କ’ଣ ସତରେ ମଣିଷ ପେଟରେ ଗଛ ବଢି ପାରିବ? ସତ ଜାଣିଲେ ତାଜୁବ ହେବେ
ପିଲାଦିନେ, ଆପଣ ଆପଣଙ୍କ ପରିବାରର ସଦସ୍ୟଙ୍କଠାରୁ ଏପରି ଅନେକ କଥା ଶୁଣିଥିବେ ଯେ, ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠିବ। କିନ୍ତୁ ଏହା ସତ ନୁହେଁ ବୋଲି ଆପଣ ଜାଣିଥିବେ। କିନ୍ତୁ ଏପରି କ’ଣ ହୋଇପାରେ କି? ଏପରି ହଜାର...
ଫାଶୀ ପୂର୍ବରୁ କଏଦୀଙ୍କୁ କାହିଁକି ପଚରାଯାଏ ଶେଷଇଛା? କାରଣ ଜାଣି ନ ଥିବେ…
ପ୍ରାୟତଃ ଆପଣ ଶୁଣିଥିବେ ଯେ କିଛି ନିର୍ଦ୍ଧିଷ୍ଟ ମାମଲାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ନିୟମ ଅନୁଯାୟୀ ଅପରାଧୀଙ୍କୁ ଫାଶୀ ଦିଆଯାଏ? ଆପଣ ଟିଭି କିମ୍ବା ଫିଲ୍ମରେ ମଧ୍ୟ ଦେଖିଥିବ ଯେ ଜଣେ ଅପରାଧୀଙ୍କୁ...
କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ
କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ… ଜାପାନର ଲୋକଙ୍କୁ ଦେଖି ସେମାନଙ୍କ ବୟସ ଅନୁମାନ କରିବା ସହଜ ନୁହେଁ। କାରଣ ଏଠାକାର ଅନେକ ବୟସ୍କ ଲୋକ...
ଏମିତି ଡାଇନିଂ ଦେଖିଲେ
ଏହି ବଡ଼ ମସୃଣ ଅଣ୍ଡାକୃତିର ଜିନିଷଟିକୁ ଦେଖି ଭାବୁଥିବେ ଏତେ ବଡ଼ ଅଣ୍ଡା ପୁଣି କେଉଁଠୁ ଆସିଲା? ତେବେ ପ୍ରକୃତରେ ଏହା ଅଣ୍ଡା ନୁହେଁ, ବରଂ ଏକ ଡାଇନିଂ ଟେବୁଲ ଓ ଚେୟାର ସେଟ୍। ଏହାକୁ ଏଭଳି ତିଆରି କରାଯାଇଛି...
ଫୋନ ବ୍ୟବହାରକାରୀ ସାବଧାନ, ବାବା ଭେଙ୍ଗା କଲେ ଏମିତି ଭବିଷ୍ୟବାଣୀ
ନୂଆଦିଲ୍ଲୀ: ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ସମସ୍ତେ ଜାଣନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର ସମୟରେ ଭୟଙ୍କର। ମୋବାଇଲ ଫୋନ ବ୍ୟବହାର ସମ୍ପର୍କରେ ସେ ସମାନ ଭବିଷ୍ୟବାଣୀ କରିଛନ୍ତି,...
Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ
ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି ଏକ ଚମତ୍କାର ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣ...
ପ୍ରଥମ ଦରମା ବୋଉକୁ ଦେଇଥିଲି
ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ ମଫସଲ। ବାବା ଆମ ଅଞ୍ଚଳର ଜଣେ ଛାତ୍ରବତ୍ସଳ ଶିକ୍ଷକ ଆଉ ବୋଉ ମୋର...
କ’ଣ ପାଓ୍ବାର ବ୍ୟାଙ୍କ୍ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…
ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର ବ୍ୟବହାର ଏକ ବହୁତ ଲୋକପ୍ରିୟ ସମାଧାନ। ଯେତେବେଳେ ଆମେ କୌଣସି ସ୍ଥାନକୁ ଯାତ୍ରା...
Baba Vanga Prediction: ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏହି ୩ରାଶିର ଲୋକ ହେବେ କୋଟିପତି!
ବାବା ଭେଙ୍ଗା ୩ଟି ରାଶି ବିଷୟରେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଦୁନିଆରେ ଏକରୁ ଅଧିକ ପ୍ରସିଦ୍ଧ ଭବିଷ୍ୟବକ୍ତା ଥିଲେ, ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ଏହି ତାଲିକାରେ ବାବା ଭେଙ୍ଗା ମଧ୍ୟ ଜଣେ ଜଣାଶୁଣା ଭବିଷ୍ୟବକ୍ତା, ଯାହାକୁ ଭେଞ୍ଜିଲିଆ...
Air Cooler: କୁଲର୍ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ ହୋଇଗଲାଣି। ଯଦି ଆପଣ ମଧ୍ୟ ଏକ ନୂତନ କୁଲର କିଣିବାକୁ ଭାବୁଛନ୍ତି, ତା’...
Shani Gochar 2025: ୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ: ଏହି ୩ ରାଶିର ବ୍ୟକ୍ତି ହେବେ ମାଲାମାଲ
ଆଜି ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ। ଏହାସହ ସୂର୍ଯ୍ୟ ଦେବଙ୍କ ପୁତ୍ର ତଥା ନ୍ୟାୟାଧିପତି ଶନିଦେବ କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ। ୩୦ ବର୍ଷ ପରେ ଶନିଦେବ ମୀନ ରାଶିକୁ ଯିବେ। ବୈଦିକ ଜ୍ୟୋତିଷରେ ଶନି ଗ୍ରହର...
ଇତିହାସ ରଚିଲେ ରୋଶନି ନାଦର, ହେଲେ ବିଶ୍ୱର ୫ମ ଧନୀ ମହିଳା, ଜାଣନ୍ତୁ ତାଙ୍କ ସମ୍ପତ୍ତିର ମୂଲ୍ୟ
ନୂଆଦିଲ୍ଲୀ,୨୭।୩: ସମ୍ପ୍ରତି, HCL ଗ୍ରୁପ ପ୍ରତିଷ୍ଠାତା ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ଦିଲ୍ଲୀରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ସ୍ଥାନାନ୍ତର ୬ ମାର୍ଚ୍ଚ, ୨୦୨୫ରେ ଏକ...
Archives


