ଫୁରସତ

ବାଘ ଲାଞ୍ଜ ଛୁଇଁବା ମହଙ୍ଗା ପଡ଼ିଲା

ଖାର୍‌ଗୋନ୍‌: ବାଘ ପ୍ରତିକ୍ରିୟା ଜାଣିବା ପାଇଁ ଏହାର ଲାଞ୍ଜକୁ ବାଡ଼ିରେ ଛୁଇଁବା ମଧ୍ୟପ୍ରଦେଶ ଖାର୍‌ଗୋନ୍‌ ଜିଲାର ଜଣେ ଚାଷୀଙ୍କ ପାଇଁ ମହଙ୍ଗା ପଡ଼ିଛି। ବାଘ ଆକ୍ରମଣରେ ସନ୍ତୋଷ (୩୫) ନାମକ ଚାଷୀଙ୍କର ମୃତ୍ୟୁ ଘଟିଛି। ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସନ୍ତୋଷ…

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ସାଂଘାଇ: ଚାଇନାର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଠାବ କରାଯାଇଛି। ଏହା ବିରଳରୁ ବିରଳତମ ଘଟଣା, ଯାହାକୁ ଫେଟସ୍‌-ଇନ୍‌-ଫେଟୁ କୁହାଯାଉଛି। ମାତୃଗର୍ଭରେ ଯମଜ ଯୋଡ଼ିହୋଇ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ବିକଶିତ ହୋଇଥିଲା। ନ୍ୟୁରୋଲୋଜି…

ବଡ଼ ଆଁ କରି ଆସୁଛି ସାପ, ବିଲେଇ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ସାପ…

ଝାଡୁ ମାରି ଦିନକୁ ଦେଢ଼ ଲକ୍ଷ ରୋଜଗାର କରନ୍ତି ଏହି ଯୁବତୀ, କାରଣ ଜାଣିଲେ…

ଆଜିର ସମୟରେ ଅନେକ ଶିକ୍ଷିତ ଯୁବତୀ ଯୁବକ ବେକାର ବୁଲୁଛନ୍ତି। କାରଣ ଦୁନିଆରେ କାମର ଅଭାବ।ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ ବି କରୁଛନ୍ତି। ଏହି ସମୟ ମଧ୍ୟରେ ଅନେକ ଲୋକ ନିଜ ପାଇଁ ନୂତନ ଚାକିରିର ସୁଯୋଗ ମଧ୍ୟ…

ମାର୍କେଟରେ ‘ବିଟେକ୍‌ ଗୁପ୍‌ଚୁପ୍‌ ବାଲୀ’: ବୁଲେଟ୍‌ରେ ଷ୍ଟଲ ନେଇ ଆସୁଛନ୍ତି ୨୧ ବର୍ଷୀୟ ଯୁବତୀ…

ଯେତେବେଳେ ୨୨ ବର୍ଷୀୟ ପ୍ରଫୁଲ୍ଲ ବିଲୋର୍‌ ‘ଏମ୍‌ବିଏ ଚାଏଓ୍ବାଲା’ ନାମରେ ନିଜର ଦୋକାନ ଖୋଲିଥିଲେ, କେହି ବି ଭାବି ନ ଥିଲେ ଯେ ତାଙ୍କର ଚା’ ବ୍ୟବସାୟ ଏତେ ଆଗକୁ ବଢ଼ିବ ଯେ ସେ କୋଟିପତି ହୋଇଯିବେ। ଏବେ ଏହି କ୍ରମରେ…

ମଦ ନିଶାରେ ବିଦ୍ୟୁତ୍‌ ତାରରେ ଝୁଲି ପଡ଼ିଲେ ବ୍ୟକ୍ତି, ହାଇ ଭୋଲ୍‌ଟେଜ୍‌ ଡ୍ରାମା ଦେଖି…

ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସେ, ଯାହାକୁ ଦେଖିଲେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ମଦ ନିଶାରେ ବିଦ୍ୟୁତି୍‌ ତାରରେ ଏଭଳି ଓହଳି ରହିଛନ୍ତି ଯେ…

ଆକାଶରୁ ହେଉଛି କୀଟପତଙ୍ଗ ବର୍ଷା, ଛତା ନ ନେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ

ବିଜ୍ଞାନ ମାଧ୍ୟମରେ ମଣିଷ ଯେତେ ଅଗ୍ରଗତି କରୁନା କାହିଁକି ପ୍ରକୃତି ଆଗରେ କେହି କିଛି ନୁହଁ। ଆଜି ବି ଅନେକ ଅସମାହିତ ରହସ୍ୟ ଅଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ବିଶେଷକରି ଆକାଶରୁ ଜଳ, କୁଆପଥର, ଧୂଳି, ବାଲି ବର୍ଷା ହେବାର…

ପାକିସ୍ତାନରେ ଯୁବତୀ ଖେଳିଲେ ହୋଲି

ଇସଲାମାବାଦ,୯ା୩: ଭାରତରେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଉତ୍ସବ ପାଳନ କରାଯାଏ। କିନ୍ତୁ କିଛି ସହରରେ ହୋଲି ଦୁଇ ଦିନ ପାଇଁ ପାଳନ କରାଯାଏ। ଆଜି ଅର୍ଥାତ୍‌ ମାର୍ଚ୍ଚ ୯ରେ ଅନେକ ସ୍ଥାନରେ ହୋଲି ପାଳନ କରାଯାଉଛି। ହୋଲି ଏପରି ଏକ ପର୍ବ…

୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…

ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ୧୯୭୯ରୁ ୨୦୧୯ ମଧ୍ୟରେ ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର…

ଏଠାରେ ତେଲ ଭରୁଛି ରୋବଟ୍‌

ହଲିଉଡ୍‌ ଫିଲ୍ମ ଦେଖିଥିବେ ନିଶ୍ଚିତ। ତେବେ ଅନେକ ସିନ୍‌ରେ ଡ୍ରାଇଭର କାର୍‌ରେ ନିଜେ ତେଲ ଭରୁଥିବାର ଦେଖିଥିବେ। କିନ୍ତୁ ମଣିଷ ବଦଳରେ ପେଟ୍ରୋଲ ପମ୍ପ୍‌ରେ ରୋବଟ୍‌ ତେଲ ଭରୁଥିବାର କେବେ ଦେଖିଛନ୍ତି। ଡେନିଶ ଷ୍ଟାର୍ଟ ଅପ୍‌ ଅଟୋ ଫୁଏଲ ଏକ ରୋବଟ…

ଦୁନିଆର ସବୁଠୁ ଦୀର୍ଘାୟୁ ମହିଳାଙ୍କ ପରଲୋକ

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ। ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା…

କୁକୁରମାନଙ୍କ ପାଇଁ ବନ୍ଦ ରହିଲା ଟ୍ରାଫିକ୍‌, ଭିଡିଓ ଦେଖିଲେ…

ପ୍ରକୃତି ଏହି ପୃଥିବୀର ପ୍ରତ୍ୟେକ ଜୀବକୁ ସମାନ କରି ଗଢ଼ିତୋଳିଛି। କିନ୍ତୁ ମଣିଷ ଯେପରି ବିକଶିତ ହେଲା, ସେ ପ୍ରକୃତିର ପ୍ରତ୍ୟେକ ଉତ୍ସ ଉପରେ ନିଜର ଅଧିକାର ଜାହିର କଲା। ମଣିଷ ଅନ୍ୟ ଜୀବଜନ୍ତୁଙ୍କ ସ୍ବାଧୀନତାକୁ ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri