ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ
ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି ଛାଡିଯିବା ନିହାତି ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି।…
ପାନର ଦାମ୍ ୯୯୯
ମହଙ୍ଗା ପାନ। ପାନର ମୂଲ୍ୟରେ ଜଣେ ବ୍ରାଣ୍ଡେଡ ଜୋତା ଏବଂ ଚଷମା କିଣାଯାଇପାରିରେ। ଏହି ସ୍ବତନ୍ତ୍ର ପାନର ନାମ ହେଉଛି ସୁନା ପାନ, ଯାହାର ମୂଲ୍ୟ ୯୯୯ ଟଙ୍କା। ଏହି ବିଶେଷ ପ୍ରକାରର ପାନ ଭିତରେ ରୂପା ଏବଂ ବାହାରେ ସୁନା…
ଧକ୍କା ଦେଇ ଟ୍ରେନ ଷ୍ଟାର୍ଟ କଲେ ଯବାନ, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୦।୭ : ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଦେଖାଯାଇଥାଏ। ଅନେକ ଭିଡିଓ ବହୁତ ମଜାଳିଆ, ଏବଂ ବେଳେବେଳେ କିଛି ଭିଡିଓ ଆମକୁ ଗର୍ବିତ କରେ। ବିଶେଷକରି ଯେତେବେଳେ ଏହା ଭାରତୀୟ ସେନା ସହିତ ଜଡିତ ହୋଇଥାଏ। ଲୋକମାନେ ଏହି…
୧୧୯ ବର୍ଷ ପୂର୍ବେ ଲାଇବ୍ରେରୀରୁ ନିଆଯାଇଥିବା ପୁସ୍ତକ ଫେରିଲା…
ଓ୍ବାଶିଂଟନ,୧୦।୭ : ପ୍ରାୟତଃ ଲୋକମାନେ ବହି ପଢ଼ିବାକୁ ଲାଇବ୍ରେରୀକୁ ଯାଆନ୍ତି। ବେଳେବେଳେ ସେମାନେ ସେଠାରୁ ଦିଆଯାଇଥିବା ପୁସ୍ତକ ମଧ୍ୟ ନେଇଥାନ୍ତି । ତଥାପି, ଏହାକୁ ରଖିବା ପାଇଁ ଏକ ସମୟ ସୀମା ମଧ୍ୟ ଅଛି । ଯଦି ଏହା ଠିକ ସମୟରେ…
ଶରୀରରେ ନିଆଁ ଲଗାଇ ଦୌଡିଲେ
ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ବିପଦ ସହ ଖେଳିବାକୁ ଭଲ ଲାଗେ। ଆଉ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଚକିତ କଲାଭଳି କାମ କରିବାରେ ସେମାନଙ୍କୁ ଆତ୍ମସନ୍ତୋଷ ମିଳେ। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଫ୍ରାନ୍ସର ଜନଥନ…
ବର୍ଷା ହେଉ ନ ଥିବା ଗାଁ
ଧରାପୃଷ୍ଠରେ ବର୍ଷାର ଆବଶ୍ୟକତା କେତେ ତାହା ସମସ୍ତେ ଜାଣନ୍ତି। ତେଣୁ ବର୍ଷାର ଅପେକ୍ଷା ସମସ୍ତଙ୍କର ଥାଏ। ଆଉ ରିମ୍ଝିମ୍ ବର୍ଷା ବର୍ଷିଗଲେ କୀଟପତଙ୍ଗ, ତରୁଲତାଠୁ ଆରମ୍ଭ କରି ମଣିଷ ସମସ୍ତେ ଖୁସିରେ ଝୁମି ଯାଆନ୍ତି। ହେଲେ ଏଇ ଧରାପୃଷ୍ଠରେ ହିଁ ଏମିତି…
ଶ୍ୱାସକ୍ରିୟା କରିପାରୁଛି ରୋବୋ, ବୋହୁଛି ଝାଳ
ରୋବୋ ଏକ ମେସିନ୍। ଏଥିରେ ନ ଥାଏ ମଣିଷ ପରି କୌଣସି ସମ୍ବେଦନଶୀଳତା। ଏଥିରେ ଅନେକ କମ୍ପ୍ଲିକେସି ବି ଥାଏ। ତେଣୁ ଏହାର ବହୁଳ ବ୍ୟବହାର ଏଯାଏଁ ହୋଇପାରି ନାହିଁ। ତେବେ ସମୟକ୍ରମେ ଏବେ ରୋବୋରେ ଅନେକ ଡେଭଲପ୍ମେଣ୍ଟ ହେଲାଣି। ତେବେ…
ଗିଳିବାରେ …. ନୋ କମ୍ପରମାଇଜ
ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି l ଗାଁ ଗାଁ -ସହର ସହର ବୁଲି ଗର୍ଜନକରି କାନ ଫଟାଉଛି l ଅଣ୍ଟାରେ ଗାମୁଛା ଭିଡୁଛି l ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖାଡ଼ା କରୁଛି l ସମଧର୍ମୀ ଭାଇ ବିରାଦରିଙ୍କୁ ଏକାଠିକରି କହୁଛି….…
ଥାଳିରେ ନୁହେଁ ,ପରଷା ଯାଏ ମଣିଷ ଶରୀର ଉପରେ
ପତ୍ରଠୁ ଆରମ୍ଭ କରି ମାଟିପାତ୍ର, ପିତ୍ତଳ, କଂସା, ଷ୍ଟିଲ୍ ଭଳି ବିଭିନ୍ନ ପ୍ରକାରର ପାତ୍ରକୁ ଆମେ ବ୍ୟବହାର କରିଥାଉ ଖାଦ୍ୟ ପରଷି ଖାଇବା ପାଇଁ। ଆଉ ରେଷ୍ଟୁରାଣ୍ଟଗୁଡିକରେ ତ ପରଷିବା ଥାଳି ଓ ପରଷିବା ଶୈଳି ଥାଏ ବେଶ୍ ନିଆରା। କାରଣ…
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା: କୌସାନୀ
ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ଅନ୍ତର୍ଗତ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ ହେଉଛି କୌସାନୀ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହାକୁ ହିଲ୍ ଷ୍ଟେଶନର ମାନ୍ୟତା ମଧ୍ୟ ମିଳିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆଧ୍ୟାତ୍ମିକ ପୀଠ, ଚା’ ବଗିଚା ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ…
୨୦୫୦ ସୁଦ୍ଧା ପୃଥିବୀର ୯୦ କୋଟି ଲୋକ ଭୋକିଲା ରହିବେ…
ଓ୍ବାଶିଂଟନ,୯।୭ : ଏକ ଅଧ୍ୟୟନ ଅନୁଯାୟୀ, ପୃଥିବୀର ଅନେକ ଅଞ୍ଚଳରେ ଫସଲ ଅମଳ ହ୍ରାସ ହେବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଆମ ଖାଦ୍ୟ ପ୍ରଣାଳୀ ଉପରେ ବହୁତ ପ୍ରଭାବ ପକାଉଛି । ଅଧ୍ୟୟନ ଅନୁଯାୟୀ ଖାଦ୍ୟ ଉତ୍ପାଦନ ବିଶ୍ୱକୁ ଗରମ…
ମାତ୍ର ଦେଢ଼ ମିନିଟ୍ରେ ଏତିକି ରକ୍ତ ପିଏ ମଶା, ଭିଡିଓ ଦେଖିଲେ ଜାଣିବେ…
ବର୍ତ୍ତମାନ ଚାଲିଛି ବର୍ଷାଋତୁ। ସବୁଆଡେ ସବୁଜ। ଘରେ ବସି ଚା’ ଏବଂ ପକୁଡ଼ି ଖାଇବାର ମଜା କିଛି ଅଲଗା। ଯଦିଓ ବର୍ଷା ଋତୁର ଅନେକ ଭଲ ଗୁଣ ଅଛି, କିଛି ଖରାପ ମଧ୍ୟ ଅଛି। ବର୍ଷା ଋତୁରେ ମଶାମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଏ।…
Archives


