ଜାଣନ୍ତି ସୂର୍ଯ୍ୟମୁଖୀ ଫୁଲର ମୁହଁ ସୂର୍ଯ୍ୟଙ୍କ ଆଡ଼କୁ କାହିଁକି ଥାଏ
କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ସୂର୍ଯ୍ୟମୁଖୀ ଫୁଲର ମୁହଁ କାହିଁକି ସୂର୍ଯ୍ୟଙ୍କ ଆଡ଼କୁ ଥାଏ। ଏହା ପଛର କାରଣ କ’ଣ ଜାଣିବା ପାଇଁ ଆଜି ବି ଲୋକଙ୍କ ମନରେ ଉତ୍କଣ୍ଠା ରହିଛି। ସାଧାରଣତଃ ସୂର୍ଯ୍ୟମୁଖୀ ଫୁଲ ଶୀତଦିନେ ଫୁଟିଥାଏ। ଯେଉଁଠି…
ଶାନ୍ତି ବିକାଶ କ୍ଷେତ୍ରରେ ବିଜ୍ଞାନ
ଶାନ୍ତି ଏବଂ ବିକାଶ ପାଇଁ ବିଜ୍ଞାନର ଉପଯୋଗ କରାଯିବା ଜରୁରୀ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୦ରେ ‘ବିଶ୍ୱ ବିଜ୍ଞାନ ଦିବସ’ ପାଳନ କରାଯାଇଥାଏ। ଏହା ହେଉଛି ଏକ ଅନ୍ତର୍ଜାତୀୟ ଦିବସ, ଯାହା ସମାଜରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ…
ଭାଲୁ, ସିଂହ ସହ ସେଲ୍ଫି ନେଉଥିଲେ ଯୁବତୀ, ଆଉ ତା’ ପରେ…
ଆଜିକାଲି ସୋସିଆଲ ମିଡିଆ ଯୁଗ। ଏମିତିରେ ବି ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ ଫୋନ୍। ତେଣୁ ଲୋକେ ଭଲ ଫଟୋ ଉଠାଇବା ଏବଂ ପୋଷ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ବେଳେବେଳେ ଏହି ଅଭ୍ୟାସ ସେମାନଙ୍କ ଜୀବନରେ ଅନେକ ଅସୁବିଧା ସୃଷ୍ଟି କରେ।…
ସରହଦ ଊର୍ଦ୍ଧ୍ୱରେ ପ୍ରେମ
ଇସ୍ଲାମାବାଦ୍: ପ୍ରେମ ସୀମା ସରହଦ, ବାଧା ବନ୍ଧନ କି ବୟସ ମାନେନା। ଏ କଥା ପ୍ରମାଣିତ ହୋଇଛି ପୋଲାଣ୍ଡର ଜଣେ ୮୩ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ, ଯିଏକି ନିଜ ୨୮ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ବାହାହେବା ପାଇଁ ପାକିସ୍ତାନ ଚାଲିଯାଇଛନ୍ତି। ତାଙ୍କ…
ସୋସିଆଲ ମିଡିଆରେ ବିତାଉଥିଲେ ୧୪ ଘଣ୍ଟାରୁ ଅଧିକ ସମୟ, ଘଟିଲା ଏମିତି…
ଆଜିର ସମୟରେ ଲୋକମାନଙ୍କର ଫୋନ୍ ନିଶା ଏତେ ଯେ, ସେମାନେ ଏଥିରୁ ଦୂରେଇ ରହି ପାରୁନାହାନ୍ତି। ଦିନସାରା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ହ୍ବାଟ୍ସଆପ୍, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ରହିବା ପରେ ସେମାନେ ବାସ୍ତବ ଦୁନିଆରୁ ବିଚ୍ଛିନ୍ନ ହୋଇ ଭର୍ଚୁଆଲ ଦୁନିଆରେ…
କନ୍ୟା ୪ ଫୁଟକୁ ବର ସାଢ଼େ ୬ ଫୁଟ, କଥା ହେବା ପାଇଁ ଦରକାର ପଡ଼େ ଚେୟାର
ପ୍ରେମ ଏବଂ ବିବାହ ସମ୍ପର୍କରେ ଯଦି କହିବା ତେବେ ଉଚ୍ଚ, ନୀଚ, ଗୋରା, କଳା ଏସବୁ ଦେଖାଯାଏ ନାହିଁ। କେବଳ ଭଲ ହୃଦୟଟେ ମିଳିବା ଦରକାର। ଆଜି ଏମିତି ଏକ ଦମ୍ପତିଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।…
ସଚେତନତା ହିଁ ନିଦାନ
କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏନେଇ ସଚେତନ ହେବା ହିଁ ପ୍ରକୃତ ନିଦାନ ବୋଲି କୁହାଯାଇଥାଏ। ସମ୍ପ୍ରତି ଦେଶରେ କର୍କଟ, ଏକ ମାରାତ୍ମକ ସ୍ବାସ୍ଥ୍ୟଗତ ସମସ୍ୟା ପାଲଟିଛି। ତେଣୁ ପ୍ରତିବର୍ଷ ନଭେମ୍ବର ୭ରେ ଭାରତରେ ଜାତୀୟ କର୍କଟ ସଚେତନତା…
ବାଲିଯାତ୍ରା
ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍ କରୁଛନ୍ତି। କିଏ ବିଭିନ୍ନ ପ୍ରକାର ଦୋଳି ଖେଳିବାରେ ମସଗୁଲ୍ ତ କିଏ ବୁଲି ବୁଲି ସବୁ ଦୋକାନରୁ ନେଉଛନ୍ତି ଭଳିକି…
୧ ଘଣ୍ଟାରେ ତିଆରି କଲେ ୨୪୯କପ୍ ଚା
ଦକ୍ଷିଣ ଆମେରିକାର ଇନଗର ଭାଲେଣ୍ଟିନ୍ ଚା’କୁ ନେଇ କରିଛନ୍ତି ଏକ ଅଜବ ରେକର୍ଡ। ସେ ଏକ ଘଣ୍ଟାରେ ୨୪୯ କପ୍ ଚା ତିଆରି କରି ଏହି ରେକର୍ଡ କରିଛନ୍ତି। ତେବେ ସେ ଏହି ରେକର୍ଡ ନିଜ ସଉକ ପାଇଁ ନୁହେଁ ବରଂ…
ଠିଆ ଖିଆ
ଗିରିଆ, ଶିରିଆ ଏକା ଗାଁର ଦୁଇସାଙ୍ଗ ହେଲେବି ଶିରିଆ ସହରରେ ରହି ସରକାରୀ ଅଫିସର ହେବାଦିନରୁ ଶ୍ରୀଧର ବାବୁ ସମ୍ବୋଧିତ ହେଲେ l ମାତ୍ର ଗିରିଆ ଗାଁରେ ରହି ଚାଷବାସ କଲାରୁ ଗିରିଧାରୀ ଡାକ ଶୁଣିବା ସମ୍ଭବ ହେଲାନାହିଁ l ଶ୍ରୀଧର…
ପ୍ରାଣୀଙ୍କ ପରି ଚାଲୁଛନ୍ତି ୫ ଭଉଣୀ ଭାଇ
ବେଳେ ବେଳେ ଏମିତି ସବୁ ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ସେମିତି ଏକ ଘଟଣା ତୁର୍କୀରେ ଦେଖିବାକୁ ମିଳେ। ଏଠାକାର ଏକ ପରିବାରର ସବୁ ସଦସ୍ୟ ଚାରିଗୋଡ଼ରେ ଚାଲୁଥିବା କୌଣସି ପ୍ରାଣୀଙ୍କ ପରି ଉଭୟ…
କଥା ଶୀତବସ୍ତ୍ରର
ଧୀରେ ଧୀରେ ଶୀତ ବଢିବାକୁ ଲାଗିଲାଣି। ସାଇତା ହୋଇ ରହିଥିବା ଶୀତବସ୍ତ୍ରକୁ ବାହାର କରି ସମସ୍ତେ ପିନ୍ଧିବା ଆରମ୍ଭ କଲେଣି। ତା’ଛଡା ଶୀତବସ୍ତ୍ରର ବଜାର ବସିବା ସହ ନୂଆ ଡିଜାଇନ୍ର ଶୀତବସ୍ତ୍ର କିଣିବା ଲାଗି ଗହଳି ଜମିବାକୁ ଲାଗିଲାଣି। ହେଲେ ଜାଣନ୍ତିକି…
Archives


