ ବଢ଼ାଏ ଗୋଲାପ

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ।…

ଗୋଟିଏ ଭିଡିଓ ଯୋଗୁ ରାତାରାତି ଷ୍ଟାର୍‌ ପାଲଟିଲେ ବାଦାମ ବିକ୍ରେତା

ଆଜିକାଲି ସୋସିଆଲ ମିଡିଆ ଜରିଆରେ ଅନେକ ଲୋକ ରାତାରାତି ଷ୍ଟାର ପାଲଟିବା ନଜିର ରହିଛି। ରାନୁ ମଣ୍ଡଳ, ଡ୍ୟାନ୍ସ ଓ୍ବାଲେ ଡବୁ ଅଙ୍କଲ କିମ୍ବା ସହଦେବ ଡିରଡୋ ଭଳି କଳାକାର ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ପାଇଛନ୍ତି। ନିକଟରେ ସେମିତି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri