ସୁନ୍ଦର କିନ୍ତୁ ଭୟଙ୍କର
ସମୁଦ୍ରଗର୍ଭରେ ଅନେକ ପ୍ରକାର ମାଛ ଅଛନ୍ତି। କିଛି ମାଛ ଖାଇବାକୁ ବେଶ୍ ସୁସ୍ବାଦୁ ହେବାବେଳେ କିଛି ମାଛ ଖାଦ୍ୟପୋଯୋଗୀ ନୁହନ୍ତି। ଆଉ କିଛି ମାଛ ତ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି। ତେବେ ଏହି ସୁନ୍ଦର ମାଛ ମଧ୍ୟରେ କିଛି ଦେଖିବାକୁ…
ମାଣିକପାଟଣା: ସେବେ ଆଉ ଏବେ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ମାନରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରୂପରେ ସେ ପ୍ରକଟ ହୁଅନ୍ତି । ଯାହା କାଞ୍ଚତ୍ ଅଭିଯାନ କଥାରେ ବି ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁଯାୟୀ – ଶ୍ରୀକ୍ଷେତ୍ରରେ ରଥଯାତ୍ରା ପର୍ବର ପରିବେଶ।…
ଆଈତୋଟା
ଜଗତ ଠାକୁର ଦାରୁଦିଅଁ । ଭାଇ ଭଉଣୀଙ୍କୁ ସାଥୀରେ ଧରି ଏବେ ଆବିର୍ଭାବ ସ୍ଥଳରେ ବିରାଜିତ। ସେବକ, ଶ୍ରଦ୍ଧାଳୁଙ୍କ ସମାବେଶରେ ମୁଖରିତ ସୁନ୍ଦରାଚଳ। କାଳିଆ ସାଆନ୍ତଙ୍କ ଜନ୍ମ/ଆବିର୍ଭାବ ସ୍ଥଳ, ଜନ୍ମବେଦି, ଆଟୋପ ମଣ୍ଡପ /ଆଡ଼ମ୍ବର ମଣ୍ଡପ ବା ଲୋକମୁଖରେ ପ୍ରଚାରିତ ଆଡ଼ପ…
ସୁସ୍ଥ ରହିବାର ଉପାୟ
ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଅନେକ ଔଷଧୀୟ ଗୁଣ। ଯେମିତି କି: ଅଁଳା: ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଓ…
ଗଙ୍ଗାଜଳ ଦୂର କରିବ ବାସ୍ତୁଦୋଷ
ହିନ୍ଦୁଧର୍ମରେ ଗଙ୍ଗାଜଳକୁ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ। ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ ଦୂର କରିବାରେ ମଧ୍ୟ ଗଙ୍ଗାଜଳର ରହିଛି ଅନେକ…
୨୦୫୦ ବେଳକୁ ୨ଗୁଣା ଟପିବେ ମଧୁମେହ ରୋଗୀ
ନୂଆଦିଲ୍ଲୀ ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ-ସଂକ୍ରାମକ ରୋଗର ମାତ୍ରା ଅଧିକ। ଦେଶର ୧୦.୧ କୋଟି ଲୋକ ମଧୁମେହ ଏବଂ ୧୩.୬ କୋଟି ଲୋକ ପ୍ରାଥମିକ ରୋଗରେ ଆକ୍ରାନ୍ତ। ୨୦୫୦ ବେଳକୁ ପୃଥିବୀ ଜନସଂଖ୍ୟାର ୧.୩ ବିଲିୟନ୍ ଅର୍ଥାତ୍ ୧୩୦ କୋଟି…
୩୬ ବର୍ଷ ଗର୍ଭଧାରଣ କରିଥିଲେ ୬୦ ବର୍ଷୀୟ
ମୁମ୍ବାଇ ୩ ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ୬୦ ବର୍ଷୀୟ ବ୍ୟକ୍ତି ୨ଟି ଯାଅଁାଳା ଶିଶୁକୁ ଗର୍ଭରେ ଧାରଣ କରିଥିଲେ। ଏଥିପାଇଁ ତାଙ୍କୁ ଲୋକେ ଗର୍ଭବତୀ ପୁରୁଷ ବୋଲି ଡାକୁଥିଲେ। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ସଞ୍ଜୁ ଭଗତ ଏକ ବିରଳ…
ସିଙ୍ଗଡ଼ା ଖାଇଲେ ମିଳିବ ୭୧ ହଜାର
ଲକ୍ଷ୍ନୌ ସିଙ୍ଗଡ଼ା କହିଲେ ସାଧାରଣତଃ ଆମେ ଆମ ହାତମୁଠାରେ ଧରି ପାରୁଥିବା ସିଙ୍ଗଡ଼ା କଥା ଭାବିଥାଉ। ହେଲେ ଉତ୍ତରପ୍ରଦେଶର ଏକ ମିଠା ଦୋକାନରେ ପ୍ରସ୍ତୁତ ବିରାଟ ସିଙ୍ଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାର ନାମ ଦିଆଯାଇଛି ବାହୁବଳୀ ସିଙ୍ଗଡ଼ା। ୧୨…
ସଫଳ ଉଦ୍ୟୋଗୀ
ଦୃଢ଼ ମନୋବଳ, ଅଦମ୍ୟ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ରୁଚି ରଖୁଥିବା ବିଭିନ୍ନ ଦିଗରେ ସଫଳତା ସାଉଁଟି ସେମାନେ ସାଜିଛନ୍ତି ଯୁବସମାଜ ପାଇଁ ପ୍ରେରଣା। ଆଉ ଚାକିରି ହିଁ ରୋଜଗାରର ଏକମାତ୍ର ବଳିଷ୍ଠ ମାଧ୍ୟମ; ଅନେକଙ୍କ ମନରେ ଥିବା ଏହି ଭାବନାକୁ…
୫.୭ କୋଟିର ଘଣ୍ଟା ନେକ୍ଲେସ
ୱାଶିଂଟନ: ଅନ୍ତର୍ଜାତୀୟ ଗୀତିକାର ରିହାନା ଅନେକ ସମୟରେ ତାଙ୍କ ଜୀବନଧାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ୟାରିସ୍ରେ ଆୟୋଜିତ ହେଉଥିବା ଫ୍ୟାଶନ ଶୋ’ ଲୁଇସ୍ ଭୁଇଟନ୍ ମେନ୍ସ ସ୍ପ୍ରିଙ୍ଗ ୨୦୨୪ ଶୋ’ରେ ତାଙ୍କ ବନ୍ଧୁ ଏ.ପି. ରକ୍କିଙ୍କ ସହ ଯୋଗଦେଇଥିଲେ। ସେ…
ରାଇନାଙ୍କ ରେଷ୍ଟୁରାଣ୍ଟ
ଆମଷ୍ଟରଡାମ୍: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା ନିକଟରେ ତାଙ୍କ ରୁଚିକୁ ପୂରଣ କରିଥିବା କହିଛନ୍ତି। ସେ ନେଦରଲାଣ୍ଡର ରାଜଧାନୀ ଆମଷ୍ଟରଡାମ୍ରେ ତାଙ୍କର ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ସେ ବର୍ଷ ବର୍ଷ ଧରି ଖାଦ୍ୟ ପ୍ରତି ଥିବା…
ଟାଇଟାନ୍ରେ ଯାତ୍ରା ପାଇଁ କେତେ ଟଙ୍କା ଆବଶ୍ୟକ
ଓସେନ୍ଗେଟ୍ର ଟାଇଟାନ୍ ବୁଡ଼ାଜାହାଜରେ ଯାତ୍ରା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ୨୫୦,୦୦୦ ଡଲାର (୨,୦୫,୦୬,୯୩୭ ଟଙ୍କା)ର ଆବଶ୍ୟକତା ପଡ଼ିଥାଏ। ପାଖାପାଖି ୪୦୦ ମାଇଲ୍ ଯାତ୍ରା କରୁଥିବା ଏହି ବୁଡ଼ାଜାହାଜ ୮ ଦିନ କାଳ ଗଭୀର ଜଳରେ ରହିଥାଏ। ମେରାଇନ୍ ଟେକନୋଲୋଜି ସୋସାଇଟି…
Archives


