କାଉକୁ ଦେଖି ଡରି ପଳାଉଥିଲା ମୂଷା, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଏଠାରେ କଏଦୀଙ୍କ ସହ ରୁହନ୍ତି ପକ୍ଷୀ, କାରଣ ଜାଣିଲେ…
ଆପଣ ନିଶ୍ଚିତ ଭାବରେ ଟିଭିରେ ଜେଲ୍ ପରିସ୍ଥିତି ଦେଖିଥିବେ। ଜେଲରେ ବନ୍ଦୀ ଭାବେ ଜୀବନ କାଟିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏମିତି ଏକ ଜେଲ୍ ଅଛି, ଯେଉଁଠି କଏଦୀମାନଙ୍କ ଜୀବନରେ କିଛି ପରିମାଣରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ପକ୍ଷୀମାନଙ୍କ ସହ…
ସ୍କୁଲ୍ରେ ପାଣିଟାଙ୍କି ଖୋଲା ରଖିଥିଲେ ଶିକ୍ଷକ, କିଛି ମାସ ପରେ ବିଲ୍ ଆସିଲା ଏତିକି ଲକ୍ଷ; ଜାଣିଲେ…
ଜାପାନର ଏକ ସ୍କୁଲ୍ରେ ଅଜବ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଶିକ୍ଷକ ପାଣି ଟାଙ୍କି ଖୋଲା ରଖିଥିବାରୁ ତାଙ୍କୁ ଜଳ ବିଭାଗକୁ ମୋଟା ଅଙ୍କର ବିଲ୍ ଦେବାକୁ ପଡ଼ିଛି। ବିଲ୍ ଅନୁଯାୟୀ, ଟାଙ୍କିଟି ଜୁନ୍ ଶେଷରୁ ସେପ୍ଟେମ୍ବର ଆରମ୍ଭ ପର୍ଯ୍ୟନ୍ତ…
ନମ୍ବର ପ୍ଲେଟ୍ ଦାମ୍ ୭୦ କୋଟି
ଦୁବାଇ,୨୫।୪ : କାର୍ ନମ୍ବର ପ୍ଲେଟ୍ର ଦାମ୍ ୭୦ କୋଟି ଟଙ୍କା। ଏହା ବିଶ୍ୱର ତୃତୀୟ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ ବୋଲି କୁହାଯାଉଛି। ଏଏ୮ ଲେଖାଥିବା ଉକ୍ତ ନମ୍ବର ପ୍ଲେଟ୍କୁ ଦୁବାଇର ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ନିକଟରେ ନିଲାମ…
ସଚେତନତା ହିଁ ନିଦାନ
ବିଶ୍ୱସ୍ତରରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ମ୍ୟାଲେରିଆଠାରୁ କିଭଳି ଦୂରେଇ ରହିହେବ ସେନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୫ ଏପ୍ରିଲ୍ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ୧୦୬ଟି ଦେଶରେ ୩.୩ ବିଲିୟନ ଲୋକ…
ତରଭୁଜର ଦାମ ୪ ଲକ୍ଷ!
ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଆମ ଦେଶରେ ଏହାର ଭଲ ଉତ୍ପାଦନ ବି ହୋଇଥାଏ। ତେଣୁ କମ୍ ମୂଲ୍ୟରେ ବି ଏହା ମିଳିଯାଏ। ତେବେ ଚାଇନା, ଜାପାନ, ମାଲେସିଆ ଓ ଥାଇଲାଣ୍ଡରେ ଏମିତି ଏକ ପ୍ରକାରର ତରଭୁଜ…
ଆଲିଙ୍ଗନ କରି ପର୍ଯ୍ୟଟକଙ୍କୁ ସ୍ବାଗତ କରୁଛି ସିଂହ
ସିଂହର ଗର୍ଜନରେ ଦେହ ଥରିଯାଏ। ପାଖରେ ଦେଖିଲେ ତ ମୃତ୍ୟୁକୁ ସାମ୍ନାରେ ଦେଖିଲା ପରି ମନେ ହୁଏ। କିନ୍ତୁ କ୍ରିମିଆ ପେନିନସୁଲାରେ ଥିବା ଟାଇଗର୍ ସଫାରୀରେ ଦେଖିବାକୁ ମିଳେ ଏମିତି ଏକ ଦୃଶ୍ୟ ଯାହା ଅଦ୍ଭୁତ ଓ ବେଶ୍ ଭୟଙ୍କର ଲାଗିବ।…
ଦୁଇଶହ ଅଣଚାଳିଶ ଟଙ୍କାର କଥା
ଭଗବାନଙ୍କ ଉଦ୍ଦେଶ୍ୟରେ ଆମ ପକେଟ୍ରୁ ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା କେବେ ପାଣିରେ ପଡ଼େ ନାହିଁ । ଗୋଟି ଗୋଟି କରି ଦିନେ ନା ଦିନେ ତାହା ଆମ ପାଖକୁ ଫେରିଆସେ । ବହୁତ ଲୋକ ମଠ ମନ୍ଦିର ସ୍ଥାପନ କରିବା…
ହ୍ବିଲ ଚେୟାରରେ ବ୍ୟାକଫ୍ଲିପ୍
ମନରେ କିଛି କରି ଦେଖେଇବାର ଝୁଙ୍କ ଥିଲେ କଠିନରୁ କଠିନ ଓ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ କରିହୁଏ। କୌଣସି ପ୍ରତିବନ୍ଧକ ବି ବାଟ ଓଗାଳି ପାରେନା। ବ୍ରିଟେନ୍ରେ ରହୁଥିବା ୧୨ ବର୍ଷୀୟ ବେନ୍ ହେଉଛନ୍ତି ଏହାର ଜଣେ…
ସ୍ବାମୀନାରାୟଣ ଅକ୍ଷରଧାମ
ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ନିଜର ଆକର୍ଷଣୀୟ ବାସ୍ତୁକଳା ପାଇଁ କେବଳ ଦିଲ୍ଲୀରେ ନୁହେଁ ସାରା ଭାରତବର୍ଷରେ ଏପରିକି ଦେଶବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି। ଏହି ମନ୍ଦିରଟି ପ୍ରାୟ ୩୫୬ ଫୁଟ୍ ଲମ୍ବ, ୩୧୬ ଫୁଟ୍ ଚଉଡ଼ା ତଥା ୧୪୧…
ନିର୍ଦ୍ଦେଶନା ସମୟରେ ଅନୁଭବ କରିଛି ମହାପ୍ରଭୁଙ୍କ ଅଦୃଶ୍ୟ ଇଙ୍ଗିତ: ନବୀନ
ଅଭିନୟ, ନାଟକ ରଚନା, ନିର୍ଦ୍ଦେଶନା, ନାଟ୍ୟ ପ୍ରଶିକ୍ଷଣ, ମଞ୍ଚପରିଚାଳନା ଏବଂ ଗବେଷଣା ଆଦି କ୍ଷେତ୍ରରେ ତାଙ୍କର ରହିଛି ସ୍ବତନ୍ତ୍ର ଦକ୍ଷତା ଓ ଯୋଗ୍ୟତା। ପ୍ରାୟ ୪ ଦଶନ୍ଧି ମଧ୍ୟରେ ଯାତ୍ରା, ଥିଏଟର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦି ବିଭିନ୍ନ କ୍ଷେତ୍ରରେ…
ଏକ ନୁହେଁ ଅନେକ
ସ୍ଥାପତ୍ୟ କେବଳ ଜଣେ ସ୍ଥପତିର ସୃଜନଶୀଳ କାରିଗରି ନୁହେଁ। ଏହା କେବେ ଏକ ସ୍ଥାନର ଗୌରବମୟ ଇତିହାସର ଗାଥାକୁ ପ୍ରକାଶ କରେ ତ ପୁଣି କେବେ ପାଲଟେ କିଛି ସ୍ମୃତି, ସଂସ୍କୃତିର ପ୍ରତୀକ। ଅନେକ ସମୟରେ ତ ସେହି ସ୍ଥାପତ୍ୟର ଭବ୍ୟତା…
Archives


