ପୃଥିବୀକୁ ଫେରିଲା ସୋୟୁଜ୍ ଏମଏସ-୨୨ କ୍ୟାପସୁଲ…
ମସ୍କୋ,୨୮।୩ : ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ସହିତ ସଂଯୁକ୍ତ ଥିଲା। ରୁଷିଆର ସ୍ପେସ ଅଧିକାରୀମାନେ ଦାବି କରିଛନ୍ତି…
ଜନ୍ମଦିନର ଥିମ୍ ‘ଅନ୍ତିମ ସଂସ୍କାର’
ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସବୁବେଳେ ଖାସ୍ ହୋଇଥାଏ। ସେହି ଦିନକୁ ସମସ୍ତେ ଧୁମ୍ଧାମ୍ରେ ମନେଇଥାନ୍ତି, ଯେପରି ସବୁଦିନ ପାଇଁ ତାହା ମନେରହିବ। ହେଲେ ଏଠାରେ ଜଣେ ଯୁବତୀ ତାଙ୍କ ଜନ୍ମଦିନକୁ କିଛି ଭିନ୍ନ ଢଙ୍ଗରେ ପାଳିଛନ୍ତି, ଯାହା ଶୁଣିଲେ ଲାଗିବ…
ବେଳାଭୂମିରେ ଶାହରୁଖଙ୍କ ଚିତ୍ର
ଇସଲାମାବାଦ୍: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ପାକିସ୍ତାନରେ ଶାହରୁଖଙ୍କ ଚଳଚ୍ଚିତ୍ରକୁ ବ୍ୟାନ୍ କରାଯାଇଛି, ହେଲେ ମଧ୍ୟ ତାଙ୍କ ପ୍ରତି…
ରାମଚରଣଙ୍କ ଗେମ୍ ଚେଞ୍ଜର
ମୁମ୍ବାଇ: ସାଉଥ୍ ଅଭିନେତା ରାମଚରଣଙ୍କ ଫିଲ୍ମ ‘ଆର୍ଆର୍ଆର୍’ର ଗୀତ ‘ନାଟୁ ନାଟୁ’କୁ ଓସ୍କାର ମିଳିବା ପରେ ତାହା ଏବେ ଟ୍ରେଣ୍ଡିଂରେ ରହିଛି। ଏଥିସହ ଅଭିନେତା ରାମଚରଣଙ୍କ ଲୋକପ୍ରିୟତା ଆହୁରି ବଢ଼ିଯାଇଛି। ତେବେ ସେ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ…
ଡ୍ରାଇଭିଂ ଲାଇସେନ୍ସ ପାଇଁ ୯୬୦ ଟେଷ୍ଟ
ସିଓଲ: କିଛି ଜିନିଷ ହାସଲ କରିବାକୁ ହେଲେ ସେଥିପାଇଁ ଧୈର୍ଯ୍ୟ ରଖିବାକୁ ହୁଏ। ହେଲେ ୪ରୁ ୫ଥର କିମ୍ବା ୮ରୁ ୯ଥର ପ୍ରୟାସ କରିବା ପରେ ଯଦି ସେହି ଜିନିଷ ନ ମିଳେ, ସେତେବେଳେ ଆମେ ତା’ର ପାଇବା ଆଶା ଛାଡ଼ିଦେଉ।…
୨ ହଜାରରୁ ଅଧିକ ମେଣ୍ଢା ମମିର ସନ୍ଧାନ ମିଳିଲା…
କାଏରୋ,୨୭।୩ : ଇଜିପ୍ଟର ପ୍ରତ୍ନତତ୍ତ୍ୱବିତମାନେ ୨,୦୦୦ ରୁ ଅଧିକ ପ୍ରାଚୀନ ମେଣ୍ଢା ମୁଣ୍ଡର ମମି ଆବିଷ୍କାର କରିଛନ୍ତି। ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଫାରୋ ରାମସେସଙ୍କ ମନ୍ଦିରରେ ବଳି ଦିଆଯାଇଥିବା ଅନୁମାନ କରାଯାଉଛି। ପ୍ରତ୍ନତତ୍ତ୍ୱବିତମାନେ କୁକୁର, ଛେଳି, ଗାଈ, ନେଉଳ ଆଦିଙ୍କ…
ବକେୟା ବିଦ୍ୟୁତ୍ ବିଲ୍ ପୈଠ ନ କଲେ ଘରୁ ଜିନିଷ ନେଇଯାଉଛନ୍ତି ଅଧିକାରୀ
ଭୋପାଳ: ଲୋକଙ୍କଠୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବା ଲାଗି ମଧ୍ୟପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରକାର ଅଭିଯାନ ଆରମ୍ଭ ହୋଇଛି। ଯେଉଁ ବ୍ୟକ୍ତି ବିଜୁଳି ବିଲ୍ ପୈଠ କରିବାକୁ ସକ୍ଷମ ହେଉନାହାନ୍ତି ବିଭାଗୀୟ ଅଧିକାରୀ ସେମାନଙ୍କ ଘରୁ…
ଗାଡି ପଛରେ କାହିଁକି ଦୌଡନ୍ତି କୁକୁର
ବାଇକ ଅବା କାର୍ ଯାଉଥିବା ସମୟରେ ଦେଖିଥିବେ ଗଳିର କିଛି କୁକୁର ସେଇ ଗାଡି ପଛେ ପଛେ ଭୁକି ଭୁକି ଗୋଡାଇଥାନ୍ତି। ଫଳରେ କୁକୁରଙ୍କ ଭୟରେ ଅନେକ ସମୟରେ ଗାଡି ଚାଳକ ସନ୍ତୁଳନ ହରାଇ ବସନ୍ତି ଓ ଦୁର୍ଘଟଣା ଘଟିଯାଏ। ତେବେ…
ଏକାସାଙ୍ଗରେ ଦୁଇଟି ସାଇକେଲ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…
ସମଗ୍ର ବିଶ୍ୱରେ ପ୍ରତିଭାଶାଳୀ ଲୋକମାନଙ୍କର କୌଣସି ଅଭାବ ନାହିଁ। ଷ୍ଟଣ୍ଟ୍ ସହିତ ଜଡ଼ିତ ଏକାଧିକ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୋଇଥାଏ। ଏହି ଷ୍ଟଣ୍ଟ୍ଗୁଡ଼ିକ ମଧ୍ୟରୁ କିଛି ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏବେ ସେମିତି ଏକ ଚମତ୍କାର ଷ୍ଟଣ୍ଟ୍ ଭାଇରାଲ ହେଉଛି।…
ହାତୀ ଖେଳୁଛି ଫୁଟବଲ୍: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ କିଛି ମଜାଦାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହା ୟୁଜର୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କୁନି ହାତୀ ଫୁଟବଲ ଖେଳୁଥିବା ଦେଖିବାକୁ…
ନିଶରେ ତିଆରି ସୁଟ୍
ଅନେକଙ୍କୁ ପ୍ରାଣୀଙ୍କ ଲୋମ ବା ଫର୍ରେ ତିଆରି ପୋଷାକ ପିନ୍ଧିବାକୁ ଭଲ ଲାଗେ। ହେଲେ ଜାଣନ୍ତି କି ଅଷ୍ଟ୍ରେଲିଆର ମେନ୍ସଓ୍ବେର କମ୍ପାନୀ ‘ପୋଲିଟିକ୍ସ’ ମଣିଷ ନିଶରେ ତିଆରି କରିଛି ସୁଟ୍। ଭିଜୁଆଲ ଆର୍ଟିଷ୍ଟ ପାମେଲା କ୍ଲିମନ୍ ପାସୀଙ୍କ ସହ ମିଶି ପୋଲିଟିକ୍ସ…
ଭାରତର ସବୁଠୁ ଧନୀ ମହିଳା କିଏ ଜାଣନ୍ତି
ନୂଆଦିଲ୍ଲୀ,୨୬।୩: ବିଶ୍ୱର ଧନୀ ତାଲିକାରେ ମହିଳାମାନେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଆମେରିକା, ଜର୍ମାନୀ, ଇଟାଲୀ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶରୁ ମହିଳାମାନେ ଧନୀ ତାଲିକାରେ ସାମିଲ ଅଛନ୍ତି। ଫୋର୍ବସ ବିଲିୟନେୟାର ତାଲିକାରେ ଆମେରିକାରେ କେବଳ ୯୨ ବିଲିୟନେୟାର ମହିଳା ଥିବାବେଳେ…
Archives


