ଏହି ଦେଶରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ୍ ଚଟାଣ, ଚିନ୍ତାରେ ବୈଜ୍ଞାନିକ
ବ୍ରାସିଲିଆ,୧୬ା୩: ପରାନା ଫେଡେରାଲ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ବ୍ରାଜିଲର ଟ୍ରାଇଡେଣ୍ଟ ଦ୍ୱୀପରେ ଏକ ପ୍ଲାଷ୍ଟିକ ଚଟାଣ ଆବିଷ୍କାର କରିଛନ୍ତି। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭୂବିଜ୍ଞାନୀମାନେ କହିଛନ୍ତି, ଏହାର କାରଣ ହେଉଛି ପ୍ରଦୂଷଣ, ସମୁଦ୍ରରେ ଆବର୍ଜନା ଏବଂ ସମୁଦ୍ରରେ ଭୁଲ୍ ଭାବରେ…
୨୦ ବର୍ଷ ବୈଠକ ପରେ ୨୦୦ ଦେଶ ପ୍ରଣୟନ କଲେ ନୂଆ ସମୁଦ୍ର ଆଇନ: ୨୦୩୦ ସୁଦ୍ଧା ୩୦ ପ୍ରତିଶତ ମହାସାଗର ହେବ ସଂରକ୍ଷିତ…
ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ ପରେ ଏହି ଚୁକ୍ତିନାମା ହୋଇଛି। ଏହା କୁହାଯାଉଛି ଯେ ଏହା ସାମୁଦ୍ରିକ ପ୍ରାଣୀଙ୍କ ସଂରକ୍ଷଣରେ…
ଜାଣନ୍ତି କି ଆଗରୁ କାହିଁକି ତିଆରି ହେଉଥିଲା କାଠ ଟ୍ରାକ୍, ଏବେ ହୋଇଛି ବଡ଼ ପରିବର୍ତ୍ତନ
ଭାରତୀୟ ରେଳ ସାଧାରଣ ନାଗରିକଙ୍କ ପାଇଁ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଯିବା ଏକ ବଡ଼ ମାଧ୍ୟମ। ଧନୀମାନେ ଏସି ସ୍ଲିପର ବଗିରେ ଯିବା ଆସିବା କରୁଥିବା ବେଳେ ଗରିବମାନେ ସାଧାରଣ ବଗିରେ ଯାଇଥାନ୍ତି। ସମସ୍ତେ ରେଳରେ ଯାତ୍ରା କରନ୍ତି…
ସଚେତନତା ହିଁ ନିଦାନ
ବିଭିନ୍ନ ଶାରୀରିକ ସମସ୍ୟା ନେଇ ସଚେତନ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ତେଣୁ କୁହାଯାଇଥାଏ ସଚେତନତା ହିଁ ପ୍ରକୃତ ନିଦାନ। ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ଜାତୀୟ ଟିକାକରଣ ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୬ରେ ପାଳନ କରାଯାଇଥାଏ। ଜନସ୍ବାସ୍ଥ୍ୟରେ ଟିକାକରଣର…
ସୂର୍ଯ୍ୟଠାରୁ ୩୦ ଗୁଣା ବଡ଼ ତାରାର ହେଲା ବିନାଶ…
ଓ୍ବାଶିଂଟନ,୧୫।୩ : ସୂର୍ଯ୍ୟଠାରୁ ୩୦ ଗୁଣା ବଡ ଏକ ତାରା ବିନାଶ ପଥରେ ପହଞ୍ଚିବାର ଫଟୋକୁ ନାସାର ୱେବ ଟେଲିସ୍କୋପ ସୁନ୍ଦର ଭାବେ ଉତ୍ତୋଳନ କରିଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ୱେବ ସ୍ପେସ ଟେଲିସ୍କୋପ ଏକ ତାରାର ଏକ ବିରଳ…
ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ
ପୁଣେ: ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା, ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବାର ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପୁଣେର ରାମାବାଇ ଲଟ୍ପଟେ ନାମ୍ନୀ ମହିଳା ଶାଢ଼ି ପିନ୍ଧି ଏକାକୀ ୪୦ ଦେଶର ୮୦ହଜାର କିଲୋମିଟର ବାଇକ୍…
୯୦ ବର୍ଷୀୟ ପିନ୍ଧୁଛନ୍ତି ୯୫ ଲକ୍ଷର ସୁନା
ବେଜିଂ: ଆଜିକା ଯୁଗରେ ସୁନାର ମୂଲ୍ୟ ଆକାଶଛୁଅଁ।। ଏଥିସହ ଚୋରି ମଧ୍ୟ ବଢ଼ିଗଲାଣି। ହେଲେ ଅପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ ସୁନା ପିନ୍ଧିବାକୁ ଭଲ ପାଇଥା’ନ୍ତି। ଚାଇନାର ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ଏପରି ସୁନାପିନ୍ଧା ସଉକ ତାଙ୍କୁ…
ସମସ୍ତ ସୂଚନା ପାଇବାକୁ ହକ୍ଦାର ଉପଭୋକ୍ତା
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୫ ରେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଜଣେ ଗ୍ରାହକଙ୍କ ପାଖରେ ଥିବା ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସର ମୂଳ ଲକ୍ଷ୍ୟ । ଗ୍ରାହକ ଅଧିକାର ସୂଚିତ କରେ ଯେ…
ପାଇପ୍ ଧରି ଗାଧୋଉଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀକୁ…
ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ
ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ କୃଷ୍ଣଙ୍କ ପ୍ରତି ଭଲ ପାଇବା ବେଶ୍ ନିଆରା। ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ବିବାହ…
ଦୀପିକାଙ୍କୁ କଙ୍ଗନାଙ୍କ ପ୍ରଶଂସା
ମୁମ୍ବାଇ: ଆମେରିକାର ଡଲ୍ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍ ଉପସ୍ଥାପିକା ଭାବେ ପ୍ରତିନିଧିତ୍ୱ କରିଥିଲେ, ଯାହା ଦେଶ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଥିସହ ଭାରତୀୟ ୨…
‘ନାଟୁ ନାଟୁ’ ଗୀତର ଲାଇଭ୍ ପରଫର୍ମାନ୍ସକୁ ଷ୍ଟାଣ୍ଡିଂ ଓବେଶନ୍
ମୁମ୍ବାଇ: ଆମେରିକାର ଲସ୍ଏଞ୍ଜେଲ୍ସର ଡଲ୍ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତ ଇତିହାସ ସୃଷ୍ଟି କରିଛି। ଏସ୍ଏସ୍ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଆର୍ଆର୍’ର ନାଟୁ ନାଟୁ ଶ୍ରେଷ୍ଠ ଅରିଜିନାଲ ଗୀତ…
Archives


